Swastik Tv News Odisha

Breaking News – ଏବେ ଏବେ କଳାକାର ଜଗତରୁ ଆସିଲା ବଡ ଦୁଖଦଃ ଖବର ! ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ହେଲା ଆକସ୍ମିକ ମୃତ୍ୟୁ… ସମସ୍ତଙ୍କ ହୃଦୟରେ କରୁଥିଲେ ରାଜ…

0

ଆଉ ନାହାନ୍ତି ଓଡ଼ିଶା ର ଗର୍ଵ ଗୌରବ ପଦ୍ମଶ୍ରୀ ବୀଣାପାଣି ମହାନ୍ତି, ଯାହା ଙ୍କର ଲେଖା ପଡି ହଜାର ହଜାର ଲୋକେ ନିଜ ଜୀବନ ଓ ସ୍ୱପ୍ନ କୁ ଖୋଜି ପାଇଛନ୍ତି ଆସି ସେ ଆମ ସମସ୍ତ ଙ୍କୁ ଛାଡି ଦେଇ ପର କରି ଚାଲିଯାଇଛନ୍ତି। ତେବେ ବନ୍ଧୁଗଣ ଆମେ କହୁଛନ୍ତି ସେହି ପବିତ୍ର ପାଟଲେଖି ବୀଣାପାଣି ଙ୍କର ବିଷୟ ରେ।ତେବେ ଆଜି ସକାଳ ର ସୂର୍ଯ୍ୟ ଉଦୟ ହେବା ସହ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବୀଣାପାଣି।ତେବେ ବନ୍ଧୁଗଣ ଏହି ସବୁ ତ ସମୟ ର ଖେଳ ଆଉ ଏହି ଜୀବନ ରେ ମୃତ୍ୟୁ ଓ ଜନ୍ମ କେବଳ ଦୁଇ ଟି ସତ୍ୟ ହୋଇଥାଏ। ଆଉ ମୃତ୍ୟୁ କେତେବେଳେ କାହାକୁ ନେବାକୁ ଆସିଥାଏ ତାହା ସୂଚନା ଦେଇ ନଥାଏ।

ତେବେ ସୂଚନା ଅନୁସାରେ ଆମ ଓଡ଼ିଆ ର ପ୍ରସିଦ୍ଧ ସାହିତ୍ୟିକା ଙ୍କର ପୂଜ୍ୟ ତଥା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କର ଦେହାନ୍ତ ହୋଇଛି। ତେବେ ଗତକାଲି କଟକ ସ୍ଥିତ ତାଙ୍କର ଘରେ ମୃତ୍ୟୁ ହୋଇଥିଲା ତେବେ ମୃତ୍ୟୁ ସମୟ ବେଳକୁ ବୀଣାପାଣି ଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ତେବେ ତାଙ୍କର ମୃତ୍ୟୁ ର ଖବର ଶୁଣିବା ପରେ ବୀଣାପାଣି ଙ୍କର ଘର କୁ ହଜାର ହଜାର ଲୋକ ତଥା ଲେଖକ ଓ ଲେଖିକା ଙ୍କର ସୁଅ ଛୁଟି ଆସିଥିଲା।ତେବେ ଚଳିତ ବର୍ଷ ସେ ପଦ୍ମଶ୍ରୀ ପୁରସ୍କାର ରେ ମଧ୍ୟ ପୁରସ୍କୃତ ହୋଇଥିଲେ।

ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ବୀଣାପାଣି ଜଣେ ବୈଶିଷ୍ଟ୍ୟ ତଥା ଏହିପରି ସାହିତ୍ୟିକ ଥିଲେ ଯାହାଙ୍କ ର ଲେଖା ରେ ଜୀବନ ଭରି ରହିଥିଲା। ସେ ପ୍ରଥମ ଥର ପାଇଁ ୧୯୬୦ ମସିହାରେ ନିଜର ଲେଖା ଆରମ୍ଭ କରିଥିଲେ ଆଉ ସେହି ଗଳ୍ପ ର ନାମ ଥିଲା “ଗୋଟିଏ ରାତିର କାହାଣୀ”।ଆଉ ଏହା ପର ଠାରୁ ସେ କେବେବି ପଛ କୁ ଦେଖି ନଥିଲେ ଗୋଟିଏ ପରେ ଗୋଟିଏ ମୁଲ୍ୟବଧ୍ କାହାଣୀ ସେ ସାରା ଜଗତ କୁ ଦେଖାଇ ଥିଲେ ନିଜ ଲେଖା ମାଧ୍ୟମ ରେ।

ତେବେ ତାଙ୍କର ଏହି ଲେଖା ମାନଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଥିଲା “ପାଟଦେଇ” ଆଉ ଏହି ପାଟଦେଇ କାହାଣୀ ପାଇଁ ପ୍ରଥମ ଥର ତାଙ୍କୁ ମିଳିଥିଲା ସାହିତ୍ୟିକ ଏକାଡେମୀ ର ପୁରସ୍କାର ଯାହା ଥିଲା ତାଙ୍କର ଲେଖିକା ର ପ୍ରଥମ ପରିଚୟ। ଆଉ ଏହି ପତ୍ରିକା ପାଇଁ ଲୋକମାନେ ବୀଣାପାଣି ମହାନ୍ତି ଙ୍କୁ ପାଟଦେଇ ବୋଲି କୁହାଯାଏ।ଏହା ପରେ ଚଳିତ ବର୍ଷ ରେ ସେ ପଦ୍ମଶ୍ରୀ ପୁରସ୍କାର ଦ୍ବାରା ସଂମାନିତ ହୋଇଥିଲେ। ମାତ୍ର ଆଜି ଆଉ ସେ ଆମ ସହ ନାହାନ୍ତି , ବୀଣାପାଣି ଙ୍କୁ ହରାଇ ଓଡ଼ିଶାର ଏକ ବହୁତ ବକ ଲସ ହୋଇଛି।ତେବେ ତାଙ୍କର ଆତ୍ମା ର ସଦ୍ଗତି ପାଇଁ ଆମେ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.