Swastik Tv News Odisha

ପୁଣି ଓଡ଼ିଶାରେ ଲଜ୍ୟା ! “ତୁ ପରୀକ୍ଷାରେ ପାସ ହେବାକୁ ଚାହୁଁଥିଲେ ,ମୋତେ କିଛି ଦେବାକୁ ପଡିବ ” ପାସ କରେଇଦେବାକୁ ଏମିତି କହିଲେ ଶିକ୍ଷକ…ଏ ନେଇ କଣ କହୁଛନ୍ତି ଛାତ୍ରୀ… ଦେଖନ୍ତୁ Video

0

ଏବେ ଏକ ଘଟଣା ଜୋର ରେ ଭାଇରଲ ହେବା ରେ ଲାଗିଛି। ଆଉ ସୋସିଆଲ ମିଡ଼ିଆରେ ଏମିତି କିଛି ଘଟଣା ଏବେ ନଜରକୁ ଆସିଛି ଯାହା ଦୁଃଖଦ। ଆଉ ଜଣେ ଛାତ୍ରୀ ସହିତ ବେଳେ ବେଳେ ଏମିତି ଆସୁଛି ତାହାକୁ ନେଇ ପ୍ରଶ୍ନ।ଦୁନିଆ ଯେତେ ଆଗକୁ ଗଲେ ମଧ୍ୟ ବର୍ତ୍ତମାନ ସମୟରେ ଏତେ ଅବହେଳା ତାହାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଏବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରା ରେ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ।

ଆଉ ଏହି ଠାରେ ଏକ ଘଟଣା ରେ ଏକ ନାରୀ ଉପରେ କଥା ଉଠୁଛି କିନ୍ତୁ ଗୋଟିଏ ପଟ ରେ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଆଉ ଅନ୍ୟ ପଟେ ଜଣେ କଲେଜ ଛାତ୍ରୀ ସହିତ ଏମିତି କିଛି ବ୍ୟବହାର କରି ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି। ଆଉ ଏବେ ସେହି ଛାତ୍ରୀ ଜଣଙ୍କ ନିଜର କଲେଜ ର ଅଧ୍ୟାପକ ଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏହି ଘଟଣା ଟିରେ ଜଣେ ଛାତ୍ରୀ ସହିତ ଯାହା ହୋଇଛି ତାହାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।

ଆଉ ଏବେ ସେହି କଲେଜ ରେ ଛାତ୍ରୀ ଓ ଛାତ୍ର ମାନେ ମିଶି କରି କଲେଜ ର ଅଧ୍ୟକ୍ଷ ଙ୍କୁ କିଛି ଦାବି ଲେଖି ଦେଇଛନ୍ତି। ଏବେ ତାଙ୍କର ଏହି ଅଭିଯୋଗ କୁ ତଦନ୍ତ କରା ଯିବ ଯାହା ସୁଚାନ ଯୋଗ୍ୟ। ଆଉ ଏହିଠାରେ ଯାହା ଶୁଣିବାକୁ ମିଳିଛି ତାହା ହେଉଛି ଯେ କଲେଜ ର ଅଧ୍ୟପକ ଜଣେ ଛାତ୍ରୀ କୁ ପରୀକ୍ଷା ରେ ପାସ କରିବା କଥା କହି କିଛି ଖରାପ ଆଚରଣ କରିଥିବା ନେଇ ଅଭିଯୋଗ ଦେଖା ଦେଇଛି ଯାହାକୁ ନେଇ ଏବେ ଚର୍ଚ୍ଚା। ଆଉ ଜଣେ ଶିକ୍ଷକ ଯିଏ ପିଲା ଙ୍କୁ କିଛି ବୁଦ୍ଧି ବାଟ କହିବା ସମୟରେ ଏମିତି ବ୍ୟବହାର ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଯାହା ଏବେ ତଦନ୍ତ ପରିସର ଭୁକ୍ତ। ତେବେ ଏହି ଘଟଣା କୁ ନେଇ ନିଜେ ଅଧ୍ୟାପକ ମଧ୍ୟ ମୁହଁ ଖୋଲୁଛନ୍ତି।

ଏହି ଘଟଣା କୁ ନେଇ ସେହି କଲେଜ ର ଛାତ୍ର ଓ ଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି ଏବଂ ଆଗକୁ ସମାଧାନ ନ ହେଲେ କିଛି ତୀବ୍ର ହେବା ନେଇ ସୂଚନା ଦେଇଛନ୍ତି। ଏହି ଘଟଣା ରେ ଏମିତି ବ୍ୟବହାର ନେଇ ଆଗରୁ ବୋଧ ହୁଏ ହୋଇଛି ଯାହାକୁ ଜଣେ ଛାତ୍ରୀ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଏହି ଘଟଣା ଟି ଏବେ ଯାଜପୁର ଜିଲ୍ଲାରେ ନଜର କୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏହାକୁ ନେଇ ଅନେକ ଲୋକ ସୋସିଆଲ ମିଡ଼ିଆରେ କମେଣ୍ଟ କରିଛନ୍ତି ଯାହା ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.