Swastik Tv News Odisha

Jyotisha Shastra – ଆସନ୍ତା କାଲିଠାରୁ ସୁନା ଝୁଲଣାରେ ଝୁଲିବେ ଏହି 6 ଟି ରାଶି, ଘଟିବାକୁ ଯାଉଛି ବଡ଼ ପରିବର୍ତ୍ତନ…

0

କୌଣସି ଜାତକର ବର୍ତ୍ତମାନ କିମ୍ୱା ଭବିଷ୍ୟତରେ ହେଉଥିବା ଉତ୍ଥାନ ପତ୍ତନର ସମ୍ଭାବନା ଜଣା ପଡିଯାଇଥାଏ । ପ୍ରତ୍ୟେକ ରାଶିର ଭଲ ଗୁଣ ଓ ଖରାପ ଗୁଣ ମଧ୍ୟ ରହିଥାଏ , ତେବେ ଆଜି ଆମେ ଏମିତି କିଛି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବୁ । ଯାହାଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ , ସେମାନଙ୍କ ଉପରେ କୌଣସି ପ୍ରକାର ଅସୁବିଧା ଆସିବା ପାଇଁ ଦିଅନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ରାଶି ଭାଗ୍ୟଶାୀ ରାଶି ମାନଙ୍କ ବିଷୟରେ ।

1. ମେଷରାଶି :-

ମେଷ ରାଶିର ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ଏବଂ ସେମାନଙ୍କ ଆଗାମୀ ସମୟରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାପାର ବାଣିଜ୍ୟରେ ଉନ୍ନତି ଦେଖାଦେବା ସହିତ , ଘରେ ନୂତନ ଯାନବାହାନ କିଣିବାର ସମ୍ଭବନା ମଧ୍ୟ ରହିଛି । ସିଧା ସିଧା କହିବା ତେବେ ମେଷ ରାଶିର ଲୋକମାନଙ୍କର ଭାଗ୍ୟ ଏବେ ଖୋଲିବାକୁ ଯାଉଅଛି ।

2. ସିଂହରାଶି :-

ସିଂହ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଆଗାମୀ ସମୟ ବହୁତ ଖାସ୍ ରହିବ , ବନ୍ଧୁ ମାନଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ମଧ୍ୟ ମିଳିପାରେ । ନିଜ ପରିଶ୍ରମର ଉଚିତ୍ ଫଳ ପ୍ରାପ୍ତ ହେବ , ତା ସହିତ ଯେଉଁ ମାନେ ଚାକିରୀ କରୁଛନ୍ତି ସେମାନଙ୍କର ମଧ୍ୟ ପଦନ୍ନତି ହେବାର ଯୋଗ ମଧ୍ୟ ବନୁଛି । ଦାମ୍ପତ୍ୟ ଜୀବନରେ ରହିଥିବା ସମସ୍ତ କହଳ ଦୂର ହେବ ଏବଂ ସନ୍ତାନ ମାନଙ୍କ ଠାରୁ ମଧ୍ୟ କୌଣସି ଉପହାର ପ୍ରାପ୍ତ କରିବେ ।

3. କୁମ୍ଭରାଶି :-

ସମସ୍ତ ରାଶି ମାନଙ୍କ ମଧ୍ୟରୁ ସବୁଠାରୁ ଭାଗ୍ୟଶାଳୀ ରାଶି କୁମ୍ଭରାଶିକୁ ମାନାଯାଏ , ଏହି ସମୟ ଆପଣଙ୍କ ପାଇଁ ଖୁସୀ ପୂର୍ଣ୍ଣ ରହିବ । ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ ଏବଂ ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ । କୋର୍ଟ କୋଚେରୀ ମାମଲା ରେ ଫସି ରହିଥିଲେ ଆପମଙ୍କର ହିଁ ଜିତ୍ ହେବାକୁ ଯାଉଛି ।

4. କନ୍ୟାରାଶି :-

ଏହି ରାଶିର ବ୍ୟକ୍ତି ମାନେ କୌଣସି କାର୍ଯ୍ୟ କରିବା ପାଇଁ ସ୍ଥିର କରିଥାନ୍ତି ତ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ଅଟେ । ଚାକିରୀ ପାଇଁ ଚେଷ୍ଟା କରୁଥିବା ପିଲାମାନଙ୍କୁ ଏ ବର୍ଷ ନିଶ୍ଚିତ ରୂପେ ସଫଳତା ହାସଲ କରିବେ ।

5. ମୀନରାଶି :-

ଏହି ମୀନ ରାଶିର ଲୋକମାନଙ୍କର ସବୁଠାରୁ ଖାସ୍ କଥା ଏହା ଯେ ସେମାନେ ବହୁତ ଆତ୍ମବିଶ୍ୱାମୀ ଓ ସହାର୍ଯ୍ୟକାରୀ ବ୍ୟକ୍ତି ହୋଇଥାନ୍ତି । ଏହି ରାଶିର ଲୋକମାନେ ନିଜ ପରିଶ୍ରମ ଓ ପ୍ରଚେଷ୍ଟା ବଳରେ ସବୁକିଛି ହାସଲ କରି ପାରିବେ । ସାମାନ୍ୟ ପରିସ୍ଥିତି ଆସିଲେ ଧର୍ଯ୍ୟାହରା ହୁଅନ୍ତୁ ନାହିଁ , ତାହାକୁ ସାହାସର ସହିତ ସାମ୍ନା କରିବା ପାଇଁ ଚେଷ୍ଟା କରନ୍ତୁ । ଏହି ରାଶିର ଜାତକରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଛି , କୌଣସି ବ୍ୟକ୍ତି ଚାହିଁଲେ ମଧ୍ୟ ଏମାନଙ୍କର କୌଣସି କ୍ଷତି କରି ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.