Swastik Tv News Odisha

ରାଜଧାନୀ ଭୁବନେଶ୍ୱର ରେ ଘଟିଲା ଭୟଙ୍କର ସିରିଜ ଦୁର୍ଘଟଣା… ଏମିତି Accident ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

0

ବର୍ତ୍ତମାନ ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ଘଟଣା ମାନ ନଜରକୁ ଆସିଥାଏ ଯେଉଁଥିରେ କିଛି ଅଭୂତ ଘଟଣା ଘଟି ଥାଏ ଯାହା ଛାତି ଥରାଇବା ଭଳି ଦୃଶ୍ୟ। ଏବେ ଏମିତି ଏକ ଦୁର୍ଘଟଣା ଘଟିଛି ତାହା ପୁଣି ଆମ ରାଜଧାନୀ ଭୁବନେଶ୍ବର ଠାରେ ଯାହା ଏକ ଆଶ୍ଚର୍ଯ୍ୟ କରି ଦେଇଛି। ଆଉ ତା ପରେ ସିରିଜ ଘଟଣା ରେ ଯାହା ହେଲା ଜାଣିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯିବେ।

ଏହିଠାରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବାର ଦେଖିଥିବେ। ଏବେ ଏଠାରେ ଏମିତି ଘଟଣା ଯାହା ସାରା ରାଜ୍ୟରେ ଲୋକ ମାନେ ସ୍ତବ୍ଧ ହୋଇ ଯାଇଛନ୍ତି। ଏହି ସମୟରେ ଘଟଣା ସ୍ଥଳରେ ଏକ ନିଆରା ବାତାବରଣ ସୃଷ୍ଟି କରିଥିଲା।ଆଉ ସେଠାରେ ରାସ୍ତା ମଝିରେ ଲୋକ ମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଏବଂ ଶେଷରେ ଏମିତି କିଛି ପରିସ୍ଥିତି ଉପୁଜି ଥିଲା ଯାହା ରାଜଧାନୀ ବାସୀ ଙ୍କ ପାଇଁ ଭିଡ଼ ଜମିଥିଲା। ଆଉ ଏହି ସମୟରେ ରାସ୍ତାରେ ଯାଉଥିବା ସମସ୍ତ ଯାତ୍ରୀ ଅଟକି ଯାଇଥିଲେ ଏବଂ ଟ୍ରାଫିକ ଜାମ ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା।

ଏହିଠାରେ ଏକ ଟ୍ରକ ଓ ଅନ୍ୟ ଟ୍ରକ ରେ ମଝିରେ ଏମିତି ଏକ ସିରିଜ ଦୁର୍ଘଟଣା ଘଟିଗଲା ଯାହା ଦ୍ୱାରା ଅନେକ ଲୋକ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ ଏବଂ ଘଟଣା ସ୍ଥଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିଲା ଯାହା ସୂଚନା ଯୋଗ୍ୟ। ଏହି ଘଟଣା ଟି ଏକ ନିକଟସ୍ଥ ଏକ ସିସିଟିଭି ରେ ସବୁ ରେକର୍ଡ ହୋଇ ଯାଇଥିଲା ଯାହାକୁ ନେଇ ପୋଲିସ ଏବେ ତଦନ୍ତ କରୁଛନ୍ତି। ଏହି ଘଟଣା ଟି ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ଯାହାକୁ ଦେଖିବା ଲୋକଙ୍କ ଆଖିର ପତା ପଡ଼ିନାହିଁ। ଏହି ସିରିଜ ଘଟଣା ବହୁତ ମର୍ମନ୍ତୁଦ ଘଟଣା ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏହି ଘଟଣା ରେ ଦେଖିବାକୁ ମିଳିଛି ଯେ ଟ୍ରକ ଗୋଟିଏ ଆଗରେ ରହିଛି ଏବଂ ପଛକୁ ଏକ କାର ଛିଡା ହୋଇଥିଲା ସେହି ସମୟରେ ଅନ୍ୟ ଟ୍ରକ ଆସି ଚାପି ଦେଇଥିଲା ଯାହା ଦ୍ଵାରା ସେହି ସ୍ଥାନରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ବରଣ ହୋଇଥିଲା।

ଆଉ ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ନଜର କୁ ଆସିଛି । ଏହିଠାରେ ସୂଚନା ମିଳିଛି ଯେଉଁମାନେ ଏହି ଘଟଣା ରେ ଗୁରୁତର ହୋଇଥିଲେ ସେମାନଙ୍କୁ କିଛି ସମୟ ପରେ ମେଡିକାଲ ନିଆ ଯାଇଛି ଯାହା ଏବେ ଚିକିତ୍ସା ଧୀନ ଅବସ୍ଥାରେ। ଆଉ ଜଣଙ୍କର ସଂଗେ ସଂଗେ ମୃତୁ ହୋଇ ଯାଇଥିଲା ଯାହା ସେ ଥିଲେ ଅତ୍ୟଧିକ ଗୁରୁତର କାରଣ କାର ମଝିରେ ଚାପି ହୋଇ ଯାଇଥିଲେ। ଏମିତି ସିରିଜ ତାହା ପୁଣି ରାଜଧାନୀ ରେ ତାହାକୁ ନେଇ ଏବେ ଚର୍ଚ୍ଚା। ଆଉ ସରକାରଙ୍କ ବିଭିନ୍ନ ନୀତିନିୟମ ରହିଥିଲେ ମଧ୍ୟ ଏହିଭଳି ଘଟଣା ଘଟୁଛି ତାହା ନିନ୍ଦନୀୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.