Swastik Tv News Odisha

ବାହା ବେଦୀରେ, ଦୁଇ ଛୁଆ ଧରୀ ତାଣ୍ଡବ କଲା ପ୍ରଥମ ସ୍ତ୍ରୀ… ଦେଖନ୍ତୁ ଭାଇରାଲ Video

0

ବନ୍ଧୁଗଣ ଅନେକ ସମୟରେ ମହିଳାମାନେ ନ୍ୟାୟ ପାଇବା ପାଇଁ ଆଇନ୍ ର ସାହାରା ନେଉଥିବା ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି। ଭିନ୍ନ ଭିନ୍ନ ସମୟରେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିର୍ଯାତନା ର ଘଟଣା ସାମ୍ନାକୁ ଆସୁଥିବାର ଆପଣ ଦେଖିବାକୁ ପାଉଥିବେ। ଏଭଳି ଘଟଣା ଆଜିର ସମାଜରେ ଅନେକ ସମୟରେ ବୃଦ୍ଧି ପାଉଥିବା ର ଲକ୍ଷ୍ୟ କରାଯାଏ। ଅନେକ କ୍ଷେତ୍ରରେ କିଛି ମହିଳା ପ୍ରତିବାଦ କରୁଥିବା ବେଳେ ଆଉ କିଛି ସାମାଜିକ ପ୍ରତିଷ୍ଠା ଏବଂ ଭୟ ପାଇଁ ଚୁପ୍ ହୋଇ ରହି ଯାଆନ୍ତି। ତେବେ ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ବୋଧ ହୋଇଥାଏ।

ତେବେ ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି।ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି।କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।ଏସବୁ ଘଟଣା ପ୍ରତି ସେମାନେ ନଜର ରଖିବା କଥା।

କିନ୍ତୁ ଏଥିପ୍ରତି ସେମାନେ ଯତ୍ନଶୀଳ ଏବଂ ସଚେତନ ହେଉ ନାହାଁନ୍ତି। ଆଉ ଏଥିପାଇଁ ସେମାନଙ୍କର ମାନସିକତା ରେ ମଧ୍ୟ ପରିବର୍ତ୍ତନ ଆସୁ ନାହିଁ। ତେବେ ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି।ଯେଉଁ କାର୍ଯ୍ୟ ଦ୍ଵାରା ସେମାନେ ଅନେକାଂଶରେ ସାଧାରଣରେ ନିନ୍ଦିତ ଏବଂ ଅପମାନିତ ହେଉଥିବାର ମଧ୍ଯ ଦେଖିବାକୁ ମିଳୁଛି।ପରେ ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବା ସହିତ ପରିବାର ଉପରେ ମଧ୍ଯ ପଡ଼ିଥାଏ। ତେବେ ଏବେ ପୁଣି ସେହିପରି ଏକ ଘଟଣା ନିକଟରେ ଘଟିଛି ଯାହା ସମସ୍ତଙ୍କୁ ଲଜ୍ଜିତ କରିଛି। ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ।

ଏଠାରେ ଏହି ଘଟଣାରେ ମହିଳା ଜଣଙ୍କ ତାଙ୍କ ସ୍ଵାମୀଙ୍କ ଦ୍ଵିତୀୟ ବିବାହ କରିବା ସମୟରେ ବେଦୀରେ ତାଂକ ଦୁଇ ଛୁଆକୁ ଧରି ପହଞ୍ଚି ଯାଇଛନ୍ତି। ଆଉ ତାପରେ ସେଠାରେ ସେ ଏହାକୁ ପ୍ରତିବାଦ କରିବା ସହ ସେଠାରେ ଏକ ପ୍ରକାର ତାଣ୍ଡବ କରୁଥିବା ଦେଖିବାକୁ ମିଳୁଛି। ସ୍ତ୍ରୀ ସ୍ବାମୀ ବିରୋଧରେ ଅଭିଯୋଗ ଆଣୁଥିବା ବେଳେ ସ୍ବାମୀ ମଧ୍ୟ ସ୍ତ୍ରୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣୁଛି। ପରସ୍ପର ପରସ୍ପରକୁ ଦୋଷାରୋପ କରିବାରେ ବ୍ୟସ୍ତ। ସ୍ବାମୀ ଜଣଙ୍କ କହୁଛନ୍ତି ଯେ ସେ ଡିଭୋର୍ଶ କରିବା ପରେ ଯାଇ ଦ୍ବିତୀୟ ବିବାହ କରୁଛନ୍ତି।ଏହି ଘଟଣା ଉକ୍ତ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.