Swastik Tv News Odisha

ଗାର୍ଲଫ୍ରେଣ୍ଡ ବଡ ନା ସ୍ତ୍ରୀ ବଡ RJ Aradhana ମୁହଁରୁ ଏହି ସୁନ୍ଦର Story ଶୁଣନ୍ତୁ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

0

ବନ୍ଧୁଗଣ ଆଜିର ସମାଜରେ ପ୍ରେମ ଏବଂ ଭଲପାଇବାର ପ୍ରକୃତ ସଂଜ୍ଞା, ପ୍ରକୃତ ବାସ୍ତବତା ଧିରେ ଧିରେ ପରିବର୍ତ୍ତନ ହେଉଥିବାର ଦେଖିବାକୁ ମିଳୁଛି। ତେବେ ପ୍ରେମକୁ ନେଇ ବେଳେବେଳେ ଏମିତି ଘଟଣା ସାମ୍ନାକୁ ଆସିଥାଏ ଯାହା ପ୍ରେମ ପ୍ରତି ଥିବା ଆମ ଧାରଣାକୁ ବଦଳାଇ ଦିଏ। ପ୍ରେମ କୌଣସି ସୁନ୍ଦରତା ଦେଖି ହୋଇ ନଥାଏ, ପ୍ରେମ ଜଣେ ଭଲ ହୃଦୟ ଏବଂ ମନ ଥିବା ବ୍ୟକ୍ତି ସହିତ ହୋଇଥାଏ। କୁହା ଯାଇଥାଏ ପ୍ରେମ ହେଉଛି ଶାଶ୍ଵତ, ଚିରନ୍ତନ ଏବଂ ପବିତ୍ର ସଂପର୍କ।ପ୍ରେମ ଏକ ଏମିତି ଜିନିଷ ଯାହା ମାନେନା ସମାଜର କଟକଣା କି କୌଣସି ବାଧା ବିଘ୍ନ। ନିଜର ମନର ମଣିଷକୁ ପାଇବା ପାଇଁ ଜଣେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ।

ପ୍ରେମର ବାସ୍ତବ ପରିଭାଷା କୁ ଯିଏ ବୁଝିଛି ସେ କୌଣସି ବି ପ୍ରତିବନ୍ଧକ କୁ ସମସ୍ୟା ବୋଲି ଭାବି ନଥାଏ। ତା ପାଖରେ ଥାଏ କେବଳ ଗୋଟିଏ ଲକ୍ଷ୍ୟ, କେମିତି ବି ହେଉ ସେ ତାର ମନ ମଣିଷ, ଜୀବନ ସାଥିର ହାତ ଧରିବ। ଆଉ ଏମିତି ରେ ପ୍ରେମ ଆଗରେ ସବୁ ବାଧାବିଘ୍ନ ବି କୁଆଡେ ହାର ମାନିଥାଏ। ତେଣୁ ପ୍ରେମର ଏକ ଅଦୃଶ୍ୟ ଶକ୍ତି ରହିଚି। ପ୍ରେମ ଯାହା ମହାନ୍ ଏବଂ ଚିରନ୍ତନ ଅଟେ।ଯେଉଁଠି ନିଜର ପ୍ରେମକୁ ନିଜର କରିବା ପାଇଁ ପ୍ରେମିକ ପ୍ରେମିକା କିଛି ବି କରିବାକୁ ପଛାନ୍ତି ନାହିଁ। କିନ୍ତୁ ଅନେକ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ଆମେ କହିବାକୁ ଯାଉଥିବା ଏହି ଘଟଣା ରେ କିପରି ଏକ ପ୍ରକୃତ ପ୍ରେମ ତାର ଭଲପାଇବାର ଜୀବନ ବଞ୍ଚାଇଛି ତାହା ଆପଣ ଦେଖିବାକୁ ପାଇବେ।ଏହା ଏକ ସୁନ୍ଦର କାହାଣୀ ମାଧ୍ୟମରେ ବର୍ଣ୍ଣନା କରା ଯାଇଛି। ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ କିପରି ତିକ୍ତତା ହେଉଛି ଅନ୍ୟ ଜଣେ ଯୁବତୀ ପାଇଁ ଏବଂ ଶେଷରେ ଏହାର ପରିଣାମ କେତେ ଭୟଙ୍କର ହେଉଛି ଆପଣ ଏଠାରେ ଜାଣି ପାରିବେ। ସ୍ବାମୀ ଜଣଙ୍କ ଅନ୍ଯ ଜଣେ ମହିଳା ଙ୍କ ପ୍ରେମରେ ପଡି ସ୍ତ୍ରୀ କୁ ମିଛ କହି ଧରା ପଡ଼ିବା ପରେ ସେ ନିଜେ ଏହା ମାନିଥିଲେ ଯେ ସେ ତାକୁ ଭଲ ପାଆନ୍ତି ଏବଂ ସେ ଉଭୟଙ୍କ ସହ ରହିବାକୁ ଚାହାନ୍ତି।

କାରଣ ତାଙ୍କ ସ୍ତ୍ରୀଙ୍କ ଠାରୁ ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଅଧିକ ସୁନ୍ଦରୀ ଥିଲା। ଏହାପରେ ସ୍ବାମୀ ସ୍ତ୍ରୀ ଙ୍କ ଡିଭୋର୍ଶ ହୋଇଗଲା। ଅନେକଦିନ ପରେ ଥରେ ଉକ୍ତ ବ୍ୟକ୍ତିଙ୍କ ସହ ଏକ ଦୁର୍ଘଟଣା ଘଟିବା ପରେ ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଙ୍କ ଭଲପାଇବା ଏବଂ ତାଙ୍କ ସ୍ତ୍ରୀ ର ଭଲପାଇବା ଭିତରେ ପାର୍ଥକ୍ୟ କୁ ସେ ଜାଣି ପାରିଲେ।ସେ ବୁଝି ପାରିଲେ ଯେ ଭଲପାଇବା ସୁନ୍ଦରତା ରେ ନୁହେଁ ବରଂ ଦାୟିତ୍ଵ ଏବଂ ସ୍ନେହ ମମତା, ଯତ୍ନ ନେବାରେ ଥାଏ।ଯାହା ଏହି ସୁନ୍ଦର୍ କାହାଣୀ ରେ ବର୍ଣ୍ଣନା ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.