Swastik Tv News Odisha

OMG ! ନିଜର କୁନି ଝିଅ କୁ ଧରି ଆତ୍ମହତ୍ୟା କଲେ ସ୍ୱାମୀ ସ୍ତ୍ରୀ… ଦେଖନ୍ତୁ Shocking ଭିଡ଼ିଓ

0

ଏମିତି ବେଳେ ବେଳେ ସୋସିଆଲ ମିଡ଼ିଆରେ ଘଟଣା ଭିନ୍ନ ଭିନ୍ନ ପ୍ରକାରର ଏବଂ ସମୟରେ ଲୋକ ଲୋଚନକୁ ଆସିଥାଏ ଯାହା ସମସ୍ତେଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଆଉ ଏବେ ସେହି ପରି ଏକ ଘଟଣା ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯାହାକୁ ଦେଖିବା ପରେ ସମସ୍ତେ ଚମକି ପଡିଛନ୍ତି। ଏଠାରେ ସ୍ୱାମୀ ଓ ସ୍ତ୍ରୀ ସହିତ ଛୁଆ ସମସ୍ତେ ଆତ୍ମହତ୍ୟା କରିଦେଲେ ଯାହା ଘଟଣା ସମ୍ପର୍କରେ ଏଠାରେ ଜାଣିବାକୁ ମିଳିଛି।

ଏଠାରେ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଆଉ ଏମିତି ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏବେ ଘଟଣା ଟି କୁ ନେଇ ପୋଲିସ ତାର ତଦନ୍ତ ଜୋରଦାର ଚଲେଇଛି ଯାହା ଏହିଠାରେ ସୂଚନା ଯୋଗ୍ୟ। ଆଉ ଏମିତି ଘଟଣା ଟିରେ ଯେପରି ସମସ୍ତେଙ୍କ ଜୀବନ ଯାଇଛି ତାହାକୁ ନେଇ ଏବେ ସମସ୍ତେ ସସପେନ୍ସ ରହିଛନ୍ତି। ଏବେ ଘଟଣା ଟିରେ ଗୋଟିଏ ପରିବାର ସବୁ କିଛି ନଷ୍ଟ ହୋଇ ଯାଇଛି ଯାହା ଏବେ ସୁଚନା ମିଳିଛି। ଆଉ ଏହିଠାରେ ସ୍ୱାମୀ ଓ ସ୍ତ୍ରୀ ,ପିଲା ସମସ୍ତେ ଗୋଟିଏ ଜାଗାରେ ରହୁଥିଲେ ଯାହା ଏବେ ଜାଣିବାକୁ ମିଳିଛି।

ଏହିଠାରେ ଏବେ ପରିବାର ର ସମସ୍ତ ଲୋକ ଆତ୍ମହତ୍ୟା କରି ଦେଲେ ଯାହା ଏବେ ଜାଣିବାକୁ ମିଳିଛି। ଆଉ ଏହାକୁ ନେଇ ସମସ୍ତେ ଚମକି ପଡ଼ିଥିଲେ ଏବଂ ସେ ଯେଉଁ ଜାଗାରେ ରହୁଥିଲେ ସେଠାରେ ଲୋକ ମାନେ ଭଲ ଭାବରେ ଜଣା ନାହିଁ। ଆଉ ଏଠାରେ ମାଲିକ କିଛି ମୁହଁ ଖୋଲିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି ସେ କହୁଛନ୍ତି ଯେ ତାଙ୍କର କିଛି ଦିନ ଆଗରୁ ନିଜ ନିଜ ଭିତରେ ତର୍କ ବିତର୍କ ଲାଗି ରହିଥିଲା ଯାହାର ପରିଣାମ ଏମିତି ହୋଇଗଲା।ଆଉ ତାଙ୍କର ପାରିବାରିକ କଳହ ର ଏମିତି କାଣ୍ଡ ଘଟିଗଲା ଯାହା ଏଠାରେ ସୂଚନା ଯୋଗ୍ୟ। ସେହି ପରିବାରର ସ୍ୱାମୀ ଓ ସ୍ତ୍ରୀ ଏବଂ ନିଜର ଛୁଆ କୁ ଧରି ଆତ୍ମହତ୍ୟା କରିଥିବା ନେଇ ଏଠାରେ ସୂଚନା ମିଳିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏବେ ସମସ୍ତେ ଏହାର ଠିକ ଭାବରେ ଘଟଣା ସମ୍ପର୍କରେ କହି ପାରୁନାହିଁ ଯାହା ଏବେ ତାଙ୍କର ମାଲିକ କହୁଛନ୍ତି।

ଆଉ ସେ ପରିବାର ସହିତ ଭୁବନେଶ୍ବର ଠାରେ ରହୁଥିଲେ ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ସ୍ୱାମୀ ଓ ସ୍ତ୍ରୀ ଏବଂ ଛୁଆ ସମସ୍ତେ ଏହୂ ଘଟଣା ଟିରେ ଜୀବନ ଚାଲିଗଲା ଯାହା ର ସତ୍ୟତା ସମ୍ପର୍କରେ କେହି ଭଲ ଭାବରେ ଜାଣି ନାହାଁନ୍ତି। ଆଉ ଏହି ଘଟଣା ଘଟିବା ବେଳେ କେହି ଜାଣି ପାରି ନଥିଲେ ଏବଂ ସେହି ସମୟରେ ମାଲିକ ମଧ୍ୟ କିଛି ପ୍ରୟାସ କରିଥିଲେ ତାଙ୍କୁ ସେଠାରେ ଉଦ୍ଧାର କରିବା ପାଇଁ। ଆଉ ଏବେ ସୋସିଆଲ ମିଡ଼ିଆରେ ଏହି ଘଟଣା ଟି ଚର୍ଚ୍ଚା ରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.