Swastik Tv News Odisha

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି କିମ୍ବା ଛୋଟ ପିଲା ବିଷୟରେ ଜାଣନ୍ତୁ ଏହି ଖାସ କଥା – Life Style

0

ଶନିବାର ଦିନଟିକୁ ଭଗବାନ ଶନିଦେବଙ୍କର ଦିନ ବୋଲି ମନାଯାଏ , ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ଶନିଗ୍ରହ ପ୍ରଭାବ ସାମାନ୍ୟତଃ ରହିଥାଏ । ଯେଉଁ ବ୍ୟକ୍ତିଙ୍କର ଜନ୍ମ ଶନିବାର ହୋଇଛି ସେମାନଙ୍କ ଲକି ନମ୍ୱର – 3, 6 , 9 । ଲକି କଲର ହେଉଛି କଳା , ଲାଲ୍ , ଲକି ଡେ ହେଉଛି ଶନିବାର ଏବଂ ମଙ୍ଗଳବାର ।

ଶନିବାର ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସ୍ୱଭାବ :-

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଜ କଥାରେ ପକ୍କା ହୋଇଥାନ୍ତି , ଏମାନେ ନିଜର ଦେଇଥିବା କଥା କେବେବି ଭାଙ୍ଗନ୍ତିନି । ଏମାନେ ନିଜ ଜୀବନରେ ବହୁତ କଷ୍ଟର ସାମ୍ନା କରିଥାନ୍ତି , କିନ୍ତୁ ଅନ୍ତରେ ଏମାନଙ୍କତର ହିଁ ବିଜୟ ହୋଇଥାଏ । ଶନିବାର ଦିନ ଜନ୍ମ ହୋଇଥିବା ଲୋକଙ୍କୁ ବହୁତ ସମ୍ଭାଳି ସମ୍ଭାଳି ଚାଲିବାର ଅଭ୍ୟାସ ଥାଏ । ଯାହାଦ୍ୱାରା ଏମାନେ କେବେକେବେ ଆଳସ୍ୟ ବି ହୋଇଯାନ୍ତି , ଏମାନଙ୍କର ବହୁତ କମ୍ ସାଙ୍ଗ ମଧ୍ୟ ଥାନ୍ତି । ଆଉ ଯେତିକିବି ସାଙ୍ଗ ଥାନ୍ତି ସେମାନଙ୍କ ପାଇଁ ସଚ୍ଚୁଟ ହୋଇଥାନ୍ତି ।

ଏହି ଦିନ ଜନ୍ମ ଲୋକ ଟିକେ ରାଗ ସ୍ୱଭାବର ହୋଇଥାନ୍ତି , ଏମାନଙ୍କୁ ରାଗ ବହୁତ ଜଲଦି ଆସିଯାଏ । ଏହିଦିନ ଜନ୍ମ ହୋଇଥିବା ଲୋକ ଦେଖିବାକୁ ବହୁତ ଆକର୍ଷିତ ହୋଇଥାନ୍ତି , ଏମାନେ ଲୋକଙ୍କୁ ପ୍ରଥମ ଦେଖାରେ ପସନ୍ଦ ଆସିଥାନ୍ତି । ଏମାନେ ବହୁତ ଫେସନଲେବୁଲ ମଧ୍ୟ ହୋଇଥାନ୍ତି , ଏମାନେ ଜୀବନରେ ଅଲଚଗା ପରିଚୟ ବନାଇଥାନ୍ତି । ଶନିବାରକୁ ଜନ୍ମ ଲୋକ ସାମାନ୍ୟତଃ ବହୁତ ହସ ମୁଖର ହୋଇଥାନ୍ତି । ତା ସହିତ ଏମାନେ ଫ୍ରାଙ୍କ ନେଚରର ହୋଇଥାନ୍ତି ।

ଏମାନେ ସାମ୍ନା ବାଲାର ମନ କେମିତି ଜିତିବେ ବହୁତ ଭଲ ଭାବରେ ଜାଣିଥାନ୍ତି । ସେଥିପାଇଁ ଲୋକ ମାନେ ଏମାନଙ୍କୁ ବହୁତ ପସନ୍ଦ କରିଥାନ୍ତି । ଶନିବାର ଦିନ ଜନ୍ମ ହୋଇଥିବା ଲୋକ ଅନ୍ୟକୁ ସର୍ବଦା ସାହାର୍ଯ୍ୟ କରିଥାନ୍ତି , ଏମାନଙ୍କୁ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବା ବହୁତ ପସନ୍ଦ ଥାଏ । ଏମାନଙ୍କ ଜୀବନରେ ଯେତେ ବି କଷ୍ଟ ଆସୁ ନିଜର ହସହସ ମୁଖ କାରଣରୁ ଏମାନେ ବିଚଳିତ ହୋଇ ନଥାନ୍ତି ।

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା :-

ଏହି ଦିନ ଜନ୍ମ ଲୋକଙ୍କୁ ହାଡ ରୋଗ , ଶାରୀରିକ ଦୁର୍ବଳତା , ଆଖି ସମ୍ୱନ୍ଧିତ , କଣ୍ଣ ରୋଗ , ଅଣ୍ଟା ବା ପିଠି ସମ୍ୱନ୍ଧିତ ରୋଗ ହୋଇପାରେ ।

କ୍ୟାରିଅର :-

ଶନିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ପାଖରେ ଏହି କ୍ଷମତା ହୋଇଥାଏ କି ସେମାନଙ୍କୁ ଯେଉଁବି କ୍ଷେତ୍ରରେ କାମ କରିବାର ଅବସର ପ୍ରାପ୍ତ ହୋଇଥାଏ ସେମାନେ ସେହି କ୍ଷେତ୍ରରେ ଦକ୍ଷ ହୋଇଯାନ୍ତି । ଶନିବାର ଦିନ ଜନ୍ମ ବ୍ୟକ୍ତି ନିଜ କାର୍ଯ୍ୟରେ ସଚ୍ଚଟ ହୋଇଥାନ୍ତି , ଏମାନେ ମନ ଲଗାଇ ପ୍ରତ୍ୟେକ କାର୍ଯ୍ୟକୁ କରିଥାନ୍ତି । ଏହି ଦିନ ଜନ୍ମ ଲୋକଙ୍କର ବୈବାହିକ ଜୀବନ ବହୁତ ଖୁସୀରେ କଟିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.