Swastik Tv News Odisha

ଆପଣଙ୍କର ନାମର ପ୍ରଥମ ଅକ୍ଷର S, R, B, M ରୁ ଆରମ୍ଭ ହୋଇଛି କି ? ଆପଣଙ୍କ ପାଇଁ ଖୁସି ଖବର ଶୀଘ୍ର ଦେଖନ୍ତୁ…

0

ବନ୍ଧୁମାନେ ଆମେ ସବୁବେଳେ ଭାଗ୍ୟ ଓ ଭବିଷ୍ୟତ କୁ ବହୁତ ବିଶ୍ୱାସ କରିଥାଉ ଆଉ ସେହି ଅନୁଯାୟୀ କାମ କରିବାକୁ ଚେଷ୍ଟା କରିଥାଉ ।ତେବେ ସରହି ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣିବାରେ ଆମ ନାମର ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ଆଉ ଶାସ୍ତ୍ରର ନିୟମ ଅନୁଯାୟୀ ନାମର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷରର ଯେଉଁ ଅକ୍ଷରରୁ ବି ଆରମ୍ଭ ହୁଏ ସେହି ଅନୁସାରେ ଜଣେ ମଣିଷ କେମିତି ତାହା ସହଜରେ ଜାଣିହୁଏ ।

ତେବେ ଆଜି ଆମେ S,R,B,M ଅକ୍ଷରରୁ ଯେଉଁ ମାନଙ୍କ ନାମ ଆରମ୍ଭ ହେଇଛି ସେହି ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଆଗକୁ ତାଙ୍କ ଜୀବନରେ କଣ ହେବାକୁ ଯାଉଛି ସେ ବିଷୟରେ କହିବୁ ।ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଏହି ଅକ୍ଷର ଗୁଡିକରୁ କୋଉଟି ବି ତାହେଲେ ଧ୍ୟାନ ଦେଇ ଜାଣନ୍ତୁ ଆପଣଙ୍କ ବିଷୟରେ ।

S ଅକ୍ଷରରୁ ଆରମ୍ଭ ହେଇଥିବା ବ୍ୟକ୍ତିମାନେ:-

ଏହି ନାମର ବ୍ୟକ୍ତି ମାନେ ଖୁବ ପରିଶ୍ରମୀ ଅଟନ୍ତି, ଏମାନେ ନିଜର ପରିଶ୍ରମ ଦ୍ଵାରା ସବୁକିଛି ପାଇ ପାରନ୍ତି ।ଏମାନେ ନିଜ ଉପରେ ନିଜ ଜୀଵନ ଉପରେ ଅଧିକ ଫୋକସ କରିଥାନ୍ତି ।ତେବେ ଏମାନେ ପ୍ରେମ ମାମଲାରେ ଟିକିଏ ଲାଜକୁଳା ପ୍ରକୃତିର ତେଣୁ ଏମାନେ ନିଜ ଭଲପାଇବାକୁ ସବୁବେଳେ ନିଜ ଭିତରେ ଲୁଚାଇ ରଖି ଥାଆନ୍ତି ।ଆଗାମୀ ସମୟରେ ଏମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବ ଓ ଢ଼ଂର ସମସ୍ୟା ବି ଦୁର ହେଇଯିବ ।

R ଅକ୍ଷରରୁ ଆରମ୍ଭ ହେଇଥିବା ବ୍ୟକ୍ତିମାନେ:-

ଏହି ନାମର ବ୍ୟକ୍ତି ମାନେ ଖୁବ ନିଷ୍ଠାପର ସ୍ୱାଭବର ହେଇଥାନ୍ତି, ଆଉ ସବୁବେଳେ ଅନ୍ୟ କଥା ଭାବି ଥାଆନ୍ତି ।ତେବେ ଏମାନେ ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରନ୍ତି ଓ ସବୁବେଳେ ହସ ଖୁସିରେ ରହିବାକୁ ପସନ୍ଦ କରନ୍ତି ।ଆଗକୁ ଏମାନଙ୍କ ର ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ଗତ ସମସ୍ୟା ଦୂର ହେଇ ଯିବ ।

B ଅକ୍ଷରରୁ ଆରମ୍ଭ ହେଇଥିବା ବ୍ୟକ୍ତିମାନେ:-

ଏହି ନାମର ବ୍ୟକ୍ତି ମାନଙ୍କ ହୃଦୟ ଖୁବ କୋମଳ ହେଇଥାଏ ଆଉ ସବୁବେଳେ ଅନ୍ୟକୁ ସହାୟତା କରିବାକୁ ପସନ୍ଦ କରନ୍ତି ।କିନ୍ତୁ ନିଜ କଥା କାହାକୁ କହନ୍ତି ନାହିଁ ନିଜର ଭାବନାକୁ ସମସ୍ତଙ୍କ ଠାରୁ ଲୁଚେଇ ରଖନ୍ତି ।ତେବେ ଆଗାମୀ ଜୀବନରେ ଏମାନଙ୍କ ଶରୀର ସୁସ୍ଥ ରହିବ ଭଲପାଇବା ସମ୍ୱନ୍ଧରେ ସଫଳ ହେବେ ।

M ଅକ୍ଷରରୁ ଆରମ୍ଭ ହେଇଥିବା ବ୍ୟକ୍ତିମାନେ:-

ଏହି ନାମର ବ୍ୟକ୍ତି ମାନେ ପାଠ ପ୍ରତି ଖୁବ ଯତ୍ନଶୀଳ ଓ ଖେଳ କୁଡ଼ରେ ଏମାନଙ୍କ ମନ ଲାଗିରହେ ।କିନ୍ତୁ ଏମାନଙ୍କ ମନ ସବୁବେଳେ ବିଚଳିତ ହେଇଥାଏ ,ଆଗାମୀ ଜୀବନରେ ଆପଣଙ୍କ ର ଅଟକି ରହିଥିବା ସବୁ କାମ ପୂର୍ଣ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.