Swastik Tv News Odisha

ନବମ ଶ୍ରେଣୀ ଝିଅକୁ କମେଣ୍ଟ ମାରିବା ପଡିଲା ମହଙ୍ଗା… ଶେଷରେ ସହ୍ୟ କରି ନପାରି ଝିଅଟି କଣ କଲା …ଦେଖନ୍ତୁ Video

0

ବନ୍ଧୁଗଣ ଅନେକ ସମୟରେ ଆପଣ କିଛି ନିନ୍ଦନୀୟ ଲଜ୍ୟାଜନକ ଘଟଣା ସଂପର୍କରେ ଆସୁଥିବେ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନା ର ବିଷୟ ପାଲଟିଯାଏ। ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ଯେଉଁଭଳି କାର୍ଯ୍ଯ କଲାପକୁ ଦେଖି ଲଜ୍ୟା ବୋଧ ହୋଇଥାଏ।

ତେବେ ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ଆଜିର କିଛି ଯୁବପିଢି ନିଜର ହିତାହିତ ଜ୍ଞାନ ଭୁଲି କିପରି ଭାବରେ ନିନ୍ଦନୀୟ କାର୍ଯ୍ୟ ସବୁ କରୁଛନ୍ତି ତାହା ତ ଆପଣ ଜାଣି ପାରୁଥିବେ।

ଶିକ୍ଷିତ ହୋଇ ମଧ୍ୟ ସେମାନେ ଅଶିକ୍ଷିତ ଭଳି କାମ କରୁଛନ୍ତି। ଆଉ ବେଳେବେଳେ ସେମାନେ ଏମିତି ଭାବରେ ଏଥିପାଇଁ ଦଣ୍ଡ ପାଉଛନ୍ତି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ।ସେମାନେ କେତେବେଲେ କଣ କରୁଛନ୍ତି ନିଜେ ଜାଣି ପାରୁ ନାହାଁନ୍ତି।ତେବେ କିଛି ଯୁବପିଢି ମାନେ ତାଙ୍କର ଏପରି କିଛି ଉଲ୍ଲେଖନୀୟ କାମ ପାଇଁ ସମୟକ୍ରମେ ଅପମାନିତ ମଧ୍ୟ ହୋଇଥାନ୍ତି। ତେବେ ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ଏହି ଘଟଣାରେ ଦେଖିବେ ଯେ କିପରି ଭାବରେ ତିନିଜଣ ଯୁବକ ତାଙ୍କର ଭୁଲ୍ ପାଇଁ ଉଠ ବସ ହେଉଛନ୍ତି।

ସୁଚନା ଅନୁସାରେ ଏହି ଯୁବକ ମାନେ ଜଣେ ନବମଶ୍ରେଣୀ ଝିଅକୁ କମେଣ୍ଟ ମାରି ଧରା ପଡ଼ିବାପରେ କିଛି ବ୍ୟକ୍ତି ଏହି ଯୁବକଙ୍କୁ ଧରି ଗଣିଗଣି ଉଠାବସା କରାଇଥିଲେ। ଏହାପରେ ସେମାନଙ୍କୁ ତାଙ୍କ ନାମ, ଗାଆଁ, ଠିକଣା କହିବାକୁ କହି ଏମିତି ଭୁଲ୍ ଆଉ କେବେ କରିବେ ନାହିଁ ବୋଲି କହିବାକୁ କହିଥିଲେ। ଯୁବକ ମାନେ ଆଉ କେବେ ଏମିତି ଭୁଲ୍ କରିବେ ନାହିଁ, ଏବଂ ଯଦି କରିବେ ଆଇନ୍ ଅନୁଯାୟୀ ଦଣ୍ଡ ପାଇବେ ବୋଲି କହିଥିଲେ। ଏହାପରେ ସେମାନଙ୍କୁ ଛାଡି ଦିଆ ଯାଇଥିଲା।ତେବେ ସେମାନଙ୍କର ଏଭଳି ଦଣ୍ଡ ପାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହା ଚାରିଆଡ଼େ ଘୁରି ବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.