Swastik Tv News Odisha

ପ୍ରଥମଥର ଶାଢ଼ୀ ପିନ୍ଧି ହିରୋଇନ Rupa କଲେ ଜବରଦସ୍ତ ଡ୍ୟାନ୍ସ….ଦେଖିଲେ ନିଜକୁ ସମ୍ଭାଳି ପାରିବେନି…4 Million + Views

0

ବନ୍ଧୁଗଣ ଏବେ ପୁଣି ଓଡ଼ିଆ ଆଲବମ୍ ଏବଂ ମ୍ୟୁଜିକ ଭିଡିଓ ର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ସୁନ୍ଦର୍ ଭାବରେ ଏହାକୁ ଏପରି ପ୍ରସ୍ତୁତ କରାଯାଉଛି ଯାହା ଦର୍ଶକ ମାନଙ୍କର ବେଶ୍ ପସନ୍ଦ ଆସୁଛି। ତେବେ ଏହି ସମୟରେ ଅନେକ କଳାକର ଦର୍ଶକ ମାନଙ୍କୁ ଏହି ମନୋରଞ୍ଜନ ର ସୁରାକ ଯୋଗାଉଛନ୍ତି। କିଛି ନୂଆ ଆର୍ଟିଷ୍ଟ ତାଙ୍କର ଏହି ସୃଜନଶୀଳତା ଦେଖାଇ ନୂଆ ତରିକାରେ ଭିଡିଓ ସବୁକୁ ପ୍ରସ୍ତୁତ କରି ଦର୍ଶକଙ୍କ ମନକୁ ଏହା କିପରି ଭାବରେ ଛୁଇଁ ପାରିବ ତାହା କରୁଛନ୍ତି। ତେବେ ଏହିସବୁ ଭିଡିଓ ଗୁଡ଼ିକର କିପରି ଚାହିଦା ରହିଛି ତାହା ତ ଆପଣ ମାନେ ଜାଣି ପାରୁଥିବେ।
ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ଏବେ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ।

ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ।ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି।ତେବେ ଏହି ଗୀତ ଗୁଡ଼ିକର ଟେକ୍ନିକାଲ ମୋଡ଼ିଫିକେଶନ ମଧ୍ଯ ଅନେକ ମାତ୍ରାରେ ହେଉଛି।

ଯାହା ଏହିସବୁ ଭିଡିଓ କୁ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି।ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି। ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି। ଏବେ ଏହି ଇଣ୍ଡଷ୍ଟ୍ରି ରେ ଦୁଇ ଯୋଡି ବେଶ୍ ପରିଚିତ ହୋଇ ପାରିଛନ୍ତି ତାଙ୍କ ଟାଲେଣ୍ଟ କୁ ଦେଖାଇ। ଆଉ ସେମାନଙ୍କର ଲୋକପ୍ରିୟତା ବି ବହୁତ୍ ଅଧିକ ରହିଛି। ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ। ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।

ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ଇବେ ସେମନଙ୍କର ଏକ ଡାନ୍ସ ପ୍ରାକ୍ଟୀସ ର ଭିଡିଓ ସାମ୍ନାକୁ ଆସିଛି। ଯେଉଁଠି ସେମାନଙ୍କର ଡାନ୍ସ ଅଭ୍ୟାସର ଦୃଶ୍ୟ ସହିତ କିଛି ମଜା ମସ୍ତିର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ରୂପା ଡାନ୍ସ କରୁକରୁ ଆସି ପିଣ୍ଟୁ କୁ ଜୁହାର କରୁଛନ୍ତି ଏବଂ ଉଭୟ ହସିବାକୁ ଲାଗୁଛନ୍ତି। ସେମାନଙ୍କ ସହ ଅନ୍ୟ କିଛି ଯୁବତୀ ମାନେ ମଧ୍ୟ ସେଠାରେ ଡାନ୍ସ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ଏହି ଭିଡିଓରେ। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚୟ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.