Swastik Tv News Odisha

” କାକା ” ର ଭିତିରି ରହସ୍ୟ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ… ଏହି ମିମିକ୍ରି ଶୁଣିଲେ ହସି ହସି ଗଡ଼ିଯିବେ… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଓଡ଼ିଶାର ଜଣେ ଜଣାଶୁଣା ଲୋକପ୍ରିୟ ଚେହେରା ଭାବରେ ଗିରିଜା ପଣ୍ଡା ଙ୍କୁ ପ୍ରାୟତଃ ଆପଣ ମାନେ ଜାଣିଥିବେ।ସେ କାକା ନାମରେ ଓଡ଼ିଶାରେ ବେଶ୍ ପରିଚିତ ଚେହେରା ଅଟନ୍ତି। ତାଙ୍କର କମେଡି ଲୋକଙ୍କ ହୃଦୟକୁ ବେଶ୍ ଛୁଇଁଥାଏ। ଅନେକ କଳାକାର ମାନଂକର ମିମିକିରି କରି ସେ ତାଙ୍କର ପ୍ରତିଭା କୁ ଅନେକଙ୍କ ପାଖରେ ପହଞ୍ଚାଇବା ରେ ସଫଳ ହୋଇଛନ୍ତି। ତେବେ ଓଡିଶାର ଜଣେ ଯୁବ କଳାକାର ଯିଏକି କମେଡି ମାଧ୍ଯମରେ ହସେଇ ହସେଇ ଲୋକଙ୍କୁ ବେଦମ୍ କରନ୍ତି। ଯିଏକି ନିଜର ଟାଲେଣ୍ଟ ଯୋଗୁଁ ଆଜି ସାରା ଓଡିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି।

ଯାହାଙ୍କୁ ସମସ୍ତେ କାକା ବୋଲି ଜାଣନ୍ତି ଆଉ ଡାକନ୍ତି। ତାଙ୍କର କମେଡି ଆଜିକାଲି ର ଯୁବପିଢି ଙ୍କୁ ବେଶ୍ ଆକୃଷ୍ଟ କରିଛି। ଆଜିର ଅନେକ ଯୁବକ ଯୁବତୀ ଗିରିଜା ଭାଇ କମେଡି ଦେଖିବାକୁ ବହୁତ୍ ଖୁସି ହେଉଥିବା ସହିତ ତାଙ୍କର କିଛି ଡାଇଲଗ କୁ ମଧ୍ୟ କହି ବହୁତ୍ ଖୁସି ହେଉଛନ୍ତି।ଏକ ୟୁ ଟ୍ୟୁବ୍ ଚ୍ୟାନେଲ କରି ନିଜର ପ୍ରତିଭାକୁ ଦେଖାଇ ଆଜି ସେ ଜଣେ ସଫଳ ୟୁ ଟ୍ୟୁବର ସହିତ ସଫଳ କଳାକାର ମଧ୍ୟ ହୋଇ ପାରିଛନ୍ତି। ତାଙ୍କର ଅନେକ ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। କିପରି ଭାବରେ ସେ ଅନେକ ଜଣଙ୍କର ମୀମିକିରି କରି ଲୋକଙ୍କୁ ହସାଇଥନ୍ତି ତାକୁ ଦେଖିଲେ ଆପଣ ଜାଣି ପାରିବେ।

ତେବେ ଗିରିଜା ଭାଇ ଓରଫ କାକାଙ୍କ ଅନେକ ପ୍ରସଂଶକ ରହିଛନ୍ତି, ଯେଉଁମାନେ ତାଙ୍କୁ ବହୁତ୍ ଭଲ ପାଆନ୍ତି। ତେବେ ଓଡିଶାର କିଛି ଏମିତି ଯୁବ କଳାକାର ଅଛନ୍ତି ଯେଉଁମାନେ ତାଙ୍କର ଦକ୍ଷତା ଏବଂ ପାରଦର୍ଶିତା ବଳରେ ଅନେକ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି। ଡିଜିଟାଲ ପ୍ଲାଟଫର୍ମ ସେମାନଂକୁ ଏକ ବିଶେଷ ପରିଚୟ ଦେଇଛି। ୟୁ ଟ୍ୟୁବ୍ ମାଧ୍ଯମରେ ସେମାନେ ତାଙ୍କର କଳାକୁ ପ୍ରଦର୍ଶନ କରି ଏବେ ଓଡିଶାର ଅଗଣିତ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସେହିଭଳି ଜଣେ ଜଣାଶୁଣା ଯୁବ ଆରଟିଷ୍ଟ୍ ହେଉଛନ୍ତି ଗିରିଜା ପଣ୍ଡା।

ଯିଏକି କେବଳ କମେଡି ନୁହେଁ ବରଂ ଗୀତ ମଧ୍ୟ ଗାଇଛନ୍ତି।ଏବେ ଓଡିଶାର କମେଡି ଜଗତର ଜଣେ ଆଗଧାଡିର ପ୍ରମୁଖ କଳାକାର ଭାବରେ କାକା ଜଣେ ଜଣାଶୁଣା ଚେହେରା ଅଟନ୍ତି। ବିଶିଷ୍ଟ କଳାକାର ମିହିର ଦାସ୍ ଙ୍କ ମିମିକିରୀ କରିବା ପରେ ଲୋକେ ତାଙ୍କୁ କାକା ନାମରେ ନାମିତ କରିଥିଲେ। ଏଥିପାଇଁ ମିହିର ଦାସ୍ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଆନ୍ତି ବୋଲି ସେ କହିଛନ୍ତି। କେବଳ ମିହିର ଦାସ୍ ନୁହେଁ ରାଇମୋହନ ଏବଂ ଅନ୍ଯ କଳାକାର ମାନଙ୍କର ମଧ୍ୟ ସେ ମିମିକିରି କରିଥାନ୍ତି।ଏକ ସାକ୍ଷାତକାର ରେ ସେ ତାଙ୍କର ସଫଳତା ବିଷୟରେ ଏପରି ଅନେକ କଥା କହିଛନ୍ତି। ଆପଣ ଏହି ଭିଡିଓ ଦେଖିଲେ ତାହା ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.