Swastik Tv News Odisha

Jyotisha Shastra – 1980 ରୁ 2000 ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ , ଆପଣଙ୍କ ଜନ୍ମ ବର୍ଷ ନା କି ଆପଣଙ୍କ ବର୍ତ୍ତମାନ କହିଥାଏ ତା ସହିତ ଆପଣଙ୍କ ଭବିଷ୍ୟତ କେମିତି ରହିବ ତାହା ମଧ୍ୟ କହିଥାଏ । ଯଦି ଆପଣଙ୍କ ଜନ୍ମ 1980 ରୁ 2000 ଭିତରେ ହୋଇଛି ତେବେ ଏହି ଆପଣ ମଧ୍ୟ ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣିପାରିବେ ।

1. 1980 – 1982 :-

ଯେଉଁ ମାନଙ୍କର ଜନ୍ମ ଏହି ମସିହାରେ ହୋଇଛି ,ସେମାନେ ସ୍ୱଭାବରୁ ଚୁମ୍ୱକୀୟ ଆକର୍ଷଣର ହୋଇଥାନ୍ତି । ଏମାନେ କଥାରେ ଧନୀ ହୋଇଥାନ୍ତି ,ଏମାନଙ୍କ ସାଙ୍ଗ ଅଧିକ ଥାନ୍ତି । ଆପଣଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପସନ୍ଦ ଆସିଥାଏ ।

2. 1981 – 1983 :-

ଯେଉଁ ମାନଙ୍କର ଏବି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ମହତ୍ତ୍ୱକାଂକ୍ଷୀ ଏବଂ ସ୍ମାର୍ଟ ହୋଇଥାନ୍ତି । ଆପଣ ନିଜର ପରିଶ୍ରମ ଦ୍ୱାରା ଜୀବନରେ କିଛି ବି ହାସଲ କରି ଦିଅନ୍ତି । ଯେଉଂ ମାନଙ୍କୁ ଆପଣ ପସନ୍ଦ କରିଥାନ୍ତି ସେମାନଙ୍କ ପାଇଁ ଆପଣ କିଛି ବି କରି ଦିଅନ୍ତି ।

3. 1984 – 1986 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ସ୍ୱଭାବରେ ପଜେଟିଭ ଥାନ୍ତି , ଆପଣଙ୍କର ହସମୁଖ ସ୍ୱାଭାବ ଯୋଗୁଁ ନିଜ ସାଙ୍ଗସାଥୀ ପାଖରେ ପ୍ରିୟ ରହିଥାନ୍ତି ।

4. 1985 – 1987 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ସବୁବେଳେ ନିଜ ମନ କଥା ଶୁଣିଥାନ୍ତି , ଏହାର ଆଧାରରେ ହିଁ କାମ କରିଥାନ୍ତି । ଯଦି ଆପଣ ଜୀବନରେ ଶାନ୍ତିରେ ରହିବା ପାଇଁ ଚାହୁଁଛନ୍ତି ତ ଆପଣଙ୍କୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ ।

5. 1988 – 1990 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ସବୁବେଳେ ମସ୍ତି କରିବା ମୋଡ ରେ ହିଁ ଥାନ୍ତି , ଆପଣ ସ୍ୱଭାବରୁ ବହୁତ ରୋମାଣ୍ଟିକ ହୋଇଥାନ୍ତି ।

5. 1989 – 1991 :-

ଯେଉଁ ଲୋକମାନେ ଏହି ମସିହାରେ ଜନ୍ମ ହୋଇଛନ୍ତି , ସେମାନେ ବହୁତ ରଚନାତ୍ମକ ହୋଇଥାନ୍ତି । ଆପଣ ଲୋକଙ୍କ ଉପରେ ବିଶ୍ୱାସ କରିବା ପାଇଁ ବହୁତ ଅଧିକ ସମୟ ନେଇଥାନ୍ତି ।

6. 1992 – 1994 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନଙ୍କ ଭିତରେ ଗୋଟେ ଏମିତି ଦକ୍ଷତା ଥାଏ ଯାହା ସେମାନଙ୍କ ସଫଳତାର କାରଣ ବନିଥାଏ । ଆପଣଙ୍କ ପାଖରେ ଭଲ ନେତୃତ୍ୱ ନେବାର କ୍ଷମତା ଥାଏ ।

7. 1993 – 1995 :-

ଯେଉଁ ଲୋକମାନେ ଏହି ବର୍ଷ ଜନ୍ମ ହୋଇଛନ୍ତି ସେମାନଙ୍କ ମାଇଣ୍ଡ ବହୁତ ସ୍ପିଡ ଥାଏ , ଆପଣ ନିଜର ଭୁଲକୁ ଶୀଘ୍ର ମାନିନିଅନ୍ତି , ଏହାହି ଆପଣଙ୍କ ସବୁଠାରୁ ଭଲ ଗୁଣ ଅଟେ ।

8. 1996 – 1997 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନଙ୍କ ଭିତରେ ପ୍ରେମ ଭରି ହୋଇଥାଏ , ଆପଣ ସବୁ ଜିନିଷ ପାଇବାର ଲାଳସା ରଖିଥାନ୍ତି । ଏହାହିଁ ଆପଣଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପ୍ରେରିତ କରିଥାଏ ।

9. 1998 – 1999 :-

ଯଦି ଆପଣଙ୍କ ଜନ୍ମ ଏହି ବର୍ଷ ହୋଇଛି ତେବେ ଆପଣ ବହୁତ ରଚନାତ୍ମକ ବୁଦ୍ଧିମାନ ଅଟନ୍ତି । ଆପଣ ବହୁତ ଆତ୍ମବିଶ୍ୱାସୀ ଅଟନ୍ତି ।

10. 2000 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ଆତ୍ମବିଶ୍ୱାସୀ ହୋଇଥାନ୍ତି , ମିଛ କହୁଥିବା ଲୋକଙ୍କୁ ଘୃଣା କରିଥାନ୍ତି । ଆପଣ ଅଧିକ ପରିଶ୍ରମ କରିଥାନ୍ତି ଏହାର ଆଧାରରେ ଆଗକୁ ବଢିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.