Swastik Tv News Odisha

ଅଟକା ଅଟକା ମୁଁ ମରିଯିବି… ମୁଁ ମରିଯିବି… ଦେଖନ୍ତୁ Video

0

ଏମିତି ବେଳେ ବେଳେ ସୋସିଆଲ ମିଡ଼ିଆରେ କିଛି ଅଭୁତ ଘଟଣା ସାମ୍ନାକୁ ଆସିଥାଏ ଯାହା ସମସ୍ତେଙ୍କୁ ଚମକାଇ ଦେଇଥାଏ। ଏହିଠାରେ କିଛି ସେହିପରି ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଆଉ ଏଠାରେ ଜଣେ ଡ୍ରାଇଭର କିଛି ଅଲଗା କରିଛନ୍ତି ଯାହା ବୋଧ ହୁଏ ଆଗରୁ ଦେଖି ନଥିବେ। ଜଣେ କର୍ମଚାରୀ ଙ୍କୁ ଡ୍ରାଇଭର ଟ୍ରକ ଆଗରେ ଉଠାଇ ନେଇଥିଲେ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା।

ଏହିଠାରେ ଏକ ଅଭୁତ ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରା ରେ ଭାଇରଲ ହୋଇଛି। ଆଉ ଏମିତି ଘଟଣା ଯାହା ଆପଣ ବୋଧ ହୁଏ ଆଗରୁ କେବେ ଦେଖି ନଥିବେ। ଆଉ ଏହି ସମୟରେ ସେହି ବ୍ୟକ୍ତି ଜଣଙ୍କ ଯାହା କରିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ବ୍ୟକ୍ତି ଯେପରି କାର୍ଯ୍ୟ କରି ଛନ୍ତି ତାହାକୁ ନେଇ ବିଭିନ୍ନ ମହଲ ରେ ଚର୍ଚ୍ଚା। ଆଉ ସେହି ଵ୍ୟକ୍ତି ଙ୍କର ଏମିତି କାର୍ଯ୍ୟ କଳାପ ତାହା ସମସ୍ତଙ୍କୁ ଚମକାଇ ଦେଇଛି। ସେହି ବ୍ୟକ୍ତି ଏମିତି କିଛି କରିବା ପରେ ଭିଡ଼ିଓ ଟି ଭାଇରଲ ହେବାରେ ଲାଗିଛି।

ବେଳେ ବେଳେ ଏମିତି କିଛି ଘଟଣା କୁ ସମସ୍ତେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଏବେ ସେହି ଯୁବକ ଜଣଙ୍କ ନିଜର କିଛି ଅଧିକାର ପାଇଁ ସବୁ କିଛି କରିବାକୁ ପଛାଉ ନାହାଁନ୍ତି। ଆଉ ସେହି ଯୁବକ ଜଣଙ୍କ ହେଲେ ଟ୍ରକ ର ଡ୍ରାଇଭର ସହ ବହୁତ ସମୟ ଧରି ବିବାଦ କରିବା ପରେ ଏମିତି କରିଛନ୍ତି। ଏଠାରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଟ୍ରକ ର ଆଗ ପଟ କୁ ଧରି ପ୍ରାୟତଃ 10 କିଲୋମିଟର ଆଗକୁ ପଳେଇ ଆସିଛନ୍ତି ଯାହା ଭିଡ଼ିଓ ରେ ଦେଖିବାକୁ ମିଳିଛି। ଆଉ ଏହି ଭିଡ଼ିଓ ଦେଖିବା ପରେ ପ୍ରଥମେ ସମସ୍ତେ ଚମକି ପଡିଛନ୍ତି ହେଲେ ପରବର୍ତ୍ତୀ ଶୁଣିବାକୁ ମିଳୁଛି କିଛି ଏହି ଘଟଣା ର କାରଣ।ଆଉ ସେହି ଡ୍ରାଇଭର ର ସାହସ ଦେଖିବା ପରେ ସମସ୍ତେ ଡରି ମଧ୍ୟ ଯାଉଛନ୍ତି। ଟ୍ରକ ଡ୍ରାଇଭର ର ଏମିତି ରାଗ ତାଙ୍କର ଯାହା ପାଇଁ ଜଣେ ସରକାରୀ କର୍ମଚାରୀ ଙ୍କୁ ଜବରଦସ୍ତ ଉଠାଇ ନେଇ ଆସିଥିଲେ।

ଆପଣ ମାନେ ଜାଣିଛନ୍ତି ଯେ ରାସ୍ତା ଉପରେ ଗାଡି ଚଲେଇବାକୁ ହେଲେ ସବୁ ଗାଡିର କାଗଜପତ୍ର ରହିବା ଦରକର ତାହା ସହିତ ସରକାରଙ୍କ ସବୁ ନିୟମ ସମ୍ପର୍କରେ ଅବଗତ ରହିବା ଆବଶ୍ୟକ । ଏହି ଠାରେ ସେହି ଟ୍ରକ ଡ୍ରାଇଭର ଜଣଙ୍କ ଫାଷ୍ଟ କାର୍ଡ ନେଇ କିଛି ତର୍କ ବିତର୍କ ହୋଉଥିଲା ଟୋଲ ଗେଟ କର୍ମଚାରୀ ଙ୍କ ସହିତ ଯାହା ପାଇଁ ଏମିତି ସବୁ ଘଟି ଥିବା ନେଜ ସୂଚନା ମିଳିଛି। ଆଉ ସେହି ବ୍ୟକ୍ତି ଜଣଙ୍କ ରାଗରେ ତାଙ୍କୁ ନେଇ ଆସିଥିଲେ ଏତେ ଦୂର କୁ। ଆଉ ଶେଷରେ ଏହି ଘଟଣା କୁ ନେଇ ପୋଲିସ ତଦନ୍ତ ଚଲେଇଛି।

 

Leave A Reply

Your email address will not be published.