Swastik Tv News Odisha

ଦେଖନ୍ତୁ ଭିଡିଓ : ହେ ଭଗବାନ ! କାଳବୈଶାଖୀ ପବନରେ ଉଡିଗଲେ ବରଯାତ୍ରୀ…..

0

ବର୍ତ୍ତମାନର ସମାଜରେ ସୋସିଆଲ ମିଡିଆ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବା ପାଇଁ ମଳିଛି। ଯାହାକି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁ ଭିଡ଼ିଓରେ ବାହାଘରକୁ ଆସିଥିବା ବରଯାତ୍ରୀ ଉଡିଯାଉଛନ୍ତି। ଦୃଶ୍ୟ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବେ। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ସମ୍ପକରେ।

ଏଠାରେ ଏମିତି ଦୃଶ୍ୟ ଯିଏ ବି ଦେଖୁଛି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ତାହା ଏମିତି ରହସ୍ୟ ଜନକ ଦୃଶ୍ୟ। ଆଉ ଏହିଠାରେ ସୂଚନା ମୁତାବକ କିଛି ପ୍ରୋଗ୍ରାମ ହଉଥିଲା ଆଉ ତାହାରି ଭିତରେ ଏମିତି ଘଟଣା ସାମ୍ନାକୁ ଆସିଛି। ଆଉ ଏଠାରେ ବଡ଼ ଧୁମଧାମରେ ବାହାଘର ହୋଇଥିଲା ଯାହା ଠିକ ସମୟରେ ଏମିତି ଘଟଣା ଘଟିଗଲା ତାହା ଅତି ଦୁଃଖଦ ହୋଇଥିଲା। ଆଉ ବରଯାତ୍ରୀ ମାନେ ନାଚ ଗୀତ ସହ ଯିବା ସମୟରେ ହଠାତ ବହୁତ ଜୋର ରେ କାଳବୈଶାଖୀ ତାର ତାଣ୍ଡବ ଦେଖାଇଥିଲା। ଯାହା ଦ୍ୱାରା ସବୁ ଉଡେଇ ଦେଇଥିଲା ଏବଂ ବରଯାତ୍ରୀ ମଧ୍ୟ ସେଥିରେ କିଏ କୁଆଡେ ଛିନ ଭିନ ପଳେଇଛନ୍ତି। ଯାହା ସତେ ଯେପରି ତାଙ୍କୁ ସେଠାରେ ଉଡେଇ ନେଇ ଗଲା ଯାହା କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।

ଆଉ ଏହି ଘଟଣା ଟି ଗୁଜୁରାଟର ଉଦୟପୁର ଠାରେ ବାହାଘର ହେବାକୁ ଥିଲା ଆଉ ବରଯାତ୍ରୀ ଯିବା ସମୟରେ ଏହିଭଳି ଦୃଶ୍ୟ ଘଟିଥିଲା ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହୋଇଛି। ଆଉ ଏହିଭଳି ମୁହୂର୍ତ୍ତ ରେ କାଳ ବୈଶାଖୀ ର ଏମିତି ତାଣ୍ଡବ ସହିତ ଭୀଷଣ ପବନ ବରଯାତ୍ରୀଙ୍କ ସହିତ ସେଠାରେ ସବୁ ଜିନିଷ କୁ ଉଡେଇ ନେଇଥିଲା ଆଉ ସମସ୍ତ ଲୋକ ମଧ୍ୟ କୁଆଡ଼େ କିଆଡ଼େ ଯିବାକୁ ଧାଇଁ ଥିଲେ। ଆଉ ଏହାକୁ ଭିଡ଼ିଓ କରି କେହି ଜଣେ ସୋସିଆଲ ମିଡ଼ିଆରେ ଛାଡି ଦେଇଥିଲେ ଯାହା ଏବେ ଭାଇରଲ ହୋଇଛି।

ଆପଣ ମାନେ ସମସ୍ତେ ଜାଣିଥିବେ ସାଧାରଣ ଭାବରେ ବାହାଘର ହେଲେ କିପର ସବୁ ସଜ୍ଜା ସାଜି ହୋଇଥାଏ ତାପରେ ଏହିପରି ଘଟଣା ତାହା ସେଠାରେ ଫିକା ପକେଇ ଦେଇଥିଲା।ଆଉ ଏହିପରି ଘଟଣା ଯାହା ବି ହେଉ ତାହା ଅତି ଦୁଃଖଦ ଥିଲା କାରଣ ଏମିତି ଏକ ହସଖୁସି ସମୟରେ ଯାହା ଘଟିଗଲା ତାହା ପ୍ରକୃତିର ରୂପ। ଏମିତି ଘଟଣା କୁ ଦେଖିବା ପରେ ଅନେକ ଏହାକୁ ଶେୟାର ମଧ୍ୟ କରିଛନ୍ତି। ଏହାରି ଭିତରେ ଏତେ ବଡ଼ପ୍ରୋଗ୍ରାମ ଭିତରେ ଏମିତି ଦୃଶ୍ୟ ଯାହା ସେଠାରେ ହାହାକାର ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.