Swastik Tv News Odisha

Dr Manas Ranjan Puhan – ମୁଣ୍ଡରେ ରୁପି ସମସ୍ୟାର କାରଣ ଓ ଏହାକୁ ଭଲ କରିବାର ସହଜ ଉପାୟ 100% ଗ୍ୟାରେଣ୍ଟି

0

ଆଜିର ଦିନରେ ମୁଣ୍ଡରେ ଅନେକ ପ୍ରକାର ସମସ୍ୟା ଦେଖାଯାଉଛି , ଯେପରିକି ରୂପି ସମସ୍ୟା , କେଶ ଝଡିବା ସମସ୍ୟା ଏମିତି ଅନେକ ସମସ୍ୟା ଦେଖାଯାଇଥାଏ । ଆପଣ ମାନେ ଜାଣିଥିବେ ଯେ ମୁଣ୍ଡରୁ ଉଠୁଥିବା ଚମଡାକୁ ରୂପି ବା ଡେଣ୍ଡରଫ୍ କୁହା ଯାଇଥାଏ । ଏହା ଏକ ସାଧାରଣ ଟର୍ମ ଅଟେ ଏବଂ ଡେଣ୍ଡରଫ୍ ବହୁତ ପ୍ରକାର ହୋଇଥାଏ । ବୟସ ଅନୁସାରେ ଏହା ପରିଲକ୍ଷିତ ହୋଇଥାଏ , ଯେତେବେଳେ ଜଣେ ବ୍ୟକ୍ତିର 15 ରୁ 25 ବା 30 ବର୍ଷ ବୟସ ହୋଇଯାଏ , ସେତେବେଳେ ଆମର ହୋମର୍ନ୍ ଗ୍ରଥ ହୁଏ ଯାହାଦ୍ୱାରା ମୁଣ୍ଡରୁ ଚମଡା ଉଠେ । ତେବେ ଆସନ୍ତୁ ଜାଣିବା ରୂଫି ଉଠିବାର କାରଣ ଏବଂ ନିରାକରଣ ବିଷୟରେ ।

ରୁଫି ସମସ୍ୟାର କାରଣ :-

ଯଦି ଛୋଟ ପିଲାମାନଙ୍କ ଚୁଟିରେ ବାରମ୍ୱାର ତେଲ ଲଗାଉଛନ୍ତି , ତେବେ ତାହା ଚୋପା ସଦୃଷ ମୁଣ୍ଡରୁ ଉଠି ଯାଇଥାଏ । ଏହାଛଜଡା ବୃଦ୍ଦ ଲୋକମାନଙ୍କ ଠାରେ ମଧ୍ୟ ଅନେକ ପ୍ରକାର ରୋଗ ସମସ୍ୟା ଦେଖାଯାଇଥାଏ , ଯାହା ରୁଫି ଉଠିବାର କାରଣ ସାଜିଥାଏ। ଯେପରିକି ସୋରିଆସିସ , ଯାଦୁ , ଫଙ୍ଗାଲ ଇନଫେକ୍ସନ ଯୋଗୁଁ ହୋଇଥାଏ । ଏହା ସବୁ .ବର୍ଗର ଲୋକମାନଙ୍କ ଠାରେ ଦେଖାଯାଏ ।

ଯେତେବେଳେ ଆପଣ ସେମ୍ପୁ କରୁଛନ୍ତି ତାର 2 ଦିନ ପରେ ମୁଣ୍ଡ କୁଣ୍ଡେଇଲେ ରୂପି ଗୁଡିକ ଚୋପା ହୋଇ ଆମ ସାର୍ଟରେ ପଡେ । ଆମ ଜୀବନ ଶୈଳୀକୁ ବହୁତ ଖରାପ ପ୍ରଭାବ ପକାଇଥାଏ । ଆପଣଙ୍କ ଠାରେ ରୂପି ଯଦି ଟିକିଏ ବଡ ଆକାର ର ହୁଏ ତେବେ ତାହା ଫଙ୍ଗାଲ୍ ଇନଫେକ୍ସନ ଦ୍ୱାରା ହୋଇଥାଏ । ମାତ୍ର ଯଦି ରୂପି ତୋଷ ଭଳି ହୁଏ ତାହେଲେ ତାହା କମନ୍ ଡେଣ୍ଡରଫ୍ ହୋଇଥାଏ ।

ପ୍ରତିକାର ପଦ୍ଧତି :-

ଯଦି ଆପଣଙ୍କ ଠାରେ ଭିଟାମିନ B12 ର ଅଭାବ ବା ଭାଟାମିନ ସି ର ଅଭାବ ରହିଥାଏ , ତେବେ ଡେଣ୍ଡରଫ୍ ସମସ୍ୟା ଦେଖା ଯାଇଥାଏ । ସେଥିପାଇଁ ଆପଣ ମାନଙ୍କୁ କ୍ଷୀର , ଶାଗ , ସବୁଜ ପନିପରିବା ଖାଇବା ଦ୍ୱାରା ରୂପି ସମସ୍ୟା କମ ହେବା ସହ କେଶ ଝଡିବା ମଧ୍ୟ କମ ହୋଇଥାଏ । ମାର୍କେଟ ରେ ମିଳୁଥିବା ସେମ୍ପୁ ବ୍ୟବାହର କରିବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ ।

ଯଦି ଆପଣ ଜେଲ ଲଗାଉଛନ୍ତି , ତେବେ ପତଳା ଜେଲ ଲଗାନ୍ତୁ , ତାହା ଡେଣ୍ଡରଫ୍ କୁ ବାହାର କରି ଦେଇଥାଏ । ଯଦି ଝିଅ ପିଲାଙ୍କ ଠାରେ ଡେଣ଼୍ଡରଫ୍ ହେଉଛି , ତେବେ ଡକ୍ଟରଙ୍କ ପରାମର୍ଶ ନେଇ ମେଡିସିନ ଲଗାନ୍ତୁ । ଏହାଛଡା ଆପଣ ମାନେ ସପ୍ତାହକୁ 2 ରୁ 3 ଥର ସାମ୍ପୁ କରନ୍ତୁ , ଧୀରେ ଧୀରେ ଆପଣଙ୍କ କେଶ ଝଡିବା ସମସ୍ୟା ଦୂର ହେବା ସହ ରୂପି ସମସ୍ୟା ମଧ୍ୟ ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.