Swastik Tv News Odisha

ଟ୍ରେନ crossing Pamban bridge… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ତ ସୋସିଆଲ ମିଡିଆରେ ଅନେକ ଘଟଣା ସଂସ୍ପର୍ଶରେ ଆସୁଥିବେ। ଆପଣ ଦେଖୁଥିବା କିଛି ଭାଇରାଲ ଭିଡ଼ିଓରେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ, ସମସ୍ତଙ୍କୁ ଚକିତ କରିବା ଭଳି ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ତେବେ ସେହିସବୁ ଘଟଣା ଗୁଡ଼ିକ ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ଯାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।

ସେହିଭଳି ଘଟଣା କୁ ଆମେ ଧ୍ୟାନ ପୂର୍ବକ ଦେଖିବାକୁ ଭଲ ପାଉ। ଯେମିତି ଏହି ଘଟଣାରେ ଏକ ଏମିତି ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଯିଏ ବି ହେଉ ନା କାହିଁକି ଆଶ୍ଚର୍ୟ୍ଯ ହୋଇଯିବ। ଏଠାରେ କିପରି ଏକ ପ୍ରତିକୂଳ ପାଗ ଭିତରେ ଏକ ବ୍ରିଜ ଉପରେ ଏକ ଟ୍ରେନ ଅତିକ୍ରମ କରୁଛି ତାହା ଦେଖନ୍ତୁ। ଟ୍ରେନ୍ ଟି ଯେତେବେଳ ଏହି ବ୍ରିଜ କୁ ଅତିକ୍ରମ କରିନାହିଁ ସେତେବେଳେ ଯେମିତି ସେ ଏହି ନିକଟକୁ ଆସୁଛି ତାହା ଦେଖିବାକୁ ବହୁତ୍ ଡର ଲାଗୁଛି। କାରଣ ଟ୍ରେନ୍ ଯିବା ପାଇଁ ଯେତିକି ଓସାର ର ଟ୍ରାକ ଦରକାର୍, ସେତିକି ରାସ୍ତାକୁ ଛାଡି ଦେଲେ ଆଉ ଅଧିକ ରାସ୍ତା ସେଠାରେ ନାହିଁ।

ସଂକୀର୍ଣ୍ଣ ପୋଲ ଉପରେ ଟ୍ରେନ୍ ଟି ଯେଉଁଭଳି ଭାବରେ ଗତି କରୁଚି ତାକୁ ଦେଖିଲେ ଆପଣ ଜାଣି ପାରିବେ ଯେ କେତେ ଧ୍ୟାନ ପୂର୍ବକ ଏଠାରେ ଏହି ଟ୍ରେନ ଟି ଅତିକ୍ରମ କରୁଛି ଏବଂ ଡ୍ରାଇଭର ଟ୍ରେନ୍ ଟିକୁ ଅତିକ୍ରମ କରାଉଛନ୍ତି ପୋଲ ଉପରେ। ପାଣି ଆସି ପୋଲରେ ମାଡ଼ ଖାଉଛି ଏବଂ ପବନ ମଧ୍ୟ ଜୋର ରେ ବୋହୁଛି। ଏଭଳି ଏକ ପରିବେଶ ଭିତରେ ସେଠାରେ ଯେଉଁଭଳି ଭାବରେ ଟ୍ରେନ୍ ଟି ଯାତ୍ରା କରୁଛି ତାକୁ ଦେଖିବାକୁ ଭଲ ଲାଗୁଛି ଏବଂ ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ ମଧ୍ୟ କରୁଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ୍ ଟି ଯେଉଁ ବ୍ରିଜ ଉପର ଦେଇ ଅତିକ୍ରମ କରୁଛି ସେହି ବ୍ରିଜ ର ନାମ ହେଉଛି ପାମବନ୍ ବ୍ରିଜ।

ଏହି ବ୍ରିଜ ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ।ଏହା ଏକ ଏପରି ବ୍ରିଜ ଯେଉଁଠି ଟ୍ରେନ୍ କୁ ଅତିକ୍ରମ କରାଇବା ଏତେ ସହଜ ନୁହେଁ। ବହୁତ୍ ସାବଧାନତା ର ସହ ଏହାକୁ ପାର କରିବାକୁ ପଡ଼ିଥାଏ। ତେଣୁ ସେହି ବ୍ରିଜ ଉପରେ ଟ୍ରେନ୍ ଅତିକ୍ରମ କରିବାର ଏହି ସୁନ୍ଦର୍ ଦୃଶ୍ୟକୁ କେହିଜଣେ କ୍ୟାମେରା ରେ ରେକର୍ଡ କରିବା ପରେ ଏହାକୁ ପୋଷ୍ଟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ସେୟାର ହେବା ପରେ ଅନେକ ସଂଖ୍ୟାରେ ଲୋକେ ଏହାକୁ ଦେଖୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.