Swastik Tv News Odisha

କାହା ଓଠର ପ୍ରଶଂସା କରୁଥିଲା Sonali, ସୌମ୍ୟର ନା ଆଉ କାହାର… ଦେଖନ୍ତୁ ଭାଇରାଲ Video

0

ଆଜିକାଲିର ଆଧୁନିକ ସମାଜରେ ଯୁବକ ଯୁବତୀ ମାନଙ୍କ ପାଇଁ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ପୂର୍ଵ ଭଳି ବର୍ତ୍ତମାନ ସମୟରେ ପ୍ରକୃତ ଭଲ ପାଇବା କେଉଁ ଆଡେ ବି ଦେଖିବା ପାଇଁ ମିଳୁନାହିଁ। ସବୁ ସ୍ଥାନରେ ଛଳନା, ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଉଭୟ ପୁଅ ଝିଅ ମଧ୍ୟରେ ପ୍ରକୃତ ଭଲ ପାଇବା ନ କରି ଜଣକ ସହିତ ଭଲ ପାଇ ଆଉ ଜଣଙ୍କୁ ଧରୁଛନ୍ତି। ଯିଏ ପ୍ରକୃତରେ ଭଲ ପାଉଛି ସିଏ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛି।

ଯେତେବେଳେ ଗୋଟିଏ ପୁଅ କିମ୍ବା ଝିଅ ଭଲ ପାଇବାରେ ବିଶ୍ୱାସ ନ ହେଉଛି। ତାହାକୁ ସହି ନପାରି ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ଅଘଟଣା ଘଟାଉଛନ୍ତି। ଏଭଳି ଅନେକ ଘଟଣା ଦେଖିବା ପାଇଁ ମିଳୁଛି। ଏଇ ଯେପରି ସୌମ୍ୟ ଏବଂ ସୋନାଲି କଥା ଦେଖନ୍ତୁ। ପ୍ରେମରେ ପ୍ରତାରିତ ହୋଇ ସୌମ୍ୟ ଜୀବନ ହାରିବା ପରେ ଗୋଟିଏ ଗୋଟିଏ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ସମ୍ପର୍କ ବିଷୟରେ।

ଆପଣ ମାନେ ନିଶ୍ଚିତ ଭାବରେ ସମସ୍ତେ ଜାଣିଥିବେ ଯେ ସୋନାଲି ଏବଂ ସୌମ୍ୟ ପରସ୍ପରକୁ ବହୁତ ଭଲ ପାଉଥିଲେ। ସୋନାଲି ହେଉଛନ୍ତି ଓଡିଆ ସିଙ୍ଗର ଏବଂ ସୌମ୍ୟ ହେଉଛି ଏକ ମଡେଲ ପରସ୍ପର ପ୍ରତି ସମ୍ମାନ ଏତେ ଗଭୀର ଭଲ ପାଇବା ଥିଲା। ତାଙ୍କ ଭିତରେ ଏତେ ଭଲ ପାଇବା ଥିଲା ଯେ ସୋନାଲିଙ୍କୁ ଏକ ମିନିଟ୍ ଆଗରେ ଛାଡି ରହି ପାରିବା ବହୁତ କଷ୍ଟ ଥିଲା। ହଠାତ୍ ସୋନାଲି ତାଙ୍କୁ ଧୀରେ ଧୀରେ ଭୁଲିବା ପାଇଁ ଲାଗିଲେ। ଧିରେ ଧିରେ ସେ ସିନା ତାଙ୍କୁ ଭୁଲିବା ପାଇଁ ଆରମ୍ଭ କଲେ ହେଲେ ସୌମ୍ୟ କିନ୍ତୁ ଭୁଲି ପାରିଲେ ନାହିଁ। ଏବଂ ଅନେକ ବୁଝାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ଏବଂ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଆତ୍ମହତ୍ୟା ନୋଟ ଲେଖିଥିଲେ। ସୋନାଲି ଅନ୍ୟ ଏକ ପୁଅକୁ ଭଲ ପାଉଥିଲେ।

ଏବଂ ସେଥିପାଇଁ ତାଙ୍କୁ ଛାଡିଦେଇ ସେ ପିଲା ସହିତ ମିଶିବା ପାଇଁ ସବୁବେଳେ ଚେଷ୍ଟା କଲେ। ପ୍ରତାରଣା ହୋଇ ଶେଷରେ ସେ ଆତ୍ମହତ୍ୟା ଭଳି ରାସ୍ତାକୁ ବାଛିନେଲେ। ସୋନାଲି ଏବଂ ସୌମ୍ୟର ଭଲ ପାଇବା ସମ୍ପର୍କ ବିଷୟରେ ଉଭୟ ପରିବାର ଜାଣିଥିଲେ। ଏବଂ ରାଜି ମଧ୍ୟ ସେ ହୋଇଯାଇଥିଲେ। ସୋନାଲି ମଧ୍ୟ ତାଙ୍କ ପରିବାରକୁ ଆସି ବାପା ମାଆ ବୋଲି ସମ୍ବଧନ କରୁଥିଲେ। ହେଲେ ମନ ମଧ୍ୟରେ ଏତେ ସ୍ୱାର୍ଥ ଲୁଚି ରହିଥିଲା ବୋଲି କେହି ଜାଣି ନଥିଲେ। ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ସୌମ୍ୟଙ୍କ ଓଠ ତାଙ୍କୁ ବହୁତ ଭଲ ଲାଗେ, ହେଲେ ତାଙ୍କୁ ଏଭଳି ଛଳନା କଲା ଯାହାର କାରଣ ତାର ଜୀଵନ ମଧ୍ୟ ନେଇଗଲା।

 

Leave A Reply

Your email address will not be published.