Swastik Tv News Odisha

ଏ ଟୋକା କହୁଛି ଶକୁନି ର Mind Blowing ଡାଇଲଗ୍‌, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…ଦେଖନ୍ତୁ Video

0

ବନ୍ଧୁଗଣ ଆଜି ପୁଣି ଏକ ଭାଇରାଲ୍ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଏଠାରେ ଏହି ଭିଡିଓ ରେ ଏକ କୁନି ବାଳକର ଜବରଦସ୍ତ ଡାଏଲଗ କୁ ଶୁଣିଲେ ଏବଂ ତାର ଅଭିନୟକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ତ କୁନି ପିଲାମାନଙ୍କ ର ଅନେକ ଭିଡିଓ ସମୟକ୍ରମେ ଦେଖିବାକୁ ପାଉଥିବେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ଏକ ଭିନ୍ନ ଖୁସି ମିଳିଥାଏ। ଏପରି ଭିଡିଓ ଦେଖିବା ଦ୍ୱାରା ଲୋକ ମାନଙ୍କୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।

ଆଜିର ଏହି ଡିଜିଟାଲ ଯୁଗରେ କିପରି ଭାବରେ ଅନେକ ଜଣ ତାଙ୍କର ପ୍ରତିଭାକୁ ଦେଖାଇ ରାତାରାତି ଲୋକପ୍ରିୟ ହୋଇ ଯାଇଥାନ୍ତି ତାହା ତ ଆପଣ ଦେଖୁଥିବେ। ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏବଂ କୁନି ପିଲାମାନଙ୍କ ର ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି। ଏଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ।ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ।

ସେହିପରି ଏଠାରେ ଏକ କୁନି ବାଳକର ଯେଉଁ ଭିଡିଓ ଦେଖିବାକୁ ମିଳିଛି ସେଥିରେ ସେ ସୁନ୍ଦର୍ ଭାବରେ ଯାତ୍ରା ଡାଏଲଗ କହୁ ଥିବାର ଆପଣ ଦେଖିବାକୁ ପାଇବେ। କେଡେ ସୁନ୍ଦର୍ ଭାବରେ ସେ କଥା ସାଙ୍ଗକୁ ଅଭିନୟ ମଧ୍ୟ କରୁଛି। ଆଖିରେ ଆଖିରେ ଅଭିନୟ ଦେଖାଇ ସେ ମୁହଁରେ ଏପରି ପ୍ରତିକ୍ରିୟା ଦେଖାଉଛି ଯାହାକୁ ଦେଖିଲେ ଯିଏବି ହେଉନା କାହିଁକି ହସି ହସି ଗଡିଯିବ।ସେ କହୁଥିବା ଡ଼ାଏଲଗ କୁ ଆପଣ ଥରେ ଶୁଣନ୍ତୁ। ପିଲାଟି କହୁଛି ଦୁର୍ଯ୍ୟଧନ ମୋ ଭାଇ ମାନଙ୍କୁ ଯେମିତି ମାରିଛି, ମୋର ଆତ୍ମା କାନ୍ଦୁଛି। ଏ କୋଣେ ବେଙ୍ଗ,ସେ କୋଣେ ବେଙ୍ଗ, ମଝିରେ ମୁଁ ନାଗସାପ।

ଏପରି କହି ସେ ବ୍ୟଙ୍ଗାତ୍ମକ ଭାବରେ ହସିବା ସହିତ ଆଖି ମିଟିମିଟି କରି ଜିଭ ବାହାର କରି ଯେଉଁଭଳି ମୁହଁରେ ତାର ଭଙ୍ଗୀ ଦେଖାଉଛି ତାହା ଦେଖିଲେ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ।ଏହି ଭିଡିଓ କୁ ତାଙ୍କ ପାଖରେ ଉପସ୍ଥିତ ଥିବା କେହି ଜଣେ ରେକର୍ଡ କରୁଥିବା ଜଣା ପଡୁଛି। ପରେ ଏହା ସୋସିଆଲ ମିଡ଼ିଆରେ ମୋବାଇଲ୍ ରୁ ମୋବାଇଲ୍ କୁ ଘୁରି ବୁଲୁଛି। ତେବେ ଏହା କେଉଁ ସ୍ଥାନର ତାହା ଜଣା ପଡିନାହିଁ କିନ୍ତୁ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.