Swastik Tv News Odisha

Jyotish Shastra – ସ୍ୱାମୀ ଓ ସ୍ତ୍ରୀ କେଉଁ ସମୟରେ ଶାରୀରିକ ସମ୍ପର୍କ ରଖିଲେ ପାପ ହୋଇଥାଏ ଜାଣନ୍ତୁ

0

ଜୀବନକୁ ସୁନ୍ଦର ଭାବରେ ଗଢିତୋଳିବା ପାଇଁ କେତେକ ନିତି ନିୟମ ମାନି ଚଳିବା ଆମ ମାନଙ୍କ ପାଇଁ ଶୁଭ ଦାୟକ ହୋଇଥାଏ । ଜୀବନରେ କୌଣସି ପ୍ରକାର ବାଧାବିଘ୍ନ ଆସି ନଥାଏ , ତେଣୁ ଆଜି ଆମେ ଜାଣିବା କେତେକ ଗୁରୁତ୍ୱପୂର୍ଣ୍ଣ ନିତୀବାଣି ବିଷୟରେ ।

1. ଗୁରୁବାର ଦିନ ସୂର୍ଯ୍ୟାସ୍ତ ପରେ ଘର କାନ୍ଥରେ ଝିଟିପିଟି ଦେଖିଲେ ଠାକୁର ଘରୁ ଅରୁଆ ଚାଉଳ ଆଣି ମାନସିକ କରି ଝିଟିପିଟି ଉପରକୁ ପକାଇଲେ ଶୁଭଫଳ ମିଳିଥାଏ ।

2. କାର୍ଯ୍ୟରେ ସଫଳତା ମିଳୁନଥିଲେ ଚାନ୍ଦିର ମୁଦ୍ରିକା ତିଆରି କରି ଗୁରୁବାର ଦିନ ଶିବଲିଙ୍ଗ ଛୁଆଇଁ ଆଣି କାଣି ଆଙ୍ଗୁଠିରେ ଧାରଣ କଲେ ଶୁଭଫଳ ମିଳିଥାଏ ।

3. ଯଦି ଆପଣଙ୍କ ଘରେ କୌଣସି ଅଶୁଭ ହେଉଛି ବୋଲି ଅନୁଭବ କରନ୍ତି , ତେବେ ଗୁରୁବାର ଦିନ ସାତୋଟି ଗୀତା ବହି ସାତଗୋଟି ବ୍ରାହ୍ମଣକୁ ଦାନ କରନ୍ତୁ ।

4. ଯଦି ଯାତ୍ରା କରିବା ସମୟରେ ଯଦି ଯାତ୍ରା କରିବା ଲୋକଟି ଛିଙ୍କି ଦିଏ କିମ୍ୱା ଝିଟିପିଟି ଟିକ୍ ଟିକ୍ ଶବ୍ଦ କରେ ବା ଝିଟିପିଟି ଆଗରେ ପଡିଯାଏ , ତେବେ ଅନ୍ୟନ୍ତ ଶୁଭ ହୋଇଥାଏ ।

5. ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ ଏବଂ ସୁନାକୁ ସର୍ବଦା ଲାଲ କିମ୍ୱା ହଳଦିଆ କପଡାରେ ଗୁଡାଇ ରଖିଲେ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

6. ଯଦି ଦାନ୍ତରେ ଯନ୍ତ୍ରଣା ଅନୁଭବ କରୁଥାନ୍ତି ତେବେ ଅଳପ ସୋରିଷ ତେଲରେ ଲୁଣ ଓ ହଳଦୀ ମିଶାଇ ରାତିରେ ଶୋଇବା ପୂର୍ବରୁ ଦାନ୍ତରେ ମାଲିସ କଲେ ଯନ୍ତ୍ରଣା କମିଯାଏ ।

7. ଘରେ ଅର୍ଥାଭାବ ହେଉଥିଲେ ଜଳରେ କଳାରାଶି ପକାଇ ସ୍ନାନ କରନ୍ତୁ ଏବଂ ଶନିବାର ଦିନ ଗୁଡ ଓ କଳାରାଶିକୁ କଳାକପଡାରେ ବାନ୍ଧି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ ।

8. ଘରେ ସର୍ବଦା ଅଶୁଭତ୍ୱ ଦେଖା ଦେଉଥାଏ ରାତିରେ ଶୋଇବା ପୂର୍ବରୁ କିଛି ଲୁଣ ଘରର ଏକ କୋଣରେ ରଖନ୍ତୁ ଏବଂ ସକାଳେ ଅଧୁଆ ମୁହଁରେ ପାଣିରେ ପକାନ୍ତୁ ।

9. ରବିବାର ଦିନ ବେଲ ଗଛ ମୂଳରେ ଦୀପ , ଧୂପ ଜଳାନ୍ତୁ , ନାଲି ରଙ୍ଗର ଫୁଲ ରଖି ପୂଜା କରନ୍ତୁ ଏବଂ ପ୍ରଦକ୍ଷିଣ କରନ୍ତୁ । ଏପରି 7 ଟି ରବିବାର କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚିତ ପୂରଣ ହୋଇଥାଏ ।

10. ଜାତକରେ କାଳସର୍ପ ଦୋଷ ଥିଲେ କିମ୍ୱା ବିବାହ ବିଳମ୍ୱରେ ହେଉଥିଲେ , ଗାଧୋଇବା ପରେ ଠାକୁର ଘରେ କର୍ପୂର ରଖିଲେ ଶୁଭଫଳ ମିଳିଥାଏ ।

11. କୌଣସି ମନ୍ଦିରରେ ନଡିଆ ସମର୍ପଣ ବେଳେ ଯଦି ନଡିଆଟି ନଷ୍ଟ ହୋଇଯାଇଥାଏ , ତେବେ ଆଉ ଏକ ନଡିଆ ପରିବର୍ତ୍ତେ ଗୋଟିଏ ଗୁଆକୁ ନିଜ ମୁଣ୍ଡରେ ଲଗାଇ ଭଗବାନଙ୍କ ପାଖରେ ସମର୍ପଣ କରନ୍ତୁ ଦୋଷ କଟିଯାଏ ।

12. ଜୋତା ଚୋରି ହେଲେ ଶୁଭ ହୋଇଥାଏ , ଶନିବାରରେ ଚମଡା ଜୋତା ଚୋରି ହେଲେ ଅଧିକ ଶୁଭ ହୋଇଥାଏ । ମନ୍ଦିର ପାଖରୁ ଜୋତା ଚୋରି ହେଲେ ବହୁତ ଶୁଭ ହୋଇଥାଏ ।

13 . ଘରେ ଅଧିକ ଝିଟିପିଟି ଦେଖାଗଲେ ଘରକୁ କୌଣସି ଶୁଭ ସମଚାର ବା ଶୁଭ ସଙ୍କେତ ଆସିବାର ସଂକେତ ମିଳିଥାଏ ଏବଂ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବାର ସମ୍ଭାବନା ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.