Swastik Tv News Odisha

Sadhu Bani – ଯେବେ ବି କେଉଁ ମୃତ୍ୟୁ ବ୍ୟକ୍ତି ସ୍ୱପ୍ନରେ ଆସିଥାନ୍ତି ,ବ୍ୟକ୍ତି କୁ ମିଳିଥାଏ ଏହି ସଂକେତ ? ସ୍ୱପ୍ନର ଅର୍ଥ ଜାଣନ୍ତୁ

0

ବ୍ୟକ୍ତି ଦିନସାରା କାମ କରି ଥକି ଯାଇଥାଏ , ଯେବେ ରାତିରେ ଶୋଇଥାଏ ତା ଜୀବନ ସହିତ ଯୋଡିତ ବହୁତ କଥା ବା ଘଟଣା ଆମ ସ୍ୱପ୍ନରେ ଘୂରିବୁଲେ । ସ୍ୱପ୍ନରେ ଅନ୍ୟ ଦୁନିଆ ବିଷୟରେ ଦେଖି ଥାଉ କିଛି ସ୍ୱପ୍ନକୁ ଦେଖି ଖୁସୀ ହୋଇଥାନ୍ତି । କିନ୍ତୁ ଏପରି ଏମିତି କିଛି ସ୍ୱପ୍ନ ଅଛି ଯାହାକୁ ଦେଖି ଆମେ ଡରିଯାଇଥାଉ ,ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନ ପଛରେ କିଛି ନା କିଛି ଅର୍ଥ ଲୁଚି ରହିଛି । ଆଜି ଆମେ ଜାଣିବା ଜଣେ ମୃତ ବ୍ୟକ୍ତି ଯଦି ଆପଣଙ୍କ ସ୍ୱପ୍ନରେ ଆସେ ତେବେ ତାହାର ଅର୍ଥ କଣ ।

1. ସ୍ୱାସ୍ଥ୍ୟ ଖରାପ ଥିବା ଦେଖିବା :-

ଯଦି କୌଣସି ସ୍ୱାସ୍ଥ୍ୟ ସଦସ୍ୟର ଙ୍କର ମୃତ୍ୟୁ ହୋଇଯାଇଚି ଆଉ ସ୍ୱପ୍ନରେ ସେ ଆପଣଙ୍କୁ ବିମାରୀ ଦେଖାଯାଉଛନ୍ତି ତ ଏହାର ସଙ୍କେତ ସେ ଆପଣଙ୍କୁ ନିଜର କୌଣସି ଇଚ୍ଛା ବ୍ୟକ୍ତ କରିବାକୁ ଚାହୁଁଛନ୍ତି । ଆପଣଙ୍କୁ ଏହା ପ୍ରୟାସ କରିବା ଉଚିତ୍ ଯେ ସେ ମରିବା ଆଗରୁ ତାଙ୍କର କୌଣସି ଇଚ୍ଛା ଥିଲା । ଯାହାକୁ ସେ ପୂରା କରିବାକୁ ଚାହୁଁଥିଲେ କିନ୍ତୁ କରିପାରିଲେନି । ଯଦି ଆପଣଙ୍କୁ ଜଣା ଥିଲେ ମଧ୍ୟ ସେହି ଇଚ୍ଛାକୁ ପୂରା କରନ୍ତି ନାହିଁ ତ ଆପଣଙ୍କ ଉପରେ ସଙ୍କଟ ଆସିଥାଏ ।

2. ଜୀବିତ ବ୍ୟକ୍ତିକୁ ସ୍ୱପ୍ନରେ ମୃତ୍ୟୁ ହେବାର ଦେଖିବା :-

କୌଣସି ଜୀବିତ ବ୍ୟକ୍ତି ସ୍ୱପ୍ନରେ ମୃତ୍ୟ ଦେଖାଦିଏ ତ ଆପଣ ଡରିଯାନ୍ତି , କିନ୍ତୁ ଏହାର ସଙ୍କେତ ସେହି ବ୍ୟକ୍ତିର ଆୟୁ ଆହୁରି ଅଧିକ ହୋଇଗଲା । ଏପରି ସ୍ୱପ୍ନ ଲମ୍ୱା ଆୟୁର ସୂଚନା ଦେଇଥାଏ , ଏପରି ସ୍ୱପ୍ନକୁ ଆପଣ ଖରାପ ବୋଲି ଭାବନ୍ତୁ ନାହିଁ ।

3. ସ୍ୱର୍ଗବାସୀ ଦେଖାଦେବା :-

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ମୃତ୍ୟୁ ପରିଜନ ଆମ ସ୍ୱପ୍ନରେ ଆସନ୍ତି ତ ଆଉ କିଛି କୁହନ୍ତି ନାହିଁ । ତ ଏପରି ସ୍ୱପ୍ନ ବିଷୟରେ କୁହାଯାଇଛି କି ଆମ ମୃତ୍ୟୁ ପରିଜନ ଆମ ଜୀବନରେ ଘଟୁଥିବା ଗତିବିଧି ବିଷୟରେ କହିବାକୁ ପ୍ରୟାସ କରୁଛନ୍ତି । ଅର୍ଥାତ୍ ଯଦି ଆପଣ କୌଣସି କାମ କରିବାକୁ ଯାଉଛନ୍ତି ବା ଭୁଲକାମ କରିବାକୁ ଭାବୁଛନ୍ତି ତ ମୃତ ପରିଜନ ଆସି ଆଶୀର୍ବାଦ ଦିଅନ୍ତି କିନ୍ତୁ କିଛି କୁହନ୍ତି ନାହିଁ । ଏହାର ସଙ୍କେତ ଏହାକି ଆପଣ ଯାହା ବି କାର୍ଯ୍ୟ କରୁଛନ୍ତି ବା କରିବା ପାଇଁ ଭାବୁଛନ୍ତି ସେଥିରେ ଆପଣଙ୍କୁ ଶତ ପ୍ରତିଶତ ସଫଳତା ମିଳିବ ।

4. ନିବସ୍ତ୍ର ଦେଖାଦେବା :-

ଯଦି ସେହି ସ୍ୱପ୍ନରେ ଆମକୁ ସେ ନିବସ୍ତ୍ର ଦେଖାଯାନ୍ତି ବା ପାଦରେ ଜୋତା ନଥାଏ କିମ୍ୱା ସେ ଭୋକିଲା ଦେଖାଯାନ୍ତି ଆପଣଙ୍କୁ ଏହିସବୁ ଲାଗେ ତ ଏହାର ସଙ୍କେତ ଆପଣଙ୍କୁ ସେହି ସ୍ୱପ୍ନରେ ଯାହା ସବୁ ନଥିବାର ଦେଖାଗଲା ତ ସେସବୁ କୌଣସି ବ୍ରାହ୍ମଣକୁ ଦାନ କରି ଦିଅନ୍ତୁ । ଦାନ କରିବା ସମୟରେ ମନରେ ଧ୍ୟାନ କରନ୍ତୁ ଏସବୁ ଜିନିଷ ସ୍ୱର୍ଗବାସୀ ଲୋକଙ୍କୁ ପ୍ରାପ୍ତ ହେଉ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.