Swastik Tv News Odisha

ଡାହାଣୀ ମା’…ର ନିର୍ବୋଧ ସନ୍ତାନ, ଦେଖନ୍ତୁ ଦର୍ଶକ ବନ୍ଧୁ ଏ ଭାଇରାଲ ଭିଡିଓଟିକୁ, ଏ କେତେ ନମ୍ବର ବେ…ଇ ମା’… ଦୟାକରି ଅଧିକ ସେୟାର କରିବାକୁ ଅନୁରୋଧ…

0

ଆପଣ ତ ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଅନେକ ଭାଇରାଲ ଭିଡିଓ ଦେଖୁଥିବେ ଏବଂ ଏହା ଯଦି ମଜାଦାର ହୋଇଥାଏ ତେବେ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ଏହାର ମଜା ନେଉଥିବେ। ଆଉ ଯଦି କିଛି ଭିନ୍ନ ଧରଣର ଭିଡିଓ ଦେଖିବାକୁ ମିଳେ ତେବେ ଏହାକୁ ଦେଖି ବିଶ୍ୱାସ କରି ନପାରିଲେ ଆଶ୍ଚର୍ଯ୍ୟ ବି ହେଉଥିବେ। ଆପଣ ଜାଣିଛନ୍ତି ବାପା ମାଆ ମାନେ ଯେମିତି ପିଲା ମାନଙ୍କୁ ବହୁତ୍ ଭଲ ପାଆନ୍ତି, ଛୋଟ ଛୋଟ ପିଲା ମାନଙ୍କ ର ଯେମିତି ଯତ୍ନ ନିଅନ୍ତି, ସେହିପରି ଭାବରେ ପିଲାମାନେ ମଧ୍ଯ ତାଙ୍କ ବାପା ମା ମାନଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ତାଙ୍କ ସୁଖ ଦୁଃଖକୁ ସେମାନେ ଅନେକାଂଶରେ ବୁଝି ପାରନ୍ତି।

କିନ୍ତୁ ଛୋଟ ଛୋଟ ପିଲାମାନେ ଏ ସଂପର୍କରେ କିଛି ବୁଝି ପାରନ୍ତି ନାହିଁ। ସେମାନେ ଅବୁଝା ହୁଅନ୍ତି, ଜିଦି କରନ୍ତି। ଆଉ ଏସବୁକୁ ବାପା ମାଆଙ୍କୁ ସହିବାକୁ ପଡ଼ିଥାଏ। ଛୋଟ ପିଲାମାନଙ୍କ ର ଭାବନା ଏବଂ ଚିନ୍ତାଧାରା ଟିକେ ଭିନ୍ନ ଧରଣର ହୋଇଥାଏ। ଆପଣ କେବେବି ମାଆ ପିଲାପ୍ରତି ନିର୍ଦ୍ଦୟ ହୋଇ ପ୍ରତିକ୍ରିୟା ପ୍ରକାଶ କରିବାର ଭିଡିଓ ଦେଖି ନଥିବେ। ଯାହା ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଆପଣ ଜାଣିଛନ୍ତି ଯେ ଆମେ ଦେଖୁଥିବା କିଛି ଭିଡିଓ ମଧ୍ୟରୁ ଏମିତି କିଛି ଭିଡିଓ ଏତେ ଆଖି ଦୃଶିଆ ହୋଇଥାଏ ଯେ ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ ଏବଂ ଲୋକେ ଏହାକୁ ବେଶ୍ ପସନ୍ଦ କରିଥାନ୍ତି।

ଏହାଛଡ଼ା ଲୋକେ ମଧ୍ୟ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। କିନ୍ତୁ କିଛି ଭିଡିଓ ଏହାର ବିପରୀତ ହୋଇଥାଏ। ଯାହାକୁ ଦେଖି ଲୋକେ ପ୍ରତିକ୍ରିୟାଶିଳ ହୋଇ ପଡ଼ନ୍ତି।ତେବେ ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ।ଏହା ଏପରି ଏକ ଭିଡିଓ ଯାହାକୁ ଦେଖିଲେ ଆପଣ ଆଚମ୍ବିତ ହୋଇଯିବେ।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ସୋସିଆଲ ମିଡ଼ିଆରେ ଏହା ବେଶ୍ ଚର୍ଚ୍ଚା ହେବାରେ ବି ଲାଗିଛି। ତେବେ ଆସନ୍ତୁ ଜାଣିବା ସେହି ଭିଡିଓ ସଂପର୍କରେ।

ସୋସିଆଲ ମିଡିଆରେ ଯେଉଁ ଘଟଣା ଏବେ ସେୟାର ହେବାରେ ଲାଗିଛି ତାହା ହେଉଛି ଜଣେ ମାଆ ଓ କୁନି ଛୁଆର ଭିଡିଓ।ଏହି ଭିଡିଓ ରେ ଜଣେ ମାଆର ତାର ଛୁଆ ପ୍ରତି ନିର୍ଦ୍ଦୟତା ଦେଖିବାକୁ ମିଳିଛି। ଛୁଆଟି କାନ୍ଦୁ ଥିବାରୁ ମାଆ ଜଣଙ୍କ ବିରକ୍ତ ହୋଇ କେତେବେଳେ ଛୁଆର ବେକ ଚିପି ଦେଉଛନ୍ତି ତ ପୁଣି କେତେବେଳେ ତାକୁ ତଳେ କଚାଡି ଦେଉଛନ୍ତି।ସେଠାରେ ଥିବା ଅନ୍ୟମାନେ ମାଆ ଜଣଙ୍କୁ ଏପରି କରିବାକୁ ମନା କରୁଥିଲେ ବି ଏ ନିର୍ଦ୍ଦୟ ମାଆ ଜଣଙ୍କ କିଛି ନଶୁଣି ପିଲାଟିକୁ ସେମିତି ବାଡ଼େଇ ଚାଲିଛନ୍ତି।ଏହି ଭିଡିଓ ଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.