Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ପାଣି ଭିତରେ ଯାଉଥିବା ବୋଟ ରୁ ଡେଇଁଲା ବାଘ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

0

ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଦେଖିବା ପାଇଁ ପାଇଥିବେ। ଜୀବ ଜନ୍ତୁଙ୍କ ବିଷୟରେ ବେଳେ ବେଳେ ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ। ଯାହାକୁ ଆମେ ଦେଖିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯାଉ। ଆଜି କାଲି ସମସ୍ତେ ନିଜର ସ୍ମାର୍ଟଫୋନ ରେ କିଛି ନା କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ। ଯାହା ଆମକୁ ବହୁତ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଅପଣ ମାନେ ଅନେକ ଭିଡ଼ିଓ ଦେଖିବା ପାଇଁ ପାଉଥିବେ ହେଲେ ପ୍ରକୃତି ବିଷୟରେ କିଛି ନା କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ। ଯାହାକି ଆମେ ଆଶ୍ଚର୍ଯ୍ୟ ଚକିତ ହେବା ସହିତ ଖୁସି ମଧ୍ୟ ଆନୁଭଵ କରିଥାଉ। ଏଭଳି କିଛି ଭିଡ଼ିଓ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି। ତେବେ ଘଟଣାଟି ବାଘ ବୋଟ ମଧ୍ୟରୁ ଡେଇଁଲା ପାଣି ଭିତରକୁ , ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କ ବିଷୟରେ।

ଏହିଠାରେ ଏମିତି କିଛି ଦୃଶ୍ୟ ନଜର କୁ ଆସିଛି ଯାହା ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଆଉ ଏମିତି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଙ୍ଗ ଚାଳିଛି ଯାହା ଆପଣ ମାନେ ଏହି ଠାରେ ଦେଖିବାକୁ ପାଇଥିବେ। ଆଉ ଏହାରି ଭିତରେ ଏକ ପଶୁର ଏହିଭଳି ସାହାସିକତା ତାହା ଏକ ବିଚିତ୍ର କାରଣ ପାଣି ଭିତରେ ଯାହା କରିଲା ତାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା। ଆଉ ଏହି ଘଟଣା ଟିରେ ଏକ ଜାତୀୟ ପଶୁ ବାଘ ଯାହାକୁ ଆମେ ସଧାରଣ ଭାବରେ ସମସ୍ତେ ଡରି ଥାଆନ୍ତି। ଘଟଣା ଟି ଏକ ଗଭୀର ପାଣି ଭିତରେ ଦେଖିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।

ଆଉ ଏହି ଘଟଣା ଟି ସୁନ୍ଦରବନ ନିକଟରେ ଦେଖା ଦେଇଛି ଯେଉଁଠାରେ ବୋଟ ରୁ ଡେଇଁ ପଡିଲା ବାଘ ଆଉ ଶେଷରେ ତାକୁ ଧରିବା ପାଇଁ ପ୍ରୟାସ କରିଥିଲେ ସମସ୍ତେ। ଆଉ ବାଘଟି ଏମିତି ସମୟରେ ପାଣି ଭିତରକୁ ଡେଇଁ ଏମିତି କିଛି କଲା ଯାହା ସାରା ଦେଶରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଆଉ ବାଘ ର ଗର୍ଜନ ମଧ୍ୟ ସେ କରିଛି ପାଣି ଭିତରେ ଏହାକୁ ସମସ୍ତେ ସେଠାରେ ଚମକି ପଡ଼ିଥିଲେ। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଧରିଛି।

ଏମିତି ଘଟଣା ଟିରେ ଜଣା ବାଘ ପାଣି ର୍ବ ପହଁରି ପହଁରି ସେ ସ୍ଥଳ ଭାଗ ରେ ପହଂଚି ଯାଇଥିଲା ଯାହା ଦେଖାଇଲା ଚମକ ଦୁନିଆକୁ। ଯାହାବି ବର୍ତ୍ତମାନ ସମୟରେ ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।ଏହି ଠାରେ ଆମେ ମାନେ ଏମିତି ସାହାସ ଦେଖି ଆଖି ପୁରା ଲାଖି ହୋଇ ରହି ଯାଇଛି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଚର୍ଚା। ବନ୍ଧୁଗଣ ଆମେ ଏଠାରେ ଗୋଟିଏ କଥା କହି ରଖୁଛୁ କି ଆପଣ ମାନେ ପ୍ରକୃତିକୁ ଉପଭୋଗ କରନ୍ତୁ, କାରଣ ପ୍ରକୃତି ହିଁ ଆମର ବନ୍ଧୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.