Swastik Tv News Odisha

କ-ର୍ଫ୍ୟୁ ଡ୍ୟୁଟି ସମୟରେ, ନିରୀହ ଝିଅଟି ପୋ-ଲି-ସ ସହ ଏମିତି କିଛି କଲା, ଦେଖନ୍ତୁ video

0

ଆପଣ ମାନେ ପ୍ରାୟତଃ ଜାଣିଥିବେ ଯେ ଗତ ବର୍ଷ ପାଖରୁ ବିଶ୍ବବ୍ୟାପୀ ମହାମାରୀ ପରିସ୍ଥିତି ଦେଖାଯାଇଛି।ସେହି ମହାମାରୀ ର ନାମ ହେଉଛି କରୋନା।ଯାହାକି ସାରା ବିଶ୍ୱରେ ଭୟର ଆତଙ୍କ ମେଲାଇ ରଖିଛି।ଏହି ମହାମାରୀ ପ୍ରଥମେ ଚୀନ ସହରରୁ ଆରମ୍ଭ ହୋଇଥିଲା।ଏବେ ସାରା ଦେଶ ଓ ରାଜ୍ୟ ଏହି କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଛି।ଦଇବ ଦାଉ ସାଧିଲା ଭଳି ମଣିଷ ଜୀବନ ପରିସ୍ଥିତି ଅସମ୍ଭାଳ ହୋଇଯାଇଛି।

ଏହି ମହାମାରୀ ମଣିଷ ଜୀବନକୁ ହା ହା କାର ମୟ କରିଦେଇଛି।ବହୁ ଜନ ଜୀବନକୁ ନଷ୍ଟ କରିସାରିଲାଣି।ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ମାନେ ବହୁ ସଚେତନତା ଅବଲମ୍ବନ କରୁଛନ୍ତି।ତେବେ ବର୍ତ୍ତମାନ ଦେଶର ପରିସ୍ଥିତି ଯାହା ମଣିଷ ନିଜେ ନିଜକୁ ସଚେତନ କରିବା ଉଚିତ।ସାରା ବିଶ୍ବ ରେ ମହାମାରୀ କରୋନା ର ଦ୍ୱିତୀୟ ପର୍ଯ୍ୟାୟ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଛି।

କୋରୋନା ର ଦ୍ଵିତୀୟ ପର୍ଯ୍ୟାୟ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସରକାର ସାରା ରାଜ୍ୟ ରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟ ରେ କୌଣସି ବ୍ୟକ୍ତି ବାହାରକୁ ଯିବା ପାଇଁ ସରକାର ଙ୍କ ନିର୍ଦ୍ଦେଶ।ଡାକ୍ତରଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ଏହି ମହାମାରୀ ବିରୋ-ଧରେ ଦିନରାତି ଲଢେ଼ଇ କରୁଛନ୍ତି। ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି । ଏହି ସମୟରେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା ଲୋକଙ୍କ ହୃଦୟ ଜିତି ପାରିଛି।

କୁହାଯାଏ ପିଲା ଭଗବାନଙ୍କର ରୂପ ଅଟନ୍ତି। ଭୁଲ୍ ଠିକ୍ ର ବିଚାର କରି ପାରନ୍ତି ନାହିଁ। ସମୟ ଓ ପରିସ୍ଥିତି ସହ ଅବଗତ ଥାନ୍ତି। ଆଜି ଏକ ଘଟଣା ଆମ ସାମ୍ନା କୁ ଆସିଚି। ଏହି ଭିଡିଓରେ କିଛି ପୋଲିସ କରୋନା କର୍ଫ୍ୟୁ ସମୟରେ ଡ୍ୟୁଟି କରୁଛନ୍ତି। ଠିକ୍ ସେତିକିବେଳେ ଜଣେ ନିରୀହ ଝିଅ ହାତରେ ବାଡ଼ି ଆଣି ପୋଲିସକୁ ଦେଇଥାଏ । ଝିଅଟି ବହୁ ନିରୀହ ଭାବରେ ପୋଲିସ କର୍ମୀଙ୍କୁ ବାଡ଼ି ଦେଇଥିଲା। ଏହି ଭିଡିଓ ଦେଖିବା ପରେ ଲୋକଙ୍କ ହୃଦୟ ଖୁସିରେ ନାଚି ଉଠୁଛି।

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଭାରତୀୟ ପୋଲିସ ସେବା ଅଧିକାରୀ ଦିପଂଶୁ କାବ୍ରା ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ନିରୀହ ପିଲାଟି ମଧ୍ୟ ପରିସ୍ଥିତି ବିଷୟରେ ଅବଗତ ଅଛି’ । ଏବେ ଏହା ଜୋରରେ ଭାଇରାଲ ହେବାରେ ଲାଗିଛି। ଖବର ଲେଖିବା ପର୍ଯ୍ୟନ୍ତ ଚାରି ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିଛନ୍ତି। ଏହାସହିତ ଲୋକମାନେ ଭିଡିଓରେ ନିଜର ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ସମୟ ରେ ଭିଡ଼ିଓ ଟି ବେଶ୍ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ନିରୀହ ଝିଅ ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମୀ ସହ ଯାହା କରିଥିଲେ ତାହା ପ୍ରଶଂସାର ହକଦାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.