Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଭାଙ୍ଗିଗଲା କି ୬ ମାସର ବାହାଘର ! ନେହା କକ୍କର – ରୋହନପ୍ରୀତ ସିଂଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ଭିଡ଼ିଓ ଭାଇରାଲ…

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ସବୁବେଳେ ତାଙ୍କର ପୋଷାକ ତଥା ଶାରୀରିକ ଗଠନ ଓ ଅଙ୍ଗଭଙ୍ଗୀ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଖାଲି ଏତିକି ନୁହେଁ ବରଂ ସିନେମା ଜଗତରେ କାର୍ଯ୍ୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଦ୍ବାରା ଆମ ସମାଜ ଅନେକ ମାତ୍ରାରେ ପ୍ରଭାବିତ ହୋଇଥାଏ।

ତେବେ ଆପଣ ମାନେ ବଲିଉଡ ର ଲୋକ ପ୍ରିୟ ସଙ୍ଗୀତକାର ତଥା ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହୁଥିବା ଗାୟିକା ନେହା କାକର ଙ୍କ ବିଷୟରେ କିଛି ଜଣେଇବାକୁ ଯାଉଛୁ ।ତେବେ ଆପଣ ମାନେ ଜାଣିଛନ୍ତି ଯେ ନେହା କାକର ସବୁବେଳେ ନିଜର ଦ୍ୱିନ୍ୟଦିନ ଜୀଵନ କୁ ନେଇ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।

ତେବେ ବର୍ତ୍ତମାନ ତାଙ୍କର ଏବଂ ତାଙ୍କର ସ୍ୱାମୀ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂହ ଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ବେଶ ଭାଇରଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଦ୍ୱନ୍ଦ ରେ ପଡିଯିବେ କି ପ୍ରକୃତରେ ଏହି ଯୋଡି ଦୁହିଁଙ୍କ ର କଣ ହୋଇଛି ବୋଲି।

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଭିଡ଼ିଓ ରେ ଦେଖା ଯାଇଛି ଯେ ନେହା ଏବଂ ରୋହନପ୍ରୀତ ଙ୍କର ମଧ୍ୟରେ ପ୍ରବଳ କଳି ଝଗଡା ହେଉଛି ।କେବଳ ଝଗଡା ନୁହେଁ ବରଂ ମାର ପିଟ ଚାଲିଛି ।ଯାହାକୁ ଦେଖିବା ପରେ ତାଙ୍କର ଫେନ ମାନଙ୍କ ମନରେ ବହୁତ ପ୍ରକାରର ପ୍ରଶ୍ନ ଉଙ୍କି ମାରୁଚି। ତେବେ ଆପଣ ମାନେ ଜାଣିଥିବେ କି ନେହା ହେଉଛନ୍ତି ବର୍ତ୍ତମାନ ର ବଲିଉଡ ର ଜଣେ ଆଗ ଧାଡ଼ିର ଗାୟିକା ।

ଗୀତ ଗାୟବା ସହ ଜି ଟିଭି ର ଏକ ରିଆଲିଟି ସୋ ମଧ୍ୟ ଜଜ ଭାବରେ ଲୋକଙ୍କ ଆଗକୁ ଆସିଥାନ୍ତି। ସୂଚନାଯୋଗ୍ୟ ଯେ ବିଗତ ୬ ମାସ ତଳେ ସେ ରୋହନପ୍ରିତ ସିଂହ ନାମକ ଜଣେ ପଞ୍ଜାବୀ ସିଙ୍ଗର ଙ୍କୁ ବିବାହ କରିଥିଲେ।ତେବେ ତାଙ୍କର ବିବାହ ଏବଂ ହନିମୁନ ର ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟି ଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓ ଟି ତାଙ୍କର ପ୍ରଶଂସକ ଙ୍କର ମନରେ ଭୟ ସୃଷ୍ଟି କରିଛି ।

କେହି କେହି ତାଙ୍କର କମେଟ ରେ ମଧ୍ୟ ଜଣେଇଛନ୍ତି କି ସେମାନେ ଙ୍କ ମଧ୍ୟରେ କିଛି ହୋଇଛି ନିଶ୍ଚିତ। କିନ୍ତୁ ତାଙ୍କର ଫାଲ ର ମାନଙ୍କୁ ନିଜର ଇଂସ୍ଟଗ୍ରାମ ରେ ଏହି ଭିଡ଼ିଓ ପୋଷ୍ଟ କରିବା ପରେ ନେହା ଲେଖିଛନ୍ତି କି ଏହା ତାଙ୍କର ଆଗକୁ ଆସୁଥିବା ଏକ ଆଲବମ ର କିଛି ଅଂଶ । ସେ କହିଛନ୍ତି କି ଆଗାମୀ ଆଲବମ ଟି ଲୋକ ମାନଙ୍କୁ ବହୁତ ଭଲ ଲାଗିବ ବୋଲି ସେ ଆଶା ରଖିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.