Swastik Tv News Odisha

OMG ! ଏମିତି ମ୍ୟାଜିକ ଜୀବନରେ କେବେ ଦେଖି ନଥିବେ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ଦେଖିବାକୁ ପାଉଥିବା ଅନେକ ଯୁବପିଢି ମାନେ ତାଙ୍କର ଅନେକ କିଛି ପ୍ରତିଭା ଦେଖାଇ ସେସବୁ ଭିଡ଼ିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ଆଜିକାଲି ଅନେକ ପ୍ରକାରର ଭିଡିଓ ସବୁକୁ ସୋସିଆଲ ମିଡିଆରେ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ। ତା ଭିତରୁ କିଛି ଏମିତି ଭିଡିଓ ରହିଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ ଏବଂ ତାହା ବେଶ୍ ସେୟାର ହେବାରେ ଲାଗିଥାଏ। ସମସ୍ତେ ଏହାକୁ ଦେଖି ତାଜୁବ ହେବା ସହିତ ଖୁସି ହୁଅନ୍ତି ଏବଂ ପ୍ରଶଂସା ବି କରନ୍ତି। ବେଳେବେଳେ କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ।

କିଛି ଘଟଣା ଏପରି ରହିଥାଏ ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ସେହିପରି ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ।ଏହି ଭିଡିଓ ରେ ଜଣେ ଯୁବକ କିପରି ଭାବରେ ତାଙ୍କର ଯାଦୁକରୀ ବିଦ୍ୟା ଦେଖାଉଛନ୍ତି ତାହା ଥରେ ଦେଖନ୍ତୁ।ସେ ଏପରି ଏକ ମ୍ୟାଜିକ କରି ଏହି ଭିଡିଓ ରେ ଦେଖାଉଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହାକୁ ଦେଖିଲା ପରେ ଆପଣ ଭାବିବେ ଯେ ଏହା କିପରି ସମ୍ଭବ ହୋଇ ପାରିଲା। ସତରେ କଣ ଏପରି ହୋଇପାରେ।

କିନ୍ତୁ ଏହାକୁ ପୁନର୍ବାର ଆଉଥରେ ଯୁବକ ଜଣଙ୍କ କରି ଦେଖାଇଛନ୍ତି।ଏହି ମ୍ୟାଜିକ ରେ ସେ ଦେଖାଇଛନ୍ତି ଯେ କିପରି ଭାବରେ ଏକ ରୁମାଲ କୁ ପେପର୍ ଭିତରେ ପୁରାଇ ତାକୁ ସେ ମୋଡ଼ି ଚକଟି ଦେଉଛନ୍ତି ଏବଂ କିଛି ସମୟ ଏମିତି କରିବା ପରେ ପେପର୍ କୁ ଖୋଲି ଦେଖାଉଛନ୍ତି। ପେପର୍ କୁ ଖୋଲିବା ପରେ ଏହା ଦେଖିବା ପାଇଁ ମିଳୁଛି ଯେ ସେହି ପେପର୍ ଭିତରେ ରୁମାଲ୍ ଆଉ ନାହିଁ। ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଏହା କିପରି ହୋଇ ପାରିବ ତାହା ସେ କହିଛନ୍ତି ଏବଂ କରି ଦେଖାଇଛନ୍ତି। ବ୍ଲେଜର ଭିତରେ ଏହାକୁ ସଂଯୋଗ କରି କିପରି ଭାବରେ ଛୋଟ ରୁମାଲ୍ ର ଏକ କୋଣରେ ପିନ ଲଗାଇ ରବର୍ ଦ୍ବାରା ତାକୁ ଭିତରକୁ ଟାଣି ନେଉଛନ୍ତି ତାହା ଦେଖନ୍ତୁ।

ହାତକୁ ସିଧା କରିବା ପରେ ଆଗରେ ପେପର୍ କୁ ରଖି ସେହି ସମୟରେ ସେ ପିନ କୁ ଛାଡି ଦେଉଛନ୍ତି ଏବଂ ରୁମାଲ୍ ଟି ସେ ପିନ୍ଧିଥିବା ବ୍ଲେଜର୍ ଭିତରକୁ ହାତ ଦେଇ ପଶି ଯାଉଛି।ସେ ଯେଉଁଭଳି ଭାବରେ ଏହାକୁ ଶିଖାଉଛନ୍ତି ତାକୁ ଦେଖିଲେ ଆପଣ ବି ଏହି ସର୍କସ୍ କୁ କରି କାହାକୁ ବି ଦେଖାଇ ପାରିବେ।ଏହା ବହୁତ୍ ସହଜ ଅଟେ କେବଳ ଧ୍ୟାନ ପୂର୍ବକ ଆପଣଙ୍କୁ ଏହା ଶିଖିବାକୁ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.