Swastik Tv News Odisha

ଏହି ୫ଟି ରାଶିର ଲୋକ ନିଜ ହାତରେ ବାନ୍ଧିଦିଅନ୍ତୁ ଲାଲ୍ ସୁତା ସବୁ ଜିନିଷ ହେବ ଆପଣଙ୍କ ପାଦ ତଳେ – Life Style

0

କୁହାଯାଏ କଳାସୂତା ପିନ୍ଧିବା ଦ୍ୱାରା ନଜର ଦୋଷ ଦୂର ହୋଇଥାଏ , ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ବ୍ୟତୀତ କଳାସୂତା ଖରାପ ଦୃଷ୍ଟି ବା ନକରାତ୍ମକ ଶକ୍ତିରୁ ବଞ୍ଚାଇଥାଏ । କିନ୍ତୁ ଏମିତି କିଛି ରାଶିର ବ୍ୟକ୍ତି ମାନେ ରହିଛନ୍ତି , ଯେଉଁମାନଙ୍କୁ କଳାସୂତାର ଧାରଣ କରିବା ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡିକ ବିଷୟରେ ।

1. ମେଷରାଶି :-

ମେଷରାଶିର ଲୋକମାନଙ୍କୁ କେବେବି କଳାସୂତା ନିଜ ହାତରେ ଧାରଣ କରିବା ନୁହେଁ , ଏହାର ସବୁ ଠାରୁ ବଡ କାରଣ ହେଲା ମେଷ ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି । ଅର୍ଥାତ୍ ଭଗବାନ ହନୁମାନଙ୍କୁ କେବଳ ନାରଙ୍ଗୀ ରଙ୍ଗ ଓ ଲାଲ ରଙ୍ଗ ହିଁ ପସନ୍ଦ ଅଟେ । ସେଥିପାଇଁ ମେଶ ରାଶିର ସମସ୍ତ ଲୋକଙ୍କୁ ନିଜ ହାତରେ କେବଳ ରକ୍ଷାସୂତ୍ର ବା ଲାଲ ସୂତା ବାନ୍ଧିବା ଦରକାର ।

2. ବିଛା ରାଶି :-

ବିଛା ରାଶି ର ସ୍ୱାମୀ ମଧ୍ୟ ମଙ୍ଗଳ ଅଟନ୍ତି , ଜ୍ୟୋତିଷଶାସ୍ତ୍ର ଅନୁୂସାରେ ଯେଉଁମାନଙ୍କର ରାଶି ବିଛା ଅଟେ । ଖାସକରି ମହିଳା ମାନେ ନିଜ ଗୋଡରେ କଳାସୂତା ବାନ୍ଧିଛନ୍ତି ଆଉ ପୁରୁଷମାନେ ହାତରେ ବାନ୍ଧିଛନ୍ତି ତେବେ ଶୀଘ୍ର ବାହାର କରି ନିଅନ୍ତୁ । କାରଣ ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଚାଲୁଛି ତାହାର କାରଣ ଏହି କଳାସୂତା ହୋଇପାରେ । ସେଥିପାଇଁ ବିଛା ରାଶିର ବ୍ୟକ୍ତି ମଧ୍ୟ କଳାସୂତା ପିନ୍ଧନ୍ତୁ ନାହିଁ , ନଚେତ୍ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିପାରେ ।

ଏବେ ଜାଣିବା କେଉଁ ରାଶିର ଲୋକମାନଙ୍କୁ ଲାଲ ସୂତା ବାନ୍ଧିବା ଶୁଭ ହୋଇଥାଏ ।

1. ମେଷରାଶି :-

ମେଷ ରାଶିର ଜାତକଙ୍କୁ ନିଜ ହାତରେ ଲାଲ ସୂତା ପିନ୍ଧିବା ଉଚିତ୍ ଅଟେ । ଏହାଦ୍ୱାର ଏମାନଙ୍କୁ ସମାଜରେ ମାନସମ୍ମାନ ମିଳିବ , ଚାକିରୀରେ ଉନ୍ନତି ହେବ । ଘର ପରିବାର ରେ ସବୁବେଳେ ଖୁସୀର ବାତାବରଣ ଲାଗି ରହିବ ।

2. ସିଂହରାଶି :-

ସିଂହ ରାଶିର ଲୋକମାନେ ହାତରେ ଲାଲ ସୂତା ପିନ୍ଧନ୍ତି ତ ଏମିତି ମାନାଯାଏ ସେମାନଙ୍କ ପାଇଁ ଏହା ଶୁଭ ଓ ଲାଭକାରୀ ହୋଇଥାଏ । ଏହା ସହିତ ଏମାନଙ୍କ ଭଗବାନଙ୍କ କୃପା ମିଳିବା ସହିତ ଚାକିରୀ ଏବଂ ବିଜନେସ୍ ରେ ସଫଳତା ମିଳିଥାଏ ।

3 . କନ୍ୟାରାଶି :-

କନ୍ୟା ରାଶିର ଲୋକମାନେ ନିଜ ହାତରେ ଲାଲ ସୂତା ନିଶ୍ଚୟ ବାନ୍ଧିବା ଉଚିତ୍ , ଏହା ଦ୍ୱାରା ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ । ଜୀବନରେ ଆପଣଙ୍କୁ ସେହି ସବୁ ସୁଖ ମିଳିବ ଯାହା ଆପଣ ଚାହୁଁଛନ୍ତି ।

4. କର୍କଟରାଶି :-

କର୍କଟରାଶିର ଲୋକମାନେ ହାତରେ ଲାଲ ସୂତା ବାନ୍ଧିବା ଶୁଭ ହୋଇଥାଏ , ସେମାନଙ୍କୁ ଏଥିଦ୍ୱାରା ଚାକିରୀରେ ସଫଳତା ମିଳିଥାଏ । ତା ସହିତ ମା ଲକ୍ଷ୍ମୀ ଏମାନଙ୍କ ଉପରେ ପ୍ରସନ୍ନ ରୁହନ୍ତି ।

5. ମିଥୁନରାଶି :-

ମିଥୁନରାଶି ର ଲୋକଙ୍କୁ ସବୁବେଳେ ନିଜ ହାତରେ ଲାଲା ସୂତା ପିନ୍ଧିବା ଉଚିତ୍ , କାରଣ ଏହା ଦ୍ୱାରା ଏମାନଙ୍କୁ ମାନସମ୍ମାନ ମିଳିଥାଏ । ଏହାସହିତ ଏମାନଙ୍କ ଉପରେ ହନୁମାନଙ୍କ କୃପା ପ୍ରପ୍ତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.