Swastik Tv News Odisha

Life Style – ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ଠାକୁର ଓ ଜାଣନ୍ତୁ ନିଜର ବାକି ଥିବା ଭବିଷ୍ୟତ…

0

ବନ୍ଧୁମାନେ ଆମେ ସବୁବେଳେ ସବୁବେଳେ ଆମ ଭବିଷ୍ୟତ ଜୀବନକୁ ନେଇ ବହୁତ ଚିନ୍ତା କରିଥାଉ କଣ,କେମିତି ହେବ ଆମ ଭବିଷ୍ୟତରେ ସେ ନେଇ ବହୁତ ଆଲୋଚନା କରିଥାଉ ।କିନ୍ତୁ ଆମକୁ କେବେ ତା ବିଷୟରେ କିଛି ସଠିକ ସୂଚନା ମିଳି ନଥାଏ,ଟେବେ ଆମେ ଆଜି କିଛି ଉପାୟ ନେଇ ଆସିଛୁ ଯାହା ମାଧମରେ ଆପଣ ନିଶ୍ଚିତ ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣି ପାରିବେ ।

ତେବେ ଏଥିରେ ତିନି ଜଣ ଠାକୁରଙ୍କ ଫୋଟ ଦିଆଯାଇଛି ଆଉ ସେଥି ମଧରୁ ଆପଣଙ୍କୁ ଜଣେ ଠାକୁରଙ୍କୁ ବାଛିବାକୁ ହେବ ।ଏ ବେ ସବୁ ଠାକୁର ଆପଣଙ୍କ ର ପ୍ରିୟ ହେଇଥିଲେ ବି ଜଣଙ୍କୁ ଏଠାରେ ବଞ୍ଚିବାକୁ ପଡିବ ନହେଲେ ଆପଣ ଆପଣଙ୍କ ଜୀଵନ ବିଷୟରେ ସଠିକ ଉତ୍ତର ପାଇ ପାରିବେ ନାହିଁ ।ତେବେ ଆସନ୍ତୁ ଜାଣିବା କୋଉ ଆପଣଙ୍କ ଭବିଷ୍ୟତକୁ ନେଇ କଣ ସୂଚନା ଦେଉଛନ୍ତି ।

୧.ଗଣେଶ

-ଯଦି କେହି ଗଣେଶ ଙ୍କ ମୂର୍ତ୍ତି କୁ ବାଛୁଛନ୍ତି ତାହେଲେ ସେମାନେ କିଛି ଜିନିଷ ବିକ୍ରି ପାଇଁ ଚାହୁଁଥିଲେ ଏହା ମାସର ଶେଷରେ ସମ୍ଭବ ହେବ ଆଉ ବ୍ୟବସାୟ କ୍ଷେତ୍ରରେ ଗ୍ରାହକଙ୍କ ଆବଶ୍ୟକତା କୁ ଗୁରୁତ୍ୱ ଦିଅନ୍ତୁ ।

-ଯେଉଁମାନେ ବିବାହ ପାଇଁ ଚିନ୍ତାରେ ଅଛନ୍ତି ସେମାନଙ୍କ ବିବାହ ପଶ୍ଚିମ ଦିଗରେ ହେବ ।ଆଉ ଯଦି ମନ ଭିତରେ କୌଣସି କଥାକୁ ନେଇ କିଛି ଶଙ୍କାରେ ଅଛନ୍ତି ତାହେଲେ ତୁରନ୍ତୁ ସେହି ଶଙ୍କାକୁ ଦୁର କରନ୍ତୁ ।

-ଘର ତିଆରି ଆରମ୍ଭ କରିଥିଲେ ତାହା ଏବେ ସମ୍ପୂର୍ଣ୍ଣ ହେବ ନାହିଁ ।ଚାକିରୀ ପରିବର୍ତ୍ତନ ପାଇଁ ଚାହୁଁଥିଲେ ତାହା ବି ଏବେ ସମ୍ଭବ ନୁହେଁ ।

-ପାରିବାରିକ ଜୀବନରେ ଛୋଟ ଛୋଟ ଭୁଲକୁ ଡ଼ରନ୍ତୁ ନାହିଁ ,କୌଣସି ବ୍ୟକକୁ ବିଶ୍ୱାସ କରିବାକୁ ଚାହୁଁଥିଲେ ତାହା କରନ୍ତୁ ଶୁଭଫଳ ମିଳିବ ।

2.ଶ୍ରୀକୃଷ୍ଣ

-ଆପଣଙ୍କ ର କଷ୍ଟ ସମୟ ଜଳଦି ଦୁର ହେବ,ବିଦ୍ୟାପାଠ କଲେ ଜଳଦି ସଫଳତା ହାସଲ କରିବେ ।

-ବିବାହ ପାଇଁ ଚିନ୍ତିତ ଥିଲେ ଆପଣଙ୍କ ବିବାହ ପୂର୍ବ ଦିଗରେ ଟିକିଏ ବିଳମ୍ବରେ ହେବ ଏବଂ କୌଣସି ହଜିଲା ବ୍ୟକ୍ତିଙ୍କୁ ଫେରି ପାଇବେ ।

-ଖୁବ ଜଳଦି ଆପଣ ତୀର୍ଥ ପାଇଁ ଯାଇ ପାରନ୍ତି ।ଭାଇ ଭଉଣୀ ଙ୍କ ଠାରୁ ଶୁଭ ସମାଚାର ପାଇବେ ଓ ପାରିବାରିକ ଜୀବନରେ ଥିବା ମନମାଳୀନ ଦୁର ହେବ ।

-ଛାତ୍ରଛାତ୍ରୀ ଙ୍କ ପାଇଁ ଖୁବ ଭଲ ସମୟ ଆସୁଛି ଓ ବ୍ୟବସାୟ ଆରମ୍ଭ କଲେ କୌଣସି ବି ଉନ୍ନତି କରିବେ ।

-ପୁତ୍ର ସନ୍ତାନ ପାଇଁ ଇଚ୍ଛା ରଖିଥିଲେ ଖୁବ ଜଳଦି ଆପଣଙ୍କ ଆଶା ପୂରଣ ହେବ ।

3.ମହାଦେବ

-ମହାଦେବଙ୍କୁ ବାଛିଲେ ଜାଣନ୍ତୁ ଆପଣଙ୍କ ସବୁ ଅସୁବିଧା ଦୁର ହେବାକୁ ଯାଉଛି ।

-କୃଷି କାର୍ଯ୍ୟ କରୁଥିଲେ ଆପଣ ସେଥିରେ କ୍ଷତିଗ୍ରସ୍ତ ହେବେ ।କୌଣସି କାର୍ଯ୍ୟକୁ ନେଇ ଉତ୍ତର ଦିଗକୁ ଗଲେ ଆପଣ ସେଥିରେ ଲାଭବାନ ହେବେ ।

-ବିବାହକୁ ନେଇ ଚିନ୍ତାରେ ଥଲେ ଆପଣଙ୍କ ବିବାହ ବହୁତ ବିଳମ୍ବରେ ହେବ ।

-ଛାତ୍ରଛାତ୍ରୀ ଖୁବ କମ ସମୟରେ ବହୁତ କିଛି ମନେ ରଖି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.