Swastik Tv News Odisha

Breaking Neaws – ହୀରାକୁଦର ସେହି ରହସ୍ୟମୟ ମାଛ କେଉଁଠୁ ଆସିଥିଲା…ଦେଖନ୍ତୁ Video

0

ହୀରାକୁଦ ଡ୍ୟାମ ହେଉଛି ଭାରତର ପ୍ରଥମ ବହୁମୁଖୀ ନଦୀବନ୍ଧ ଯୋଜନା , ଭବ୍ୟ ମହାନଦୀ ଉପରେ ବନାଯାଇଛି ଏହି ଡ୍ୟାମ । 1948 ମସିହାରେ ଏହି କାମ ଆରମ୍ଭ ହୋଇ 1957 ମସିହାରେ ଶେଷ ହୋଇଥିଲା । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ଏହି ଡ୍ୟାମର ଉଦ୍ଘାଟନ କରିଥିଲେ । 25 କିଲୋମିଟର ବିଶିଷ୍ଟ ଏହି ଡ୍ୟାମ ହେଉଛି ପୃଥିବୀର ଦୀର୍ଘତମ ନଦୀବନ୍ଧ ମଧ୍ୟରୁ ଅନ୍ୟତମ । ଏଥିରେ 64 ଟି ସୁଇଜ୍ ଗେଟ୍ ରହିଅଛି , 2 ଶହ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବନ୍ଧରେ 6 ଶହ କୋଟି କିଭିମିଟରର ଏକ ଜଳଭଣ୍ଡାର ରହିଛି ।

ଏହି ଜଳଭଣ୍ଡାର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି , ଗୋଟିଏ ବିଶାଳ କାୟ ମାଛ ପାଇଁ । କାରଣ ଏଥିରେ ଗୋଟିଏ ବିଶାଳକାୟ ମାଛ ଏବଂ ଅସାଧାରଣ ମାଛକୁ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମରେ ଆଗରୁ କେବେ ଏହି ବିଶାଳକାୟ ମାଛ କୁ କେହି ବି ଦେଖିନଥିଲେ । ଶୁଣିବାକୁ ମିଳିଛି କି ଏହି ମାଛ ପ୍ରାୟତଃ ପାଖାପାଖି 10 କୋଇଣ୍ଟଲ ରୁ ଉର୍ଦ୍ଧ ହୋଇପାରେ । ଯେଉଁ ହୀରାକୁଦ କେବଳ ବନ୍ୟା ସମୟରେ ଚର୍ଚ୍ଚାକୁ ଆସିଥାଏ ତେବେ ବର୍ତ୍ତମାନ ମାଛ ପାଇଁ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାଛକୁ ଧରାଯାଇ ନାହିଁ , ଏହି ମାଛକୁ ଦେଖିବା ପାଇଁ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ମନରେ ଉତ୍ସାହ ଭରିଯାଇଛି ।

ହେଲେ ଅନ୍ୟପଟେ ମତ୍ସ୍ୟଜିବୀ ମାନଙ୍କ ମଧ୍ୟରେ ଅଗାଧ କାୟ କିଛି ଲୋକଙ୍କ ପ୍ରତିକ୍ରିୟାରୁ ଜଣା ପଡିଛି କି ଏହି ମାଛ ଛତିଶଗଡରୁ ପଳାଇ ଆସିଥାଇ ପାରେ । ବର୍ତ୍ତମାନ ମହାନଦୀକୁ ଛତିଶଗଡର ବନ୍ୟାଜଳ ପଶିବାରେ ଲାଗିଛି ଏବଂ ଏହି ବନ୍ୟା ଜଳରେ ହିଁ ବିଶାଳକାୟ ମାଛ ପଳାଇ ଆସିଥାଇ ପାରେ ବୋଲି ଏପରି କିଛି ଅନୁମାନ କରାଯାଉଅଛି । ବିଶାଳକାୟ ମାଛ ସାଧାରଣତଃ ସମୁଦ୍ରରେ ହିଁ ରହିଥାନ୍ତି କିନ୍ତୁ ଏହା ନଦୀ ଜଳକୁ କିପରି ଆସିଲା ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । କିନ୍ତୁ ଯାହାବି ହେଉ ଏତେବଡ ମାଛ ଆଜି ପର୍ଯ୍ୟନ୍ତ ହୀରାକୁଦ ଜଳ ଭଣ୍ଡାରରେ ଦେଖାଯାଇ ନଥିଲା ।

ବର୍ତ୍ତମାନ ସାରା ଭାରତରେ ଏହି ହୀରାକଦ ଜଳ ଭଣ୍ଡାର ରେ ପ୍ରବେଶ କରିଥିବା ଏବି ବିଶାଳକାୟ ମାଛକୁ ଦେଖିବା ପାଇଁ ଲୋକମାନଙ୍କ ମନରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି । ସେଠାରେ ଅନେକ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାର ସଠିକ୍ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଲୋକମାନଙ୍କ ଅନୁମାନ କରିବା କଥା ଏହା ଯେ ଏହି ବିଶାଳକାୟ ମାଛ ଛତିଶଗଡ ରୁ ଆସିଥାଇ ପାରେ । ଆଜି ପର୍ଯ୍ୟନ୍ତ ଏମିତି କୌଣସି ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖାଯାଇ ନଥିଲା , ମାତ୍ର ବର୍ତ୍ତମାନ ଏହି ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରେ ହିଁ ଏହି ବିଷୟରେ ଆଲୋଚନା କରାଯାଉଥିବାର ଦେଖାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.