Swastik Tv News Odisha

ଦୁନିଆର ସବୁଠାରୁ emotional and heart touching ଘଟଣା ଘଟିଲା ଏହି ଛୋଟ ଝିଅ ସହିତ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ Video

0

ବନ୍ଧୁଗଣ ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଜେତିକି ଖୁସି ହେବେ ସେତିକି ଭାବ ବିହ୍ୱଳ ମଧ୍ଯ ହୋଇ ପଡିବେ। କାରଣ ଏ ଭିଡିଓ ସେହିପରି କିଛି ଦୃଶ୍ୟକୁ ବୟାନ କରୁଛି। ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।

ଏଠାରେ ଜଣେ କୁନି ଝିଅର ପଶୁ ପ୍ରତି ସ୍ନେହ ଏବଂ ଭଲପାଇବା ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।କିପରି ଭାବରେ ଜଣେ କୁନି ଝିଅ ମାଙ୍କଡ଼ ମାନଙ୍କୁ ବାଦାମ ଖାଇବା ପାଇଁଦେଉଛି ସାହସର ସହିତ ତାହା ଏଠାରେ ଦେଖିବାକୁ ମିଳିଛି। ତେବେ ଏପରି ଦୃଶ୍ୟ ହୁଏତ ଆପଣ ବହୁତ୍ କମ୍ ଦେଖିଥିବେ କିମ୍ୱା ଦେଖିବାକୁ ପାଇ ନଥିବେ। ଲୋକ ମାନଙ୍କର ଜୀବଜନ୍ତୁ ପ୍ରତି କିପରି ସ୍ନେହ ମମତା ଏବଂ ଭଲପାଇବା ରହିଥାଏ ତାହା ଆପଣ ଏହି ଘଟଣାର ଭିଡିଓ ଦେଖିଲେ ସ୍ପଷ୍ଟ ହୋଇଯିବେ। ତେବେ ଯେଉଁ ବ୍ୟକ୍ତି ମାନେ କହୁଛନ୍ତି କି ବର୍ତ୍ତମାନର ଦୁନିଆରେ ମଣିଷ ଏବଂ ଜୀବଜନ୍ତୁ ମାନଙ୍କ ମଧ୍ୟରେ ସୁସମ୍ପର୍କ ସମ୍ଭବପର ନୁହେଁ ସେମାନଙ୍କ ପାଇଁ ଏହି ଭିଡିଓ ଏକ ଉଦାହରଣ ସଦୃଶ ଅଟେ।

କାରଣ ଏଠାରେ ସେହିଭଳି କିଛି ଘଟଣା ଘଟିଛି।ଜଣେ ସାନ ପିଲା ହୋଇ ମଧ୍ଯ ସେ ଯେଉଁଭଳି ଭାବରେ ସାହସିକତା ର ସହିତ ମାଙ୍କଡ଼ ମାନଙ୍କ ପାଖକୁ ଆସି ସେମାନଂକୁ ବାଦାମ ଖାଇବା ପାଇଁ ଦେଉଛି ଏବଂ ମାଙ୍କଡ ମାନଙ୍କ ମଝିରେ ବସି ସେ ସେମାନଙ୍କୁ ଖୁଆଉଚି ତାହା ଦେଖିଲେ ହଠାତ ବିଶ୍ୱାସ କରିବା ସମ୍ଭବ ପର ନୁହେଁ। କାରଣ ବଡ ଲୋକେ ବି ଏପରି କରିବାକୁ ଭୟ କରନ୍ତି ଏବଂ ମାଙ୍କଡ ଦଳ ମାନଙ୍କ ପାଖକୁ ଜିବାକୁ ଡରି ଥାଆନ୍ତି। କିନ୍ତୁ ଏହି କୁନି ଝିଅଟି ଆସି ବ୍ୟାଗରେ ବାଦାମ ପୂରାଇ ଆଣି ସେଥିରୁ ବାହାର କରି ପ୍ରଥମେ ତଳେ ପକାଉଛି ଏବଂ ମାଙ୍କଡ଼ ମାନେ ଖାଉଛନ୍ତି।

କିଛି ସମୟ ପରେ ସେ ଏମାନଙ୍କ ମଝିରେ ବସି ହାତରେ ବାଦାମ ବାହାର କରି ଦେଉଛି।ଆଉ ଏହାପରେ ମାଙ୍କଡ଼ ମାନେ ପିଲାଟିର ବ୍ୟାଗକୁ ଟାଣି ନେଉଛନ୍ତି ଏବଂ ନିଜେ ବାଦାମ ବାହାର କରି ଖାଉଛନ୍ତି। ଯାହାକୁ ଦେଖି ପିଲାଟି କାନ୍ଦିବାକୁ ଲାଗୁଛି। ପିଲାଟି କାନ୍ଦିବାର ଦେଖି ମାଙ୍କଡ଼ ମାନେ ତାକୁ ଚାହିଁ ରହୁଛନ୍ତି। ତେବେ ଏହିଭଳି ଭାବରେ ସୁନ୍ଦର୍ ଦୃଶ୍ୟ ଦେଖିବା ପରେ ଯେତିକି ଖୁସି ଲାଗୁଛି ଏମାନଙ୍କ ସଂପର୍କ ଏବଂ ନିବିଡତା ଦେଖି ସେତିକି ଭାବ ବିହ୍ୱଳ ବି ଲାଗୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.