Swastik Tv News Odisha

ପ୍ରେମରେ ବାଧକ ସାଜିଲା ଜାତି, ପ୍ରଥମେ ପ୍ରେମିକ ପରେ ପ୍ରେମିକା ନେଲେ ଚରମ ନିଷ୍ପତି… ଦେଖନ୍ତୁ ଭାଇ ରାଲ Video

0

ବର୍ତ୍ତମାନ ଏକ ଘଟଣା ଘୁରି ବୁଲୁଛି ଯାହା ଏକ ଅଭାବନୀୟ ଏବଂ ଯେଉଁଠି ଦୁଇ ପରିବାର ଭିତରେ ହସ ଲିଭି ଯାଇଛି । ଏହି ଘଟଣା ଟିରେ ଜାତି ସାଜିଛି ବାଧକ। ଆଉ ଏହି ଘଟଣା ଟି ଖୋର୍ଦ୍ଧା ଜିଲ୍ଲାରେ ଘଟି ଯାଇଛି। ଏଠାରେ ଦୁଇ ଜଣ ଯୁବକ ଓ ଯୁବତୀ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ପଡ଼ିଥିଲେ ଯାହାର ପରବର୍ତ୍ତୀ ସମୟରେ ଏମିତି କିଛି ଘଟି ଯାଇଥିଲା। ଆସନ୍ତୁ ଜାଣିବା ସେହି ସମ୍ପର୍କରେ। ଏହି ଠାରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି।

ଆଉ ଏହି ଘଟଣା ଦେଖିବା ପରେ ସମସ୍ତଙ୍କ ଆଖିରୁ ଲୁହ ଆସି ଯାଉଛି ଯାହା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ଏଠାରେ ପୁଣି ପ୍ରେମ ହେଲା କାଳ ଏବଂ ବାଧକ ସାଜିଲା ଜାତି । ଯେପରି ନଈ ରେ ବାଧକ ହୋଇଥାଏ ନଈ ବନ୍ଧ ସେହିପରି ଏହି ଦୁଇ ପ୍ରେମ ର ଶୀର୍ଷରେ ଠିଆ ହୋଇଥିଲା ପାହାଡ଼ ପରି ବଡ଼ ଓ ଛୋଟ ଜାତି ବିବାଦ। ଏହି ଘଟଣା ଟିରେ ଦୁଇ ଯୁବକ ଓ ଯୁବତୀ ମିଶି ଦୁହେଁ ଦୁହିଁଙ୍କୁ ବହୁତ ଦିନ ଧରି ଭଲ ପାଉଥିଲେ ହେଲେ ପରବର୍ତ୍ତୀ ସମୟରେ ଯାହା ହେଲା ସ୍ଥାନୀୟ ଅଂଚଳ ରେ ଚହଳ ସୃଷ୍ଟି କରିଛି।

ଘଟଣା ଟିରେ ଦୁହିଁ ଙ୍କର ପ୍ରେମ ଘନିଷ୍ଠ ହେବା ପରେ ସାତ ଜନ୍ମ ପାଇଁ ସାଥି ହେବା ପାଇଁ ମଧ୍ୟ ସ୍ୱପ୍ନ ଦେଖିଥିଲେ ହେଲେ ପରବର୍ତ୍ତୀ ସମୟରେ ଯାହା ହେଲା ତାହା ଆପଣ ମାନେ ଏଠାରେ ଦେଖିବାକୁ ପାଇବେ। ଆଉ ଏହି ଘଟଣା ଟିରେ ପ୍ରେମିକ ଓ ପ୍ରେମିକା ଉଭୟଙ୍କ ଭଲ ପାଇବା ବଢିବା ପରେ ବିବାହ ପାଇଁ ଦୁହେଁ ଘରେ କହିଥିଲେ ହେଲେ ତାହା ଏବେ ଏମିତି ମୋଡ଼ ନେଇଗଲା ଯାହା ସୋସିଆଲ ମିଡ଼ିଆରେ ନଜରକୁ ଆସିଛି। ଏହି ଘଟଣା ରେ ଏବେ ଦୁହିଁଙ୍କର ଜୀବନ ଚାଲିଗଲା। ଆଉ ଦୁହେଁ ବିବାହ ପାଇଁ ଘରେ ମଧ୍ୟ କହିଥିଲେ ହେଲେ ଉଚ୍ଚ ଓ ନୀଚ ଜାତି ପାଇଁ ଦୁହିଁଙ୍କ ମଧ୍ୟରେ ବୁଝୁମୁଣା ଠିକ ଭାବରେ ହୋଇ ପାରି ନଥିଲା। ଏହିଠାରେ ପ୍ରେମିକ ର ଘର ଲୋକ ଜାତି ପାଇଁ ପ୍ରଥମେ ମନା କରି ଦେଇଥିଲେ ପରେ ପ୍ରେମିକା ଜଣଙ୍କ ତାଙ୍କ ଘରେ ମଧ୍ୟ କହିଥିଲା।

ଏହି ଘଟଣା ଟି ରେ ପ୍ରେମିକା ଘରେ ପ୍ରେମିକ ଆସି ପହଞ୍ଚି ଥିଲେ ଆଉ ଝିଅ ଘର ଲୋକ କହିଲେ ଦୁହିଁଙ୍କର ରାଜି ହେବା ପରେ ବିବାହ ହେବ ବୋଲି ଜଣେଇ ଦେଲେ ହେଲେ ଏପଟେ ତାଙ୍କର ଘର ଲୋକ ରାଜି ନାହାଁନ୍ତି। ଯାହା ପାଇଁ ସେ କିଛି ଦିନ ଏମିତି ଚିନ୍ତାରେ ରହିବା ପରେ ଶେଷରେ ଚରମ ନିଷ୍ପତ୍ତି ନେଇଥିଲେ। ଆଉ ସଙ୍ଗେ ସଙ୍ଗେ ବିଷ ପିଇ ଦେଇଥିଲେ ଆଉ ପରବର୍ତ୍ତୀ ସମୟରେ ମେଡିକାଲ ଯାଇଥିଲେ ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା ଏବଂ ପ୍ରେମିକା ର ତା ପ୍ରେମିକ ର ଏମିତି ଘଟଣା ଶୁଣିବା ପରେ ଝୁରି ଝୁରି ନିଜେ ବେକ ରେ ଦଉଡି ଲଗେଇ ଆତ୍ମହତ୍ୟା କରି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.