Swastik Tv News Odisha

ମୋବାଇଲ ଧରି ଖେଳୁଥିଲା ପିଲାଟି, ହଠାତ ସେହି ସମୟରେ ମାଙ୍କଡ ଆସି ଫୋନ ଛଡେଇ ନେଲା ଆଉ ତା’ ପରେ… ଦେଖନ୍ତୁ Video

0

ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ଆଉ ଏହି ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ପ୍ରତିଦିନ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ ତ ପୁଣି କିଛି ଏମିତି ଭିଡିଓ ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ଆମ ଖୁସିର ସୀମା ରୁହେ ନାହିଁ ତେଣୁ ଆମେ ବହୁତ ଖୁସି ବି ହୋଇଥାଉ।

ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ। ଏହାକୁ ଦେଖି ସେମାନେ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି। କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ।

ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଯାହାକୁ ଦେଖିଲେ ଆପଣ ଚକିତ ହେବା ସହିତ ଖୁସି ବି ହେବେ। ଏହି ଭିଡିଓ ରେ ଏକ କୁନି ଝିଅ ବସି ମୋବାଇଲ୍ ଧରି ତାର ମନକୁ ଖେଳୁଥିବା ବେଳେ କିପରି ଭାବରେ ଏକ ମାଙ୍କଡ଼ ତା ସହ ଆସି ଲାଗୁଛି ଦେଖନ୍ତୁ। ମାଙ୍କଡଟି ପିଲାଟି ପାଖରୁ ସେ ଧରି ଖେଳୁଥିବା ଫୋନ୍ ଟିକୁ ଛଡ଼ାଇ ନେଉଛି। ପିଲାଟି ଏହାକୁ ଦେଖି ମାଙ୍କଡଟିକୁ ଚାହିଁ ରହୁଚି। ମାଙ୍କଡ଼ କିନ୍ତୁ ଫୋନ୍ ଟିକୁ ନଦେଇ ଦୁଇ ହାତରେ ଫୋନ୍ ଟିକୁ ଧରି ନିଜ ଆଡକୁ ଆଉଜି ରଖୁଛି। ତେବେ କୁନି ଝିଅଟି ମାଙ୍କଡ଼ ହାତରୁ ପୁଣି ଥରେ ଯେତେବେଳ ଫୋନ ଟିକୁ ଛଡ଼ାଇ ଆଣୁଛି, ଏହାକୁ ଦେଖି ମାଙ୍କଡଟି ଝିଅଟିର ହାତରୁ ଫୋନ କୁ ଟାଣି ନେଉଛି।

ଝିଅଟି ଏହାପରେ କାନ୍ଦିବା ଭଳି ମୁହଁକୁ କରୁଚି।ତେବେ ଏହି ଦୃଶ୍ୟ ଦେଖି ଆପଣ ନିଶ୍ଚିତ ଖୁସି ହେଉଥିବେ। କୁନି ପିଲା ଏବଂ ମାଙ୍କଡ଼ର ଏପରି ଦୃଶ୍ୟ ବାସ୍ତବ ରେ ବହୁତ୍ ମଜାଦାର ଅଟେ। ତେବେ ଏହି ଭିଡିଓ କୁ ଜଣେ ୟୁଜର ତାଙ୍କର ଇନଷ୍ଟାଗ୍ରାମ ଆଇଡି ରେ ପୋଷ୍ଟ କରିଛନ୍ତି।ଏହି ଭିଡିଓ କୁ ଦେଖିବା ପାଇଁ ଲୋକେ ଏତେ ପସନ୍ଦ କରୁଛନ୍ତି ଯେ ପୋଷ୍ଟ ହେବା ପରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ଲକ୍ଷ ୩୮ହଜାରରୁ ଅଧିକ ଥର ଦେଖା ସରିଲାଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.