Swastik Tv News Odisha

ପୁଣି କନ୍ୟା ବେଶରେ ” କଚ୍ଚା ବାଦାମ ” ଗୀତ ଗାଈ ପୁଣି ଭାଇରଲ ହେଲେ Ranu Mandal… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

କିଛି ଦିନ ଏକ ଭିଡ଼ିଓ ଭାଇରଲ ହୋଇଥିଲା ଯେଉଁଠାରେ ଜଣେ ବ୍ୟକ୍ତି ଏକ ବଙ୍ଗାଳି ଗୀତ ଗାଇ ଖୁବ ଲୋକ ପ୍ରିୟ ହାସଲ କରି ପାରିଥିଲେ। ହେଲେ ପୁଣି ଏବେ ଭାଇରଲ ରାନୁ ମଣ୍ଡଳ ସେହି ଗୀତ କୁ ଗାଇବା ସହିତ ତାଙ୍କର ସେହି ବେଶ ଆଉ ସାଜସଜ୍ଜା ପାଇଁ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ତେବେ ଆସନ୍ତୁ ଜାଣିବା ସେ ଏବେ ବେଶ ଦେଖି ସତେ ଯେପରି ବିବାହ ଘର ହୋଇଛି। ଏହିଠାରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାନୁ ମଣ୍ଡଳ ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହୋଇଛି।

ଏବେ ତାଙ୍କର ଭିଡ଼ିଓ ରେ ଯେପରି ବେଶ ରହିଛି ଯାହାକୁ ନେଇ ବର୍ତ୍ତମାନ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଆଉ ମଧ୍ୟ ଏହିଠାରେ ଏକ ଭିନ୍ନ ରୂପ ଦେଖିବା ପରେ ଫ୍ୟାନ୍ସ ମାନେ ମଧ୍ୟ ଚମକି ପଡିଛନ୍ତି। ଆଉ ରାନୁ ମଣ୍ଡଳ ଙ୍କର କିଛି ଦିନ ତଳେ ଏକ ଗୀତ ଗାଇବା ଦ୍ୱାରା ବହୁତ ଭାଇରଲ ହୋଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ ଯାହା ପାଇଁ ସେ ରାତାରାତି ସେଲିବ୍ରେଟି ମଧ୍ୟ ପାଲଟି ଯାଇଥିଲେ। ଏହିଠାରେ ସେ ମଧ୍ୟ ପୁଣି ଭାଇରଲ ହେବା ପାଇଁ ପ୍ରୟାସ କରିଛନ୍ତି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ଏହିଠାରେ ରାନୁ ମଣ୍ଡଳ ଙ୍କର ଭିନ୍ନ ଏକ ରୂପ ଯାହା ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଆଉ ତାଙ୍କର ଏହିଭଳି ବେଶ କେହି କେବେ ଦେଖି ନଥିଲେ ଯାହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଧରିଛି। ଏବେ କିଛି ଦିନ ତଳେ ପଶ୍ଚିମବଙ୍ଗ ର ଜଣେ ବାଦାମ ବିକାଳୀ “କାଚା ବାଦାମ” ଗୀତ ଅନଲାଇନ ରେ ଟ୍ରେଣ୍ଡିଙ୍ଗ ଧରିଥିଲା ଯାହା ପରବର୍ତ୍ତୀ ସମୟରେ ବହୁତ ଭାଇରଲ ହେବା ପରେ ସେହି ବ୍ୟକ୍ତି ଜଣଙ୍କ ସେଲିବ୍ରେଟି ପାଲଟି ଯାଇଥିଲେ। ସେହି ବ୍ୟକ୍ତି ଜଣଙ୍କର ଏହିଭଳି ଗୀତ ବହୁତ ଲୋକ ପ୍ରିୟ ହୋଇ ପାରିଥିଲେ କିନ୍ତୁ ଏବେ ସେହି ଗୀତ କୁ ନେଇ ରାନୁ ମଣ୍ଡଳ ଆଗକୁ ଆସିଛନ୍ତି।

ଏହିଠାରେ ଭାଇରଲ ହୋଇଥିବା ରାନୁ ମଣ୍ଡଳ ପୁଣି ଲୋକ ଲୋଚନ କୁ ଆସିବା ପାଇଁ ଚେଷ୍ଟା କରିଛନ୍ତି ଯାହା ଏହି ସୋସିଆଲ ମିଡ଼ିଆରେ ଜଣା ପଡ଼ିଛି। ଏହି ଠାରେ ସେ ଏକ ନୂଆ ବୋହୁ ରୂପ ରେ ସଜବାଜ ହୋଇଛନ୍ତି। ଏହି ଠାରେ ତାଙ୍କୁ ଏକ ବୋହୁ ରୂପରେ ନୂଆ ଶାଢ଼ୀ ସହିତ ସବୁ ଅଳଙ୍କାର ଲଗେଇଛନ୍ତି ସତେ ଯେପରି ବାହାଘର ହୋଇଛି ହେଲେ ତାହା ନୁହେଁ ସେ ଭାଇରଲ ହେବା ପାଇଁ ଏମିତି କିଛି କରିଛନ୍ତି ଏବଂ ଏହି ଠାରେ ” କାଚା ବାଦାମ” ଗୀତ ମଧ୍ୟ ଗାଇଥିବାର ନଜରକୁ ଆସିଛନ୍ତି। ଆଉ ଏହି ଭିଡ଼ିଓ ଏବେ ବେଶ ଭାଇରଲ ହୋଇଛି ଯାହା କୁ ଦେଖିବା ପରେ ଦର୍ଶକ ମାନେ ଅନେକ କିଛି କମେଣ୍ଟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.