Swastik Tv News Odisha

School ଭିତରେ ଶିକ୍ଷୟତ୍ରୀ ଙ୍କର ରସିକିଆ ଗୀତରେ ଜବରଦସ୍ତ hot ଡ୍ୟାନ୍ସ ଭାଇରାଲ…ଦେଖନ୍ତୁ Video

0

ବନ୍ଧୁଗଣ ଆପଣ ଅନେକ ପ୍ରକାରର ଡାନ୍ସ ଭିଡିଓ ସବୁକୁ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ଡାନ୍ସ ଭିଡିଓ ଦେଖାଇବୁ ଯାହା ବାସ୍ତବରେ ଆପଣଙ୍କୁ ଚକିତ କରିବ। କାରଣ ଏହି ଭିଡିଓ କୌଣସି ପ୍ରୋଗ୍ରାମ ର ନୁହେଁ କିମ୍ୱା ଷ୍ଟେଜ ଉପରେ ନୁହଁ।ଏହି ଡାନ୍ସ ଭିଡିଓ ଟି ଏକ କ୍ଲାସ୍ ରୁମ୍ ର। ଏଠାରେ ନୃତ୍ୟ ପରିବେଷଣ କରୁଥିବା ମହିଳା ଜଣଙ୍କ ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ। ଆପଣ ଜାଣିଛନ୍ତି ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।

ଖୁସି ହେବା ପାଇଁ ସୁଯୋଗ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ।କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ହୋଇଥାଏ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି।

ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ଏଠାରେ ଏହି ଭିଡିଓ ରେ କିପରି ଭାବରେ ଜଣେ ମହିଳା, ଯିଏକି ଜଣେ ଶିକ୍ଷୟିତ୍ରୀ ଅଟନ୍ତି ସେ ତାଙ୍କର ଜବରଦସ୍ତ ଡାନ୍ସ କିପରି ଦେଖାଉଛନ୍ତି ଶ୍ରେଣୀ ଗୃହରେ ତାହା ଥରେ ଦେଖନ୍ତୁ। ପୁରୁଣା ମ୍ୟୁଜିକ୍ ର ତାଳେ ତାଳେ ସେ ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି। ତେବେ ଆପଣ ଦେଖିବାକୁ ପାଇବେ ଯେ ଏହି ଶିକ୍ଷୟତ୍ରୀ ଜଣଙ୍କ କିପରି ଭାବରେ ତାଙ୍କ ନାଚ ଦେଖାଉଛନ୍ତି। ସେ ଏହିଭଳି ଶାଢ଼ି ପିନ୍ଧି ଆକର୍ଷଣୀୟ ଲୁକ୍ସ୍ ରେ ନାଚୁ ଥିବାର ଦେଖିବାକୁ ମିଳିଛି।

“ଚୁଡ଼ି ଘନକେ, କଙ୍ଗନା ଖନକେ” ଗୀତରେ ସେ ଏକ ପ୍ରଫେସନାଲ ଡାନ୍ସର ଭାବରେ ତାଙ୍କର ଏହି ନୃତ୍ୟ କୁ ଜବରଦସ୍ତ ଭାବରେ ଦେଖାଉ ଅଛନ୍ତି। ତେବେ ତାଙ୍କର ଏହି ନୃତ୍ୟର ଭିଡିଓ ଦେଖି ଅନେକ ଏହାକୁ ପସନ୍ଦ କରିଛନ୍ତି। ଶିକ୍ଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ୟୁନିଫର୍ମ ପିନ୍ଧି ସୁନ୍ଦର୍ ଭାବରେ ନିଜକୁ ସଜାଇ,ସେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ।ମୁହଁରେ ଲାଜ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ତାଙ୍କର ଏହି ଭିଡିଓ କୁ ଅନେକ ଦେଖି ଖୁସି ହେବା ସହ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.