Swastik Tv News Odisha

( ପାଉଁଜି ଏବଂ ଝୁଣ୍ଟିଆ ) – ସ୍ୱାମୀ ଜୀବନରେ ଆଣେ ଦୁଃଖ ଏବଂ କଷ୍ଟ ଜାଣି ରଖନ୍ତୁ ଏହି ଭୟଙ୍କର କଥା

0

ବନ୍ଧୁମାନେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ବିବାହ ପରେ ମହିଳା ମାନେ କିଛି ନିର୍ଦ୍ଦିଷ୍ଟ ଗହଣା ପରିଦିନ ପରିଧାନ କରିବା ଉଚିତ ଯାହା ଦ୍ୱାରା ନାରୀ ମାନଙ୍କ ଜୀଵନରେ ସବୁ ବେଳେ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ରହିଥାଏ ।ତେବେ ଆମ ଶାସ୍ତ୍ର ଅନୁଯାୟୀ ପ୍ରତିଦିନ ବ୍ୟବହାର କରାଯାଉ ଥିବା ଗହଣା ଗୁଡିକ ର କିଛି ନିର୍ଦ୍ଦିଷ୍ଟ ବିଶେଷତ୍ୱ ରହଛି ଆଉ ସେହି ଗହଣା ଗୁଡିକ କିପରି ଓ କେମିତି ଡିଜାଇନ ର ହେଲେ ତାହା ଆପଣଙ୍କ ପାଇଁ ଖୁବ ଶୁଭ ହୁଏ ସେ ବିଷୟରେ ବି ଶାସ୍ତ୍ରରେ ରହିଛି ।

ତେବେ ଆମେ ଆଜି କଥା ହେବୁ ପାଉଁଜି ଓ ଝୁଣ୍ଟିଆ ବିଷୟରେ, ତେବେ ପ୍ରତ୍ୟେକ ବିବାହିତ ନାରୀ ମାନେ ବିବାହ ପରେ ଏହି ଦୁଇଟି ଗହଣା ନିଶ୍ଚିତ ପିନ୍ଧିବା ଦରକାର ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ଘରେ ସକରାତ୍ମକ ରହିଥାଏ କିନ୍ତୁ ଏହାକୁ ଯଦି ଠିକ ଭାବରେ ପରିଧାନ ନ କରାଯାଏ ତାହେଲେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ ।
ତେବେ ଆଜି ଜାଣି ନିଅନ୍ତୁ କେମିତି ଏହି ଦୁଇଟି ଗହଣା ପିନ୍ଧିବା ଦରକାର ।

ପାଉଁଜି ଓ ଝୁଣ୍ଟିଆ କୁ କେମିତି ପିନ୍ଧିଲେ କୁଫଳ ମିଳିଥାଏ:-

-ବିବାହିତା ମହିଳା ମାନେ ନିଜର ପିନ୍ଧିଥିବା ପାଉଁଜି କୁ ଆଉ କାହାକୁ ପିନ୍ଧିବାକୁ ଦିଅନ୍ତୁ ନାହିଁ ।ଏହା କପେ ଘରକୁ କଲହ,ଆଶାନ୍ତି ଦୁର୍ଦ୍ଦଶା ର ଆମନ୍ତ୍ରଣ ହେଇଥାଏ ,ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଓ ଆୟୁଷ ଉପରେ ପ୍ରଭାବ ପକେଇ ଥାଏ ଓ ସ୍ୱାମୀ ଙ୍କ ଚରିତ୍ର ଉପରେ ବି ପ୍ରଭାବ ପକେଇ ଥାଏ ।

-ଶାସ୍ତ୍ରରେ ଏହା ବି କୁହାଯାଇଛି କି ଭଙ୍ଗା, ଫଟା ଓ ଘୁଙ୍ଗୁର ଝଡ଼ି ପଡିଥିବା ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଭଲ ନୁହେଁ ।ଆଉ ପିନ୍ଧିଥିବା ପାଉଜିର ଘୁଙ୍ଗୁର ବାଜୁ ନଥିଲେ ତାହା ଦ୍ୱାରା ଘରକୁ ନକରାତ୍ମକ ଆଗମନ ହେଇଥାଏ ।

-ବାହାରେ କୋଉ ପାଉଁଜି ଓ ଝୁଣ୍ଟିଆ ଘରକୁ ଆଣନ୍ତୁ ନାହିଁ କାରଣ ସେଥିରେ ତନ୍ତ୍ର ମନ୍ତ୍ରର ପ୍ରୋୟଗ ହେଇଥାଏ ।

କଣ ସୁଫଳ ମିଳେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିଲେ:-

-ନାରୀ ମାନେ ହେଉଛନ୍ତି ଘରର ଲକ୍ଷ୍ମୀ ସେମାନେ ଷୋଳ ଶୃଙ୍ଗାର ହେଲେ ସେମାନେ ଆହୁରି ସୁନ୍ଦର ଦେଖା ଯାଆନ୍ତି ଓ ଘରେ ସୁଖ ଶାନ୍ତି ଲାଗି ରହେ ।ପାଉଜିର ଧ୍ଵନି ଯୋଗୁ ପୁରୁଷ ମାନଙ୍କୁ ଆକର୍ଷଣ କରିଥାଏ ମହିଳା ମାନଙ୍କ ପାଖକୁ ।

-ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ପରମ୍ପରା କୋଉ କାଳରୁ ଚାଲି ଆସୁଛି ତେବେ ଏହା ପିନ୍ଧିବା ଦ୍ୱାରା ହାଡ଼,ଶିରା ପ୍ରଶିରା ଠିକ ରହେ ଓ ଗର୍ଭାଶୟ ବି ମଜବୁତ ହୁଏ ।

-ରୂପାର ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଯୋଗୁଁ ଆପଣଙ୍କ ଶରୀର ସବୁବେଳେ ସୁସ୍ଥ ରହିଥାଏ ।ଝୁଣ୍ଟିଆ କୁ ପାଦର ଦ୍ଵିତୀୟ ଆଙ୍ଗୁଳିରେ ଟାଇଡ଼ କରି ପିନ୍ଧିଲେ ଏହା ଖୁବ ଭଲ ହେଇଥାଏ ।ଆୟୁର୍ବେଦ ଅନୁଯାୟୀ ରୂପାର ଧାତୁ ପିନ୍ଧିବା ଦ୍ଵାରା ଶରୀର ଦୃଡ଼ ହୁଏ ।ତେବେ ପାଦରେ ସୁନାର କିଛି ପିନ୍ଧିବା ଅନୁଚିତ ।ତେବେ ପାଉଜିର ଘୁଙ୍ଗୁରର ଶବ୍ଦ ଦ୍ୱାରା ଘରେ ସକରାତ୍ମକ ଆସିଥାଏ ଦେବାଦେବୀ ମାନଙ୍କର ଆଶୀର୍ବାଦ ମିଳିଥାଏ,ମାତା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.