Swastik Tv News Odisha

Stage ଉପରେ ଓଡ଼ିଆ ହିରୋ Babushan ଗାଇଲେ ନିଜ ବାପା ଙ୍କ ପସନ୍ଦର ଗୀତ… ଦର୍ଶା ହେଲେ Speachless… ଦେଖନ୍ତୁ Video

0

ଓଡିଆ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ କିଛି ଏମିତି କଳାକାର ରହିଛନ୍ତି ଯେଉଁମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନଶୈଳୀ କୁ ନେଇ ସେମାନଙ୍କର ବ୍ୟକ୍ତିତ୍ଵ କୁ ନେଇ ସାଧାରଣରେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ତେବେ ସେହିପରି ଜଣେ ଆଗଧାଡିର କଳାକାର ଭାବରେ ଅଭିନେତା ବାବୁଶାନ୍ ମହାନ୍ତି ବେଶ୍ ପରିଚିତ ଚେହେରା ପାଲଟିଛନ୍ତି।ସେ ଏବେ ସମସ୍ତଂକ ମନରେ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ଲାଗିଛନ୍ତି। ଜଣେ ସଫଳ ଅଭିନେତା ଭାବରେ ସେ ଅନେକ ପରିଚିତି ଅର୍ଜନ କରିଛନ୍ତି। ତେବେ ଅନେକ ଦର୍ଶକ ତାଙ୍କ ପାଇଁ ଦିବାନା ସାଜିଛନ୍ତି ତାଙ୍କର ସୁନ୍ଦର୍ ଏବଂ ଭିନ୍ନ ଅନ୍ଦାଜ ର ଅଭିନୟ ପାଇଁ।

ତେବେ ଏହି ସୁପରଷ୍ଟାର ବାବୁଶାନ୍ ଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ। ଯିଏକି ସିନେମା ଜଗତରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।ପରେ ଅନେକ ସଫଳତା ସେ ହାସଲ କରିଛନ୍ତି। ଆଉ ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ମଧ୍ଯ ହେବାରେ ଲାଗିଛି। ଅଭିନେତା ବାବୁଶାନ୍ କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ହୋଇଥାଏ। ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ଏହି ପ୍ରମୁଖ କଳାକାର ଜଣଙ୍କ।

ଏହାଛଡା ସେ ତାଙ୍କର ଦମଦାର ଅଭିନୟ ସାଙ୍ଗକୁ ଜବରଦସ୍ତ ଡାନ୍ସ ରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି। ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ।ଓଲିଉଡ ର ହ୍ୟାଣ୍ଡସମ୍ ଏବଂ ଚକୋଲେଟ୍ ହିରୋ ଭାବରେ ବାବୁଶାନ୍ ଦର୍ଶକଙ୍କ ବେଶ୍ ପସନ୍ଦ ବି ଅଟନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି। ଅଭିନୟ ଜଗତରେ ସେ ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସେତିକି ପ୍ରିୟ ଅଟନ୍ତି ତାଙ୍କ ପରିବାରର।

ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ହିରୋ ବାବୁସାନ୍ ମହାନ୍ତି ମୟୂରଭଞ୍ଜ ମହୋତ୍ସବ କୁ ନିମନ୍ତ୍ରିତ ହୋଇ ସେଠାକୁ ଯାଇ ତାଙ୍କର ଅଭିଭାଷଣ ରଖିବା ସହିତ ତାଙ୍କ ବାପାଙ୍କ ପସନ୍ଦର ଏକ ଗୀତ ଗାଇଛନ୍ତି।ଏହି ସୁନ୍ଦର୍ ଗୀତଟି ହେଉଛି, ଭସା ମେଘ ମୁଁ ଯେ ଭାସି ଯାଏ ଦୂରେ।ଏହି ଗୀତଟି ବାବୁଶାନ୍ ଙ୍କ ମଧ୍ୟ ଏକ ପସନ୍ଦର ଗୀତ। ଏହାକୁ ଷ୍ଟେଜ ଉପରେ ଗାଇ ସେ ତାଙ୍କ ବାପାଙ୍କୁ ଖୁସି କରିବା ସହିତ ଉପସ୍ଥିତ ସମସ୍ତ ଦର୍ଶକ ମାନଙ୍କୁ ମଧ୍ୟ ବେଶ୍ ଖୁସି କରାଇଛନ୍ତି। ଏହାକୁ ଶୁଣି ଆପଣ ବି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.