Swastik Tv News Odisha

RS Kumar ଓ ପରମସୁନ୍ଦରୀ Arpita ଙ୍କ ସହ ଠୁମକା ଲଗେଇଲେ ଭାଇରାଲ ଗାର୍ଲ Ritika… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଭାଇରାଲ ଗାର୍ଲ୍ ରିତିକାଙ୍କୁ ତ ଆପଣ ଜାଣିଥିବେ।ସେ ଏବେ ସାରା ଓଡିଶାରେ ଏକ ପରିଚିତ ଏବଂ ଲୋକପ୍ରିୟ ଚେହେରା,ଯାହାକୁ ସାରା ଓଡ଼ିଶା ଏବେ ଭଲ ପାଉଛି। ସଙ୍ଗୀତ ରିଏଲିଟି ଶୋ, ଓଡ଼ିଶାର ନୂଆ ସ୍ୱର’ ର ମଞ୍ଚରୁ ଆଜି ଅନେକ ଲୋକପ୍ରିୟତା ର ଅଧିକାରୀ ହୋଇ ପାରିଛନ୍ତି ଏହି କୁନି ପ୍ରତିଯୋଗୀ। ତାଙ୍କର କଥା, ଅଭିନୟ ଏବଂ ସଙ୍ଗୀତ ବେଶ୍ ଆକର୍ଷନୀୟ ଅଟେ, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁବାରେ ଲାଗିଛି। ସମସ୍ତେ ତାଙ୍କୁ ଶୁଣିବାକୁ ବେଶ୍ ଭଲ ପାଉଛନ୍ତି। ତେବେ ଏହି କୁନି ପ୍ରତିଭାଙ୍କର ଅନେକ ଭିଡିଓ ସମୟକ୍ରମେ ସାମ୍ନାକୁ ଆସିଛି। ଯାହାକୁ ଆପଣ ଦେଖିବାକୁ ପାଇଥିବେ।

ଏହି ଶୋ ର ସବୁ ଏପିଶୋଡ ରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସୁଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲାଟି ତାର ଜଲୱା ଦେଖାଇ ଆସୁଛନ୍ତି।ଆଉ ତାଙ୍କର ଗାୟିକୀ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଅଗଣିତ ଶ୍ରୋତା ମାନେ। ତେଣୁ ଅନେକ ପ୍ରଶଂସା ବି ମିଳୁଛି କୁନି ଝିଅ ରିତିକା ଙ୍କୁ।ତେବେ ସେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ।

ତେବେ କେବଳ ଗୀତ ନୁହେଁ, ବରଂ ଗୀତ ସାଙ୍ଗକୁ ତାଙ୍କ କଥା ଏବଂ ଅଭିନୟ ମଧ୍ୟ ବହୁତ୍ ଆକର୍ଷନୀୟ ଅଟେ।ଏହି କୁନି ସିଙ୍ଗର ଯେଉଁ ଭଳି ଭାବରେ ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛନ୍ତି ତାହା ଆପଣ ପିଲାଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ଏବଂ ତାଙ୍କର ସ୍ୱର ଶୁଣି ଲେ ଜାଣି ପାରିବେ। ଏବେ ସେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛନ୍ତି ସାରା ଓଡ଼ିଶା ରେ। ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଭାଇରାଲ ଗାର୍ଲ୍ ରିତିକା ଗାୟିକା ଅର୍ପିତା ଚୌଧୁରୀ ଏବଂ ଗାୟକ ଆର୍ ଏସ କୁମାର ଙ୍କ ଗୀତରେ ଷ୍ଟେଜ ରେ ଜବରଦସ୍ତ ଡାନ୍ସ କରୁଛନ୍ତି।

ଅର୍ପିତା ଏବଂ ଆର୍ ଏସ କୁମାର ଏକ ସୁନ୍ଦର୍ ସଙ୍ଗୀତ ‘ଲେଲା ରେ ଲେଲାରେ ଲେଲା, କିଏ ତୋତେ ଗଢି ଦେଲା, ହେଲୁ ସତେ ପରମ ସୁନ୍ଦରୀ’ ଗୀତକୁ ଗାଉଛନ୍ତି। ଆଉ ଏଥିରେ ସେମାନଙ୍କ ସହିତ ଡାନ୍ସ କରୁଛନ୍ତି ରିତିକା।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି ସିଦ୍ଧାର୍ଥ ଏଫ୍ ଏମ୍ ର ଏଥର ହୋଲି ମ୍ୟୁଜିକାଲି ର କାର୍ଯ୍ୟକ୍ରମ। ଯେଉଁଠି ଅନେକ ଗାୟକ ଗାୟିକା ଆସି ଗୀତ ଗାଇ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ସେଠାରେ ସମସ୍ତଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲେ କୁନି ଝିଅ ରିତିକା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.