Swastik Tv News Odisha

ଦେଖନ୍ତୁ ଭିଡିଓ – ବାଃ ବାଃ ରେ ସ୍ବାମୀ ନିଜେ ପ୍ରେମିକା ସହ ସେ-କ୍ସ୍ କରି, ପତ୍ନୀଙ୍କୁ ବାଧ୍ୟ କରୁଥିଲା ପର ପୁରୁଷ ସହ ଶୋଇବାକୁ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଯନ୍ତ୍ରପାତି ର ଦୁନିଆଁ ରେ ସମ୍ପର୍କର ମୁଲ୍ୟ କିଛି ବି ନୁହେଁ। ବର୍ତ୍ତମାନ ର ଲୋକମାନେ ଶିକ୍ଷିତ ହୋଇ ମାଧ୍ୟ ଏମିତି କିଛି କାମ କରିବସନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ତଥା ଲଜ୍ୟାଜନକ ଅଟେ। ତେବେ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କୁ ଏକ ପବିତ୍ର ସଂପର୍କ ଅଟେ ଯାହାକୁ ଆମ ସମାଜ ରେ ଏକ ସଂମାନ ର ଦୃଷ୍ଟି ରେ ଦେଖାଯାଏ ମାତ୍ର ବର୍ତ୍ତମାନ ତାହା ଆଉ ପବିତ୍ର ହୋଇକି ରହିନାହିଁ।

କେବଳ ନିଜର କୌଳୁଷିତ ତଥା କାମନା ଓ ବାସନା ରେ ହଜିଯାଇ ଭୁଲିଯାଇ ଥାନ୍ତି ମାନସିକତା।ତେବେ ଏହି ଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଂକୁ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ଘଟଣା ଟି କିଛି ଏପରି କି,

ଜଣେ ସ୍ୱାମୀ ଏତେ ତଳକୁ ଖସିଯାଏ କି ନିଜର ପତ୍ନୀ ଆଗରେ ଅନ୍ୟ ଝିଅ ସହ ଶାରୀରିକ ସମ୍ପର୍କ ରଖିବା ସହ ଅତି ନିର୍ଦୟ ଭାବରେ ନିଜର ସ୍ତ୍ରୀ କୁ ଅନ୍ୟ ପୁରୁଷ ସହ ସେକ୍ସ କରିବାକୁ ବାଧ୍ୟ କରିଥିଲେ ସ୍ୱାମୀ। ସ୍ତ୍ରୀ ନମାନିବା କାରଣ ରୁ ତାଙ୍କୁ ପ୍ରେମିକା ସହ ମିଶି ମାରିବାକୁ ପ୍ରୟାସ କରିଥିଲେ ।ତେବେ ବନ୍ଧୁଗଣ ଏହି କାର୍ଯ୍ୟ କରିଥିବା ବ୍ୟକ୍ତି ଙ୍କ ବିଷୟରେ ଜାଣିଲେ ଆପଣ ନିଶ୍ଚିତ ଭାବରେ ମୁଣ୍ଡ ରେ ହାତ ଦେବେ ଏବଂ ଭାବିବେ କଣ ହେଉଛି ଏହି ସମାଜ ରେ।

ଉଲ୍ଲେଖ ଯୋଗ୍ୟ ଯେ, ଘଟଣା ଟି ଘଟିଛି ମୟୁରଭଞ୍ଜ ଜିଲ୍ଲାର ରାଇରମପୁର ଥାନା ଅନ୍ତର୍ଗତ ପୁଷ୍ପା ମହାନ୍ତ ଙ୍କ ସହ ।ତେବେ ତାଙ୍କର କହିବା ଅନୁସାରେ , ତାଙ୍କର ସ୍ୱାମୀ ରମାକାନ୍ତ ମହାନ୍ତ ଯିଏକି ଟେକ୍ନୋ ୱାଲଡ ନାମକ ଶିକ୍ଷାନୁଷ୍ଠାନ ର ନିର୍ଦେଶକ ଅଟନ୍ତି। ସେ ତାଙ୍କର ପତ୍ନୀ ଏପରି ପଶୁ ତୁଲ୍ୟ ବ୍ୟବହାର କରିଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ।

ତେବେ ସେ ଜଣେ ଉଚ୍ଚ ଶିକ୍ଷାଗ୍ରହୀ ହୋଇ ମାଧ୍ୟ , କାମନା ଓ ବାସନା ର ପରିଭୁକ୍ତ ହୋଇ ନିଜ କଲେଜ ଛାତ୍ରୀ ଙ୍କ ସହ ପତ୍ନୀ ଙ୍କ ଆଗରେ ସେକ୍ସ କରିଛନ୍ତି ଏବଂ ପତ୍ନୀ ପୁଷ୍ପା ଏହାକୁ ବିରୋଧ କରିବା ରୁ ତାଙ୍କୁ ଅନ୍ୟ ଜଣେ ପୁରୁଷ ଙ୍କର ସହ ସେକ୍ସ କରିବାକୁ ବାଧ୍ୟ କରୁଥିଲେ କିନ୍ତୁ ସେ ନମାନିବା ରୁ ତାଙ୍କୁ ଜୀଵନ ରୁ ମାରିବାକୁ ଚେଷ୍ଟା କରିଥିଲେ ଏବଂ ନିଜ ସେକ୍ସ ପାର୍ଟନର ଙ୍କ ସହ ମିଶି ପତ୍ନୀ ଙ୍କ ଉପରେ କିରୋସିନ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଭାଗ୍ୟବସତ ସେ ବଂଚିଯାଇଥିଲେ।

ତେବେ ପୁଷ୍ପା ଙ୍କର କହିବା ଅନୁସାରେ, ୨୦୧୮ ମସିହାରେ ସେ ଟେକ୍ନୋ ୱାଲଡ଼ ର ନିର୍ଦ୍ଦେଶକ ଙ୍କୁ ବିବାହ କରିଥିଲେ ।ବିବାହ ର ୬ ମାସ ପର୍ଯ୍ୟନ୍ତ ସବୁ ଠିକ ଥିଲା କିନ୍ତୁ ୬ ମାସ ପରେ ସ୍ୱାମୀ ଙ୍କର ପ୍ରକୃତ ରୂପ ସାମ୍ନା କୁ ଆସିଥିଲା। ତେବେ ସେ ଏନେଇ ପୋଲିସ ରେ ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ଚାହୁଁଥିଲେ କିନ୍ତୁ ସ୍ୱାମୀ ରମାକାନ୍ତ ତାଙ୍କୁ ନିଜର ପ୍ରେମିକ ସହ ମିଶି ମାରିଦେବା କୁ ଚେଷ୍ଟା କରିଥିଲେ ।ତେଣୁ ବର୍ତ୍ତମାନ ସେ ପୋଲିସ କେସ ପାଇଲ କରିଛନ୍ତି ଏବଂ ନ୍ୟାୟ ମାଗିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.