Swastik Tv News Odisha

ନିଜ ଭିଡ଼ିଓ ନିଜେ ଭାଇରାଲ କଲେ ଏହି School ଛାତ୍ରୀ, ଭିଡ଼ିଓଟି ଏବେ ନିଆଁ ଭଳି ଭାଇରାଲ ହେଉଛି…. ଦେଖନ୍ତୁ Video

0

ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ କିଛି ଖବର ଶୁଣିବା ପାଇଁ ଦେଖିବା ପାଇଁ ମିଳିଥାଏ। ଯାହାକୁ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଆଜିକାଲି ସ୍ମାର୍ଟଫୋନ ସମସ୍ତଙ୍କ ପାଖରେ ରହିଥାଏ। ହେଲେ ଏହାକୁ ବ୍ୟବହାର କରିବା ପରେ ଲୋକ ମାନେ ଯେକୌଣସି ଘଟଣାକୁ ନିଜ ମୋବାଇଲରେ କଏଦ କରିବା ପାଇଁ ଚେଷ୍ଟା କରନ୍ତି। ଯାହାକୁ ପର ମୁହୂର୍ତ୍ତରେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ଏହାବ୍ୟତୀତ ସୋସିଆଲ ମିଡିଆରେ ନିଜର ଅନ୍ତର୍ନିହିତ ଗୁଣ କୁ ବାହାରକୁ ଆଣିବା ପାଇଁ ଅନେକ ସାହାଯ୍ୟ କରିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଗୋଟିଏ ଭାଇରାଲ ଭିଡ଼ିଓ ଦେଖିବା ପାଇଁ ମିଳିଛି।

ଏହିଠାରେ ଏମିତି ଏକ ଭିଡ଼ିଓ ଭାଇରଲ ହୋଇଛି ଯାହା ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି । ଏଏବେ ଏମିତି ଏକ ପ୍ରତିଭା ସମ୍ପନ କୁନି ପିଲାଟି ଯାହା ଏବେ ସମସ୍ତଙ୍କ ପାଖରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହିଭଳି ଘଟଣା ଅନେକ ସମୟରେ ନଜରକୁ ଆସିଥାଏ ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଆଉ ବିଭିନ୍ନ ସମୟରେ ଛୋଟ ପିଲା ମାନଙ୍କର କିଛି ନା କିଛି ପ୍ରତିଭା ଆଗକୁ ଆସିଥାଏ ଯାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଆଉ ଏବେ ସେହି ଭଳି ଏକ କୁନି ଝିଅ ଟିର ଭିଡ଼ିଓ ଚାରିଆଡ଼େ ଘୁରିବୁଲୁଛି। ଅଧିକାଂଶ ସମୟରେ କୁନି ପିଲାଙ୍କର ଏମିତି ସବୁ ଭିଡ଼ିଓ କୁ ଦେଖିବା ଅନେକ ଲୋକ ପସନ୍ଦ କରି ଥାଆନ୍ତି।

ଏଠାରେ ସେହିପରି ଏକ କୁନି ପିଲାର ଭିଡ଼ିଓ ଯାହା ଆପଣ ମାନେ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ସେହି କୁନି ପିଲାଟି ନିଜେ ନିଜେ ମଧ୍ୟ ଭିଡ଼ିଓ କରିଛନ୍ତି। ଆଉ କିଛି ସମୟ ରେ ଦେଖା ଯାଏ ଯେ ଛୋଟ ପିଲା ମାନଙ୍କର ଏମିତି କିଛି ଡ୍ୟାନ୍ସ ଏବଂ ଗୀତ ଇତ୍ୟାଦି ଯାହା ପାଇଁ ଲୋକ ଲୋଚନ କୁ ଆସି ଥାଆନ୍ତି। ଆଉ ଏଠାରେ ଏହି କୁନି ଝିଅ ଟି ଏଇ ଗୀତ ଗାଇ ସମସ୍ତଙ୍କ ହୃଦୟ କୁ ଜିତି ପାରିଛନ୍ତି। ଆଉ ସାଧାରଣ ଭାବରେ କହିବାକୁ ଗଲେ ଛୋଟ ପିଲାଙ୍କର ନଖରାମି ସମସ୍ତ ଙ୍କୁ ଭଲ ଲାଗିଥାଏ। ସେମାନଙ୍କର ଡ୍ୟାନ୍ସ ଓ ଗୀତ ଗାଇବାର ସ୍ୱର ମଧ୍ୟ ସମସ୍ତେ ଶୁଣିବାକୁ ପସନ୍ଦ କଡୀ ଥାଆନ୍ତି। ଆଉ ଏହି ଭଳି ଭିଡ଼ିଓ ସବୁ ଅନେକ ସମୟରେ ସମସ୍ତେ ଲୋକ ମାନେ ଦେଖିବା ପରେ ଏହାକୁ ଭାଇରଲ କରି ଥାଆନ୍ତି।

ତେବେ ବନ୍ଧୁଗଣ ଏବେ ସେହି ପରି ଏକ କୁନି ଝିଅ ଟି ନିଜେ ଗାଇବା ସହିତ ନିଜେ ମଧ୍ୟ ରେକର୍ଡ ସଲମାନ ଖାଁ ଙ୍କର ବୋଲି ସୂଚନା ମିଳିଛି।କରିଥିବାର ନଜରକୁ ଆସିଛନ୍ତି। ଆଉ ଏମିତି ସେହି ଛୁଆ ଟିର ସ୍ୱର ଯାହା ସମସ୍ତ ଲୋକଙ୍କର ହୃଦୟ କୁ ଛୁଇଁଛି। ଏହାରି ଭିତରେ ସୋସିଆଲ ମିଡ଼ିଆରେ ଏହି ଗୀତ କୁ ପ୍ରବଳ ମାତ୍ରାରେ ଭାଇରଲ କରା ଯାଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଛନ୍ତି। ଏମିତି ଏହି ଗୀତ ଟି ଏକ ହିନ୍ଦୀ ଗୀତ ଥିଲା ଯାହା ଗୋଟିଏ ବଲିଉଡର ରହିଥିଲା। ଯାହାବି ହେଉ ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.