Swastik Tv News Odisha

ଶ୍ରୀକ୍ଷେତ୍ର ଶ୍ମଶାନକୁ ସ୍ବର୍ଗଦ୍ବାର କାହିଁକି କୁହାଯାଏ ? ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ବେଳେ ବେଳେ ଏମିତି କିଛି ଘଟଣା ନଜରକୁ ଆସିଥାଏ ଯେଉଁଠାରେ ବିଭିନ୍ନ ରହସ୍ୟ ମୟ ଘଟଣା ସମ୍ପର୍କରେ ସମସ୍ତଙ୍କ ସାମ୍ନାକୁ ଆସି ଯାଇଥାଏ। ଆଉ ଏହି ଠାରେ ଆମ ମହାପ୍ରଭୁଙ୍କ ସମ୍ପର୍କରେ କିଛି ଭିଡ଼ିଓ ଭାଇରଲ ହୋଇଛି। ଆଉ ଅନେକ ଲୋକ ମାନଙ୍କ ମନ ରେ ପ୍ରଶ୍ନ ଆସୁଥିବା ଯେ ପୁରୀ ରେ ଯେଉଁ ସ୍ୱର୍ଗ ଦ୍ୱାର ହୋଇଛି ତାହା କଣ ପାଇଁ ସେଠାରେ ହୋଇଛି ଏବଂ ଏମିତି ନାଁ କଣ ପାଇଁ ଦିଆ ଯାଇଛି କିନ୍ତୁ ଏବେ ସେ ସମ୍ପର୍କରେ ଜାଣିବାକୁ ମିଳିଛି ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ବିଭିନ୍ନ ସମୟରେ ଏମିତି ଅନେକ ପ୍ରଶ୍ନ ରହିଛି ଯାହାର ରହସ୍ୟ ସମ୍ପର୍କରେ କେହି ଜାଣି ନ ଥାଆନ୍ତି ଆଉ ଏହା ବେଳେ ବେଳେ ସମସ୍ତଙ୍କ ସାମ୍ନାକୁ ମଧ୍ୟ ଆସିଥାଏ ଯାହା ଏଠାରେ କିଛି ନଜରକୁ ଆସିଛି। ଆଉ ଏହିଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କରେ କିଛି ରହସ୍ୟ ବିଭିନ୍ନ ସମୟରେ ଜାଣିବାକୁ ମିଳି ଥିବା ବେଳେ ଏବେ ତାଙ୍କର ଲୀଳା ଏବର ସାରା ଦୁନିଆ କୁ ଆଶ୍ଚର୍ଯ୍ୟ କରି ଦେଇଛି ଯାହା ପାଇଁ ସାରା ବିଶ୍ୱ ଏବେ ତାଙ୍କ ପଖାକୁ ଆସି ପହଞ୍ଚି ଥାଆନ୍ତି। ଆଉ ବିଭିନ୍ନ ଦେଶ ଓ ବିଦେଶ ରୁ ଲୋକ ମାନେ ତାଙ୍କୁ ଦର୍ଶନ ପାଇଁ ପଳେଇ ଆସି ଥାଆନ୍ତି କାରଣ ମହାପ୍ରଭୁଙ୍କ ଏମିତି ମହିମା ଓ ଶକ୍ତି ରହିଛି ଯାହାକୁ ଏବେ ସାରା ସଂସାରର ଲୋକ ମାନେ ନାମ ଜପି ଥିବାର ଜାଣିବାକୁ ମିଳୁଛି।

ଆଉ ସେ ହେଲେ ଆମ ହିନ୍ଦୁ ଧର୍ମର ଏକ ବଡ଼ ଠାକୁର ଯାହା ଏବେ ସ୍ଵଜ ବିଶ୍ୱ ବାସୀଙ୍କ ଠାକୁର ହୋଇଛନ୍ତି। ତାଙ୍କର ବିଭିନ୍ନ ସ୍ଥାନରେ ମନ୍ଦିର ମଧ୍ୟ ଦେଖୁବାକୁ ମିଳି ଥାଏ। ଆଉ ଏଠାରେ ତାଙ୍କ ନିକଟରେ ଥିବା ସ୍ୱର୍ଗ ଦ୍ୱାର ସମ୍ପର୍କରେ କିଛି ରହସ୍ୟ ଜାଣିବାକୁ ମିଳିଛି ଯାହା ଏଠାରେ ଜଣେ ବ୍ୟକ୍ତି କହିଛନ୍ତି। ଆଉ ଏଠାରେ ଥିବା ସ୍ୱର୍ଗ ଦ୍ୱାର ଟି ବହୁତ ପୁରାତନ ସମୟର ଏକ କାହାଣୀ ରହିଛି ଯାହା ବିଶେଷ ସୂତ୍ରରୁ ଜଣା ପଡ଼ିଛି। ଏଠାରେ ଜାଣିବାକୁ ମିଳିଛି ଯେ ବହୁ ବର୍ଷ ପୂର୍ବେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ତଳୁଛ ମହାପାତ୍ର ନାମକ ଏକ ସେବାୟତ କରୁଥିଲେ ଆଉ ସେହି ସମୟରେ ଭଗବାନ ଙ୍କୁ ଦର୍ଶନ ଲାଗି ବିଭିନ୍ନ ଦେବା ଦେବୀ ମାନେ ପହଂଚି ଥାଆନ୍ତି ।

ସେହି ସମୟରେ ଏହି ସେବାୟତ ଜଣଙ୍କ ଦେବତା ଙ୍କୁ ଦେଖିବା ଲାଗି ସ୍ଵଜ ଦ୍ୱାର ବନ୍ଦ କରି ଦେବା ପରେ ଯେଉଁ ପଟେ ସମୁଦ୍ର କୂଳରୁ ସ୍ୱର୍ଗ ଯାଇଥିଲେ ସେହି ସ୍ଥାନକୁ ସ୍ୱର୍ଗ ଦ୍ୱାର କୁହାଯାଏ ବୋଲି ଏଠାରେ ଶୁଣିବାକୁ ମିଳିଛି। ଆଉ ଏହି ଠାରେ ଆଉ ଏକ ଶୁଣିବାକୁ ମିଳିଛି ଯେ ଭଗବାନ ଇନ୍ଦ୍ର ଦେବତା ଦିନେ ମହାପ୍ରଭୁଙ୍କ ଦର୍ଶନ ଲାଗି ପହଂଚି ଥିଲେ ଫେରିବା ବାଟରେ ଯେଉଁଠି ଠିଆ ହୋଇ ଉପରକୁ ଯାଇଥିଲେ ତାହା ସେହି ନାଁ ରେ ନାମିତ ହୋଇଥିବା ନେଇ ସୂଚନା ମିଳିଛି। ଆଉ ଭଗବାନ ଙ୍କର ଏମିତି ଲୀଳା ସବୁ କିଏ ଜାଣି ପାରିବେ ତାହା ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.