Swastik Tv News Odisha

Singer Pragyan ଙ୍କ ସହ ଠୁମକା ଲଗେଇଲେ ଭାଇରାଲ ବୟ ଶାନ୍ତନୁ… ମାତ୍ର 4 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ କୁନି ବାଳକ ଶାନ୍ତନୁ ଯିଏକି ଭାଇରାଲ ବୟ ନାମରେ ବେଶ୍ ପରିଚିତ ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏତେ ଚମତ୍କାର ଭାବରେ ସେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଆଉ ଏହାକୁ ଶୁଣି ସମସ୍ତେ ବହୁତ୍ ପସନ୍ଦ କରିବା ସହ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଇଛନ୍ତି। ଯାହାକୁ ଶୁଣି ବହୁତ୍ ଖୁସି ଲାଗୁଛି। ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ।

ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନଟା ଖୁସିରେ ପୂରି ଉଠେ। କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ। ତେବେ ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। କୁନି ପିଲା ମାନଂକର ଅନେକ ସୀଙ୍ଗୀଙ୍ଗର ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

କାରଣ ଛୋଟ ଛୋଟ ପିଲା ମାନଙ୍କର ଗୀତ ଶୁଣିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଜଣେ ଛୋଟ ବାଳକ ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି, ଯାହାର ନାମ ହେଉଛି ଶାନ୍ତନୁ କୁମାର ମହାନ୍ତି।ଶାନ୍ତନୁ ତାର ସୁମଧୁର ସ୍ଵରରେ କିପରି ଭାବରେ ଏହି ରୋମାଣ୍ଟିକ ଗୀତ ଷ୍ଟେଜ ଉପରେ ଗାଉଛନ୍ତି ଥରେ ଶୁଣନ୍ତୁ।

ଏହି ଗୀତଟି ହେଉଛି, ତୋର କୁଞ୍ଚୁକୁଞ୍ଚିଆ ବାଳରେ ନନୀ ଛନ୍ଦି ହେଇଛି ମୋ ମନ। ଭାଇରାଲ ବୟ ଶାନ୍ତନୁ ଯେଉଁଭଳି ଭାବରେ ଏ ଗୀତକୁ ଅଭିନୟ ଦେଖାଇ ଏହି ଷ୍ଟେଜ ପ୍ରୋଗ୍ରାମରେ ଗାଉଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ଏବଂ ଏହାକୁ ଶୁଣି ସମସ୍ତ ଦର୍ଶକ ବହୁତ୍ ଖୁସି ହୋଇଥିବା ଦେଖିବାକୁ ମିଳୁଛି। ଏହାଛଡ଼ା ଗାୟିକା ପ୍ରଜ୍ଞା ହୋତାଙ୍କ ସହିତ ସେ କମେଡି କରି ସୁର ବାବୁଙ୍କ ଡ଼ାଇଲାଗ ମାଡ଼ିଚାଲ ବୋଲି କହୁଛନ୍ତି। ଏହାକୁ ଶୁଣି ସମସ୍ତେ ହସୁଛନ୍ତି। ତେବେ ଆପଣ ବି ଶାନ୍ତନୁର ଏହି ସ୍ୱରକୁ ଶୁଣିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.