Swastik Tv News Odisha

ସୋସିଆଲ ମିଡିଆରେ ଫଟୋ Upload କରିଥିଲେ ଯୁବତୀ , ନଗ୍ନ ଫଟୋ ଏଡିଟ କରି ସୋସିଆଲ ମିଡିଆରେ POST କରିଲେ ପ୍ରଫେସନାଲ ଫଟୋ ଏଡିଟର ଦେଖନ୍ତୁ ଭିଡିଓ

0

ଯଦିଓ ଆମର ବୈଜ୍ଞାନିକ ଏବଂ ଜ୍ଞାନୀ ଲୋକ ମାନେ ଟେକ୍ନୋଲୋଜି ର ବିକାଶ ମଣିଷ ର ଉନ୍ନତି କରିବା ପାଇଁ ବାହାର କରିଥିଲେ କିନ୍ତୁ ବର୍ତ୍ତମାନ ର ଲୋକମାନେ ଏହାର ଓଲଟା ବ୍ୟବହାର କରି ସମାଜର ଉନ୍ନତି ବଦଳରେ ସମାଜ ର ଅବନତି ରେ ଉପଯୋଗ କରୁଛନ୍ତି। ଖାଲି ଏମିତି ନୁହେଁ ବରଂ କେତେକ ଲୋଭୀ , ଠକ ଏବଂ ବଦମାସ ଲୋକ ମାନେ ନିଜର କୁର୍ଷିତ କାର୍ଯ୍ୟ କୁ ସଫଳ କରିବା ପାଇଁ ଏହି ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ର ବ୍ୟବହାର କରୁଛନ୍ତି।

ତେବେ ଏହି ଭ୍ରଛୁଆଲ କ୍ରାଇମ ର ସବୁଠାରୁ ପ୍ରଥମ ନଜର ରହୁଛି ଯୁବତୀ ଙ୍କର ଉପରେ ଏବଂ ଯୁବତୀ ମାନେ ମଧ୍ୟ ବହୁଳ ଭାବରେ ଏହାର ଶିକାର ହେଉଛନ୍ତି।କେବଳ ଗୋଟିଏ ଦେଶ ବା ରାଜ୍ୟରେ ନୁହେଁ ବରଂ ପ୍ରାୟ ସମସ୍ତ ଦେଶ ଓ ରାଜ୍ୟରେ ଏହା ଧୀରେ ଧୀରେ ବଳବତ୍ତର ହେବାରେ ଲାଗିଛି।

ତେବେ ସୂଚନାଯୋଗ୍ୟ ଯେ,ବର୍ତ୍ତମାନ ଅନଲାଇନ ସେକ୍ସ ରକେଡ କଥା ଆପଣ ମାନେ ଶୁଣୁଥିବେ।ତେବେ ଏହି ଗ୍ୟାଙ୍ଗ ପ୍ରାୟ ସବୁ ରାଜ୍ୟ ରେ ଲୁଚିକରି ନିଜର ପରିଚୟ ଲୁଚାଇ କି ସକ୍ରିୟ ରହୁଛନ୍ତି।ତେବେ ବର୍ତ୍ତମାନ ଏହି ଗ୍ୟାଙ୍ଗ ର ନଜର ଏବେ ଆମ ରାଜ୍ୟ ଓଡ଼ିଶା ଉପରେ ପଡିଛି।ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶା ରେ ଭ୍ରଛୁଆଲ ସେକ୍ସ ରକେଡ ଧୀରେ ଧୀରେ ମାତିବାରେ ଲାଗିଛି। ଏମାନେ ଅତି ଚତୁର ଭାବରେ ନିଜ ଗ୍ୟାଙ୍ଗ ର ଲୋକମାନ ଙ୍କୁ ଯୁବତୀ ମାନଙ୍କୁ ଶୋଷଣ କରିବାର ଉପାୟ ଶିକ୍ଷା ଦେଇଥାନ୍ତି।

ତେବେ ପ୍ରଥମେ ସେମାନେ ଯୁବତୀ ମାନଙ୍କୁ ଫେସବୁକ ବା ଇଂସ୍ଟଗ୍ରାମ ରେ ଫ୍ରେଣ୍ଡ ରିକୁୱେଷ୍ଟ ପଠାଉଛନ୍ତି। ତେବେ ବନ୍ଧୁତା ସ୍ଥାପନ କରିବା ପରେ ତାଙ୍କ ସହ ଭଲରେ କଥା ହେଉଛନ୍ତି ।ପରେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିବା ତାଙ୍କର ଫୋଟ ଗୁଡ଼ିକ ନେଇ ପର୍ତ୍ସନାଲ ଏଡିଟର ସାହାଯ୍ୟ ରେ ଝିଅ ମାନଙ୍କ ର ବଡି ଲାଙ୍ଗୁଏଜ କୁ କପି କରି ତାହାକୁ ନଗ୍ନ ତଥା ନେକେଡ ଫୋଟ ବାହାର କରୁଛନ୍ତି।

ପରେ ଯୁବତୀ ମାନଙ୍କୁ ଅଶୀଳ କଥାବାର୍ତ୍ତା ତଥା ସେକ୍ସ ଉପରେ କଥା ବାର୍ତା କରିବାକୁ କହିଲେ ମାତ୍ର ଝିଅ ମାନେ ମନା କରିବା ରୁ ତାଙ୍କୁ ସେହି ନଗ୍ନ ଫୋଟ ପଠାଇ ବ୍ଲକମେଲ କରିବା ଆରମ୍ଭ କରିଥାନ୍ତି ଫଳରେ ଯୁବତୀ ମାନେ ବାଧ୍ୟ ହୋଇ ଏମାନଙ୍କ ସହ ଭିଡ଼ିଓ କଲ ରେ ସେକ୍ସ ବା ନଗ୍ନ ହୋଇ ଭିଡ଼ିଓ କରିଥାନ୍ତି। ପରେ ସେହି ଗ୍ୟାଙ୍ଗ ଏହାକୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରୁଥିଲେ ।

ତେବେ ଯଦି ଯୁବତୀ ମାନେ ତାଙ୍କର ଗୋଟିଏ ଆଇଡ଼ି କୁ ବ୍ଲକ କରିଦେଲେ ସେମାନେ ପୁଣି ୧୦ /୧୨ ଟା ଆଇଡି ରୁ ରିକୁୱେଷ୍ଟ ପଠାଇ ହଇରାଣ କରିଥାନ୍ତି ।ତେବେ ଆମେ ଆପଣ ମାନଙ୍କୁ ଜଣେଇ ଦେଇଛୁ ଯେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହି ସବୁ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି ତେଣୁ ଆପଣ ମାନେ ସାବଧାନ ରୁହନ୍ତୁ ଏବଂ ଅନଲାଇନ ସେକ୍ସ ରକେଡ ଠାରୁ ଦୂରେଇ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.