Swastik Tv News Odisha

Live “ସୋ” ରେ ଅପରାଜିତା ଲେଖିଥିବା ଗୀତକୁ ଗାଇଲେ Babusan ସମସ୍ତେ ହେଲେ Speechless ! ଠିଆ ହୋଇ ତାଳି ମାରିଲେ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଅଭିନେତା ବାବୁଶାନ ମହାନ୍ତି ଓଡ଼ିଆ ଚଳଚିତ୍ର ଜଗତର ଜଣେ ଆଗଧାଡିର ପ୍ରମୁଖ ତାରକା। ଯିଏକି ମହାନ୍ କଳାକାର ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ସୁଯୋଗ୍ୟ ସନ୍ତାନଅଟନ୍ତି। ଆପଣ ଜାଣିଛନ୍ତି ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଓଡ଼ିଆ ସିନେମା ଜଗତର ଦୁଇ ଏମିତି ଲୋକପ୍ରିୟ ଚେହେରା, ଯେଉଁ ମାନଙ୍କ ଫିଲ୍ମ୍ ଆଜିବି ଲୋକେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି। ଆଉ ତାଙ୍କର ପୁଅ ବାବୁଶାନ ମହାନ୍ତି ଏବେ ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡିର କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କ ପାଇଁ ଲୋକ ମାନଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।

ତାଙ୍କ ପାଇଁ ତାଙ୍କର ଅଗଣିତ ଦର୍ଶକ ଯେମିତି ପାଗଳପ୍ରାୟ ଅଟନ୍ତି। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ବାବୁଶାନ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି ଏବଂ ଦମଦାର ଅଭିନୟ କରୁଛନ୍ତି। ତାଙ୍କ ଅଭିନୀତ ସିନେମା ସବୁ ବହୁତ୍ ସୁପରହିଟ ହୋଇଥାଏ। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ମଧ୍ଯ ଅଟେ।ତେବେ ଆପଣ ତ ଜାଣିଛନ୍ତି ଅଭିନେତା ବାବୁଶାନ କିପରି ଦମଦାର ଅଭିନୟ ସବୁ କରିଥାନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁନ୍ଦର୍ ସୁନ୍ଦର୍ ସିନେମା ସବୁ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି।

ଏହି ଅଭିନେତା ଜଣଙ୍କ ଓଲିଉଡ ର ଚକୋଲେଟ୍ ହିରୋ ଭାବରେ ମଧ୍ଯ ପରିଗଣିତ ହୁଅନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ।ଅଭିନୟ ଜଗତରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଅଭିନୟ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଚକୋଲେଟ୍ ହିରୋ।

ଏବେ ସେ ଏକ ଗୀତ ଗାଇ ସମସ୍ତଙ୍କୁ ଭାବ ବିହ୍ୱଳ କରି ଦେଇଛନ୍ତି। ଯେଉଁ ଗୀତକୁ ଲେଖିଛନ୍ତି ତାଙ୍କ ମାଆ ଅପରାଜିତା ମହାନ୍ତି। ଆୟୋଜିତ ହୋଇଥିବା ତରଙ୍ଗ ସିନେ ଉତ୍ସବ ୨୦୨୨ ରେ ଅଭିନେତା ବାବୁଶାନ ମହାନ୍ତି ଏହି ଗୀତକୁ ଗାଇଛନ୍ତି। ବହୁତ୍ ସୁନ୍ଦର୍ ଏବଂ ହୃଦୟସ୍ପର୍ଶୀ ଲେଖା ହୋଇଛି ଏହି ଗୀତର।ଏହି ଗୀତଟି ହେଉଛି ତୁମେ ଉଛୁଳା ନଦୀର ଜହ୍ନ। ଏହାକୁ ସ୍ଵରରେ ସଯାଇଛନ୍ତି ନିଜେ ବାବୁଶାନ୍ ମହାନ୍ତି। ଅପରାଜିତା ଙ୍କ ଆଗରେ ବାବୁଶାନ ଏହି ଗୀତକୁ ଗାଇଥିବା ବେଳେ ଏହାକୁ ଶୁଣି ସମସ୍ତେ ବହୁତ୍ ଖୁସି ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.