Swastik Tv News Odisha

ରାଜଧାନୀ ଭୁବନେଶ୍ୱର ରେ ଦିବ୍ୟାଙ୍ଗଙ୍କ ଉନ୍ମତ କାଣ୍ଡ, ଶୁଣନ୍ତୁ କଣ କହୁଛନ୍ତି ଏ ଦିବ୍ୟାଙ୍ଗ ଜଣକ… ଦେଖନ୍ତୁ Video

0

ବର୍ତ୍ତମାନ ଏକ ଭିଡ଼ିଓ ଭାଇରଲ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହିଠାରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ଦିବ୍ୟଙ୍ଗ ଯୁବକ ର କିଛି ବ୍ୟକ୍ତିଗତ ରହସ୍ୟ ସମ୍ନାକୁ ଆସିଛି ଯାହା ନିଜେ ଏଠାରେ ସ୍ୱୀକାର ମଧ୍ୟ କରିଛନ୍ତି ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା।ଏମିତି ଏକ ଘଟଣା ଏଠାରେ ଦେଖୁବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି

ଆଉ ଏହିଠାରେ ଜଣେ ଦିବ୍ୟଙ୍ଗ ଯୁବକ ନଜରକୁ ଆସିଛନ୍ତି ଯାହା ପାଇଁ ଏବେ ସେ ଚର୍ଚ୍ଚା ରେ ଅଛନ୍ତି।ସେ ଏମିତି କିଛି କହିଛନ୍ତି ଯାହା ଶୁଣିବା ପରେ ଆପଣ ମଧ୍ୟ ଚମକି ପଡିବ। ଆଉ ଏଠାରେ ସେ ନିଜର ସମ୍ପର୍କରେ କିଛି ଖରାପ ମନ୍ତବ୍ୟ ଦେଇଛନ୍ତି ଯାହା ସାଧରଣ ରେ ଘୋର ନିନ୍ଦା। ଏହାକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି ଯାହା ଜଣେ ଦିବ୍ୟଙ୍ଗ ହୋଇ ଏମିତି କିଛି କହିଲେ। ଆଉ ତାଙ୍କର ବ୍ୟକ୍ତିଗତ କିଛି ରହସ୍ୟ ବାହାରକୁ ସମସ୍ତେ ଙ୍କୁ ଜଣେଇଲେ।

ଏହିଠାରେ ଜଣେ ଦିବ୍ୟଙ୍ଗ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଶୁଣିବା ପରେ ଆପଣ ମଧ୍ୟ ଡରି ଯିବେ ଆଉ ଏଠାରେ ଥିବା ଜଣେ ବ୍ୟକ୍ତି ମଧ୍ୟ ଡରି ଯାଇଛନ୍ତି।ଆଉ ଏଠାରେ ଭିଡ଼ିଓ କରିଥିବା ଭାଇଙ୍କୁ ମଧ୍ୟ ସେ ଡରେଇ ଦେଲେ କିଛି ଏମିତି ଭୟଙ୍କର କଥା ମାଧ୍ୟମରେ। ଏମିତି ସମୟରେ ତାଙ୍କର ଯେପରି ଯାହା କୁ ଦେଖିବା ପରେ ସରକାର ବିଭିନ୍ନ ସମୟରେ ସେହି ମାନଙ୍କୁ ସହାୟତା କରି ଥାଆନ୍ତି ଏବଂ ତାଙ୍କର ସବୁ ଦାୟିତ୍ବ ମଧ୍ୟ ବହନ କରି ଥାଆନ୍ତି। ଏପଟେ ସେମା ମଧ୍ୟ ରାଜକୀୟ ସୁଖ ଉପଭୋଗ କରିଥିବାର ନଜର କୁ ଆସିଛନ୍ତି। ଏହି ସମୟ ରେ ଏକ ଦିବ୍ୟଙ୍ଗ ଯାହା କହିଲେ ତାହାକୁ ଶୁଣିବା ଉପସ୍ଥିତ ଥିବା ଲୋକ ଏବଂ ପୋଲିସ କର୍ମଚାରୀ ମଧ୍ୟ ବୁଝାଇଛନ୍ତି ଆଉ ଜଣା ପଡୁଛି ଯେ ସେ କିଛି ମଦ୍ୟପାନ କରିଛନ୍ତି। ଆଉ ସେ ବହୁତ ନିଶା ରେ ରହିକି ଏମିତି କିଛି କହିଲେ ଯାହା ଜାଣିବା ପରେ ମୁଣ୍ଡରେ ହାତ ଦେବେ।

ସେହି ଦିବ୍ୟଙ୍ଗ ଜଣଙ୍କ କହିଲେ ଯେ ମୁଁ ହୋଇଛି ବାଦଲ, ଆଉ କାହାକୁ ଡରେ ନାହିଁ ଏବଂ ଅନେକ ଲୋକଙ୍କ ଜୀବନ ମଧ୍ୟ ନେଇଛି ଏହି ହାତରେଜହ ଶୁଣିବା ପରେ ସେଠାରେ ସେହି କ୍ୟାମେରା ଭାଇ ମଧ୍ୟ ଡରି ଯାଇଥିଲେ। ଆଉ କହିଲେ ଏମିତି କେତେ ଫଟୋ ଗ୍ରାଫର ଆମ ଘର ପାଖକୁ ସବୁ ଦିନ ଆସି ଥାଆନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ତାଙ୍କର ଏମିତି ଗୁଣ୍ଡା ଗିରି ଭଳି ଆଚରଣ ସମାଜକୁ ଶୋଭା ପାଉ ନାହିଁ ଏବଂ ସେ ବିଭିନ୍ନ ସ୍ଥାନ ରେ ତାଙ୍କୁ ଯେଉଁଭଳି ସ୍ୱାଗତ ଏବଂ ରକ୍ଷଣା ବେକ୍ଷଣ କରା ଯାଉଛି ଏବେ ଏମିତି ତାଙ୍କର ବ୍ୟବହାର ତାହା ନିନ୍ଦନୀୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.