Swastik Tv News Odisha

“ମୋ ସ୍ତ୍ରୀର ଆଉ ଗୋଟେ ପୁଅ ସହିତ ସମ୍ପର୍କ ଥିଲା, ସେ ସିନ୍ଦୁର ପିନ୍ଧାଉଥିବାର ମୋ ପୁଅ ଦେଖିଛି”…. ଦେଖନ୍ତୁ Video

0

ବନ୍ଧୁମାନେ ଆମେ ଏକ ସମାଜରେ ବସବାସ କରୁଛୁ ସେଠାରେ କିଛି ନୀତି ନିୟମ ଅନୁସାରେ ଚଳିବାକୁ ପଡିଥାଏ ।କାରଣ ବଡ଼ ମାନଙ୍କୁ ଅନୁସରଣ କରି ଚାଲିଥାଏ ଆଗାମୀ ପିଡ଼ି ତେବେ ଏବେ କିନ୍ତୁ ଦିନକୁ ଦିନ ଏହି ସମାଜରେ ଏମିତି ସବୁ କାର୍ଯ୍ୟ ହେଉଛି ଯାହା ପାଇଁ ଦିନ କୁ ଦିନ ସମାଜ କଳୁଷିତ ହେବାକୁ ବଶିଲାଣି ।ତେବେ ଏମିତି ଗୋଟିଏ ଘଟଣା ଦେଖିବାକୁ ସୋସିଆଲ ମେଡ଼ିଆରେ ଯେଉଥିରେ ଜଣେ ମହିଳା ସ୍ୱାମୀ ଓ ଦୁଇଟି ପିଲା ଥାଇ ବି ସେ ନିଜ ଠାରୁ ସାନ ପୁଅ ସହ ଫେରାର ହେଇ ଯାଇଛନ୍ତି ।

ଯେତେବେଳେ ମଣିଷ ନିଜ ଭିତରେ ଥିବା ନୈତିକତାକୁ ଭୁଲି ଯାଏ ସେତେବେଳେ ସେ କଣ କରେ କିଛି ଭାବି ପାରେନା ଭୁଲ କରୁଥିଲେ ତାଙ୍କୁ କେହି କହିଲେ ବି ସେ ଏତେ ମାତ୍ରାରେ ବାଟ ବଣା ହେଇଯାଇ ଥାଏ ତାଙ୍କ ଉପରେ କିଛି ବି କାମ କରେନା ।ତେବେ ଆମେ ଯେଉଁ ଘଟଣା ବିଷୟରେ କହୁଛୁ ସେଠାରେ ବି ଏମିତି ମହିଳାଙ୍କୁ ଯେତେ ବୁଝେଇଲେ ବି ସେ ବୁଝି ନାହାନ୍ତି ଶେଷରେ ଏହିପରି ସବୁ ବ୍ୟବହାର କରୁଛନ୍ତି ଆପଣ ଜାଣିଲେ ଲଜ୍ୟା ରେ ମୁଣ୍ଡ ତଳକୁ କରିଦେବେ।

ତେବେ ଚାଲନ୍ତୁ ଜାଣିବା ପ୍ରକୃତ ଘଟଣା ବିଷୟରେ ତେବେ ସୂଚନା ଅନୁସାରେ ଓଡ଼ିଶାର ଏକ ଜଣେ ମହିଳା ନିଜର ଦୁଇ ପିଲା ଓ ସ୍ୱାମୀ ଙ୍କୁ ଛାଡି ଦେଇ ଅନ୍ୟ ଜଣେ ଯୁବକ ଙ୍କ ସହ ପ୍ରେମ କରି ଘରୁ ପଳେଇ ଯାଇଛନ୍ତି। ତେବେ ପ୍ରେମ ରେ ପଡି ମହିଳା ଜଣଙ୍କ ଏତେ ପାଗଳ ହୋଇଯାଇଛନ୍ତି କି ସେ ସବୁକିଛି ଭୁଲି ଯାଇ ଏମିତି କି ନିଜ ଜନ୍ମ କଳା ପିଲା ଙ୍କୁ ଛାଡି ,ନିଜ ର ପ୍ରେମିକ ସହ ଘରୁ ପଳେଇଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ସବୁ ଆଡେ ଚର୍ଚ୍ଚା ରେ ରହିଛି।

ତେବେ ସେହି ମହିଳା ଙ୍କର ସ୍ୱାମୀ କହିଛନ୍ତି କି ବିବାହ ଦିନରୁ ମୁଁ କେବେବି ସ୍ତ୍ରୀ ସହ ଖୁସି ରେ ନାହିଁ କାରଣ ସେ ଅନ୍ୟ ଜଣେ ଯୁବକ ଙ୍କୁ ପ୍ରେମ କରୁଥିଲା ଆଉ ତା ସହ ସମ୍ପର୍କ ରେ ରହୁଥିଲା ମଧ୍ୟ। ତେବେ ସବୁବେଳେ ସେହି ମାମଲା କୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ମୁଁ ମୋ ପିଲା ସହ ତାକୁ ତା ବାପ ଘରେ ଛାଡ଼ି ଦେଇଥିଲେ। କିନ୍ତୁ ସେ ତା ବାପ ଘରେ ରହିବା ମଧ୍ୟରେ ମୋ ପିଲା ର ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା। ତେଣୁ ବହୁତ ଚେଷ୍ଟା କରି ମୁଁ ମୋ ପିଲା କୁ ସେଠା ରୁ ଆଣିବାର ଚେଷ୍ଟା କରିଥିଲି।

ଆଉ ପିଲାଟିକୁ ମୁଁ ମୋ ସହ ନେଇ ଆସିବା ପରେ ମୋ ସ୍ତ୍ରୀ ଅନ୍ୟ ଜଣେ ଯୁବକ ଙ୍କ ସହ ଘରୁ ଫେରାର ହୋଇଯାଇଛି। ତେବେ ସେ ନିଜ ସ୍ୱାର୍ଥ ପାଇଁ କାହାକୁ ବି ହତ୍ୟା କରିପାରନ୍ତି। ତେଣୁ ସେ ତାର ଯାହା ସହ ରହୁଛି ରହୁ ମୋର କୌଣସି ଆପତ୍ତି ନାହିଁ କିନ୍ତୁ ମୋତେ ଆଉ ମୋ ପୁଅ କୁ ସୁରକ୍ଷା ଦରକାର କାରଣ ମୋ ସ୍ତ୍ରୀ ଆମ ଜୀବନ ପ୍ରତି ବିପଦ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.