Swastik Tv News Odisha

Breaking News – ପୁଣି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଖେଳିଗଲା ଶୋକର ଛାୟା, ସବୁଦିନ ପାଇଁ ଆଖି ବୁଜିଲେ ବରିଷ୍ଠ କଳାକାର, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

0

ମୃତ୍ୟୁ କେତେବେଳେ କାହା ସାମ୍ନା କୁ ଆସିଥାଏ ଆଉ କିପରି ଆସିଥାଏ ତାହା କେହିବି ଜାଣିପାରନ୍ତି ନାହିଁ ।କିନ୍ତୁ ମରିଯିବା ଲୋକ ତ୍ ସବୁଦିନ ପାଇଁ ଏ ସଂସାର କୁ ଛାଡ଼ି କରି ଚାଲିଯାଏ ।କିନ୍ତୁ ତାର ଏହି ଦୁନିଆଁ ରୁ ବିଦାୟ ନେବା ଦ୍ବାରା ତାର କମି ସବୁଦିନ ପାଇଁ ଆମ ଉପରେ ପଡିଥାଏ ତଥା ତାର ପ୍ରିୟ ଜନ ଙ୍କ ଉପରେ ପଡିଥାଏ ।ତେବେ ବର୍ତ୍ତମାନ ତପୁ ମିଶ୍ର ଙ୍କର ପରେ ପୁଣି ଥରେ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ଉପରେ ଏକ ଦୁଖଃ ଓ ବିଷାଦ ର ଛାୟା ମାଡି ଯାଇଛି।

ପୁଣି ଥରେ ଆମ ସମସ୍ତଙ୍କ ମଧ୍ୟରୁ ହଜିଯାଇଛନ୍ତି ଆଉ ଜଣେ ବରିଷ୍ଠ ହାସ୍ୟସ୍ପଦ କଳାକାର।ତେବେ ସୂଚନା ଅନୁସାରେ, ଗତ ରବିବାର ଦିନ ଓଡ଼ିଆ କମେଡି କଳାକାର ମିଷ୍ଟର ଡୋଲୁ ବିଦ୍ୟୁତ ଆଘାତ ରେ ମୃତ୍ୟୁ ବରଣ କରିଛନ୍ତି। ଯାହାର ପ୍ରଭାବ ପୁରା କମେଡି ଜଗତ ଉପରେ ପଡିଛି ।

ତେବେ ସୂଚନାଯୋଗ୍ୟ ଯେ, ଗତ ରବିବାର ଦନ ରାତି ୧୦.୪୫ ମିନିଟ ସମୟରେ ମିଷ୍ଟର ଡୋଲୁ ବା ଦୋଳମଣୀ ନିଜ ଘରେ ଏକ କୁଳର ରେ ବିଦ୍ୟୁତ ସଂଯୋଗ ଚେକ କରୁଥିବା ବେକେ ସେଥିରେ ଆଘାତ ପ୍ରାପ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଏଥିରେ ଓଡ଼ିଆ କମେଡି ଜଗତ ର ଏକ ବଡ଼ ଝଟକା ଲାଗିଛି।

ତେବେ ଉଲ୍ଲେଖ ଯୋଗ୍ୟ ଯେ, ଡୋଲୁ ବହୁତ କମ ଦନ ମଧ୍ୟରେ ନିଜର କମେଡି ବଳରେ ଲୋକ ମାନଙ୍କୁ ନିଜର କରିପାରି ଥିଲେ। ୟୁଟ୍ୟବ୍ ରେ ତାଙ୍କର ପ୍ରାୟ ୧୦୦ ରୁ ଅଧିକ କମେଡି ଭିଡ଼ିଓ ରହିଛି ।ତାଙ୍କର କମେଡି ତଥା କଥା କହିବାର ଶୋଇଲି ଏତେ ମଜାଳିଆ କି ଲୋକ ମାନେ ତାଙ୍କର କମେଡି ଦେଖି ହସି ହସି ବେଦମ ହୋଇଯାଉଥିଲେ ।ତେବେ ତାଙ୍କର ମୃତ୍ୟୁ ଖବର ବହୁତ କଷ୍ଟ ଓ ଦୁଖଃ ଦେଇଛି ତାଙ୍କର ଦର୍ଶକ ମାନଙ୍କୁ। ତେବେ ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ କମେଡି ମଧ୍ୟ ଲୋକ ମାନଙ୍କ ବହୁତ ପସନ୍ଦ ଆସିଥିଲା।
ତେବେ ପରିବାର ଲୋକଙ୍କ କହିବା ଅନୁସାରେ, ରବିବାର ଦିନ ଅପରାହ୍ନ ପ୍ରାୟ ୪ ଟା ସମୟରେ ସେ ନିଜ ଘରେ ଥିବା ଏକ କୁଳର ର ଇଲେକ୍ଟ୍ରି ସଂଯୋଗ ଚେକ କରୁଥିଲେ ଏବଂ ଏହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।ପରେ ସଙ୍ଗେ ସଙ୍ଗେ ସେ ବେହୋସ ହୋଇ ତଳେ ପଡିଯାଇଥିଲେ ।ତେବେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟ ରେ ଝାଡ଼ସୁଗୁଡା ର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ।

ତେବେ ସେହି ହସ୍ପିଟାଲରେ ମିଷ୍ଟର ଡୋଲୁ ଚିକିତ୍ସା ଧୀନ ଆଵସ୍ଥା ରେ ରାତି ୧୦.୪୫ ମିନିଟ ରେ ମୃତ୍ୟୁ ବରଣ କରିଥିଲେ। ତେବେ ତାଙ୍କର ମୃତ୍ୟୁ ର ଖବର ଜାଣିବା ପରେ ତାଙ୍କର ଫ୍ୟାନ ମାନଙ୍କୁ ବହୁତ ବଡ଼ ଧକ୍କା ଲାଗିଥିଲା ।ତାଙ୍କର ମୃତ୍ୟୁ ରେ କମେଡି ଇନ୍ଦ୍ରଷ୍ଟ୍ରି କୁ ମଧ୍ୟ ବହୁତ ବଡ଼ କ୍ଷତି ହୋଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.