Swastik Tv News Odisha

First Time ଦେଖିଲି ଯାତ୍ରା ରେ ଏମିତି ହୁଏ😱|| ଏତେ ଲୋକରେ ଏମିତି କେମିତି🤔|| ଓଡିଶାର Femous Vlog ହିରୋଇନ Barsha ଙ୍କ ଯାତ୍ରା ଦେଖା… ଦେଖନ୍ତୁ Video

0

ବନ୍ଧୁଗଣ ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ଅଧିକାଂଶ ଯୁବପିଢି ଏବେ ନିଜକୁ ଆତ୍ମ ନିର୍ଭର କରିବା ପାଇଁ ଏହି ଡିଜିଟାଲ ପ୍ଲାଟଫର୍ମ କୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ସେମାନଙ୍କୁ ରୋଜଗାର ମିଳି ଯାଉଛି। ଅନେକ ନିଜର ଟାଲେଣ୍ଟ କୁ ଦେଖାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଏଥିରୁ ରୋଜଗାର କରିବା ପାଇଁ ସକ୍ଷମ ହୋଇ ପାରୁଛନ୍ତି। ନିଜର ଡାନ୍ସ ଭିଡିଓ, ସୀଙ୍ଗୀଙ୍ଗ ଭିଡିଓ, ବ୍ଲଗ୍ ଭିଡିଓ ଆଦି କରି ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଏବଂ ଲୋକେ ଏସବୁ ଦେଖିବାକୁ ବି ପସନ୍ଦ କରୁଛନ୍ତି।

ଏହାଛଡା ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି ଅନେକ ସମୟରେ। ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଲୋକେ ଦେଖି ପାରୁଛନ୍ତି। ଆଉ ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ବହୁତ୍ ଖୁସି ହୋଇଥାଉ। ଆଉ କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ବିଚଳିତ ହୋଇ ପଡ଼ନ୍ତି ଏବଂ ଭୟରେ ଛାତି ଥରି ଉଠିଥାଏ। ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। କିନ୍ତୁ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି।

ଅନେକ ସ୍ଥାନର ଘଟଣା ଏବଂ ମଜାଦାର ଦୃଶ୍ୟକୁ ଆମେ ଦେଖିବାକୁ ସକ୍ଷମ ହେଉଛୁ।ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଏହିପରି ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ବହୁତ୍ ଉପଭୋଗ କରନ୍ତି।ଏହାକୁ ଦେଖି ଖୁସି ହେବା ସହିତ ସେମାନେ ଏଥିପ୍ରତି ପ୍ରତିକ୍ରିୟା ରଖନ୍ତି। ସେହିପରି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁଠି ଜଣେ ଯୁବକ ତାଙ୍କର ବ୍ଲଗ୍ ଭିଡିଓରେ ଯାତ୍ରାର ଦୃଶ୍ୟକୁ ଦେଖାଇଛନ୍ତି।ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ କିପରି ଭାବରେ ଯାତ୍ରାକୁ ଲୋକେ ଉପଭୋଗ କରନ୍ତି।

ଏଠାରେ ପ୍ରଥମେ ମେଲୋଡି କାର୍ଯ୍ୟକ୍ରମ ର ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ପ୍ରଥମେ ଡାନ୍ସ ଏବଂ ସିଙ୍ଗିଙ୍ଗ ଦେଖିବାକୁ ମିଳିଛି। ଗୁଆଘିଅ ଗୀତରେ ଯାତ୍ରା କଳାକାର ମାନେ କିପରି ଡାନ୍ସ କରୁଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ।
ସେହିପରି ଏହି ଭିଡିଓରେ ଯାତ୍ରା ଚାଲିଥିବା ସମୟର କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଲୋକେ ଉତ୍ସାହର ସହିତ ପ୍ୟାଣ୍ଡେଲ ର ଚାରିପଟେ ବସି ଯାତ୍ରା ଦେଖୁଛନ୍ତି ଏବଂ ଏହାର ମଜା ନେଉଛନ୍ତି। ଦୃଶ୍ୟ ଅନୁସାରେ ରଙ୍ଗ ବେରଙ୍ଗ ର ଲାଇଟ୍ କିପରି ଯାତ୍ରା ପ୍ୟାଣ୍ଡେଲରେ ବିଛାଇ ହୋଇ ପଡ଼ୁଛି ତାହା ଆପଣ ଏଠାରେ ଦେଖି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.