Swastik Tv News Odisha

ମୁଁ ତମକୁ ଘୃଣା କରେ | Big ସିନେମା Best Emotional ସିନ୍ ” ସିନ୍ଦୁର ନୁହେଁ ଖେଳଘର “… ଦେଖନ୍ତୁ Video

0

ଓଡ଼ିଆ ଫିଲ୍ମ୍ ଜଗତର ଦୁଇ ପ୍ରମୁଖ କଳାକାର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ଅନେକ ଫିଲ୍ମ୍ ତ ଆପଣ ଦେଖିଥିବେ। ଦର୍ଶକ ମାନଙ୍କୁ ଅନେକ ସୁପରହିଟ ଫିଲ୍ମ୍ ଭେଟି ଦେଇଛନ୍ତି ଏହି ଦୁଇ କଳାକାର। ତେବେ ଓଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସୁପରିଚିତ ନାମ ଏବଂ ସୁପରିଚିତ ଚେହେରା ଯାହାଙ୍କୁ ଆପଣ ସମସ୍ତେ ଜାଣିଥିବେ,ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର। କିଛି ଏମିତି ଅଭିନେତା ଅଛନ୍ତି ଯେଉଁମାନେ ସବୁବେଳେ ଲୋକଙ୍କ ହୃଦୟରେ ରାଜ୍ କରିଥାନ୍ତି ଏବଂ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସଫଳ ହୋଇ ପାରିଥାନ୍ତି, ସେମାନଙ୍କ ଭିତରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅନ୍ୟତମ ଅଟନ୍ତି।

ବହୁତ୍ ନିଆରା ଏବଂ ଭିନ୍ନ ବ୍ୟକ୍ତିତ୍ଵ ଟେ ସେ। ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ସିନେମା ଜଗତର ଏମିତି ଲୋକପ୍ରିୟ ଚେହେରା, ଯାହାଙ୍କ ଫିଲ୍ମ୍ ଆଜିବି ଲୋକେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି। ତେବେ ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସେ ଜଣେ ମହାନ୍ କଳାକାର ବୋଲି କହିଲେ ଭୁଲ୍ ହେବ ନାହିଁ। ଜଣେ ଆଗଧାଡିର କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କ ପାଇଁ ଲୋକ ମାନଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତାଙ୍କ ପାଇଁ ତାଙ୍କର ଅଗଣିତ ଦର୍ଶକ ଯେମିତି ପାଗଳପ୍ରାୟ ଅଟନ୍ତି। ସେହିଭଳି ଅଭିନେତ୍ରୀ ରଚନା ବାନାର୍ଜୀ ମଧ୍ୟ ଅଗଣିତ ଦର୍ଶକଙ୍କ ପ୍ରିୟର ଅଭିନେତ୍ରୀ ଅଟନ୍ତି।

ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତରୁ ସେ ଦୂରେଇ ରହିଥିଲେ ବି ତାଙ୍କର ପୂର୍ବ ଅଭିନୀତ ସିନେମା ସବୁବେଳେ ଦର୍ଶକଙ୍କ ପ୍ରଥମ ପସନ୍ଦ ରହିଥାଏ। ତାଙ୍କ ଅଭିନୀତ ସିନେମା ସବୁ ବହୁତ୍ ସୁପରହିଟ ଏବଂ ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ।ଅନେକ ସୁନ୍ଦର୍ ସୁନ୍ଦର୍ ସିନେମା ସବୁ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ। ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।

ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ। ତେବେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଙ୍କ ଏକ ଫିଲ୍ମ୍ ଯାହାର ନାମ ସିନ୍ଦୂର ନୁହେଁ ଖେଳଘର,ଏହି ଫିଲ୍ମ୍ ର ଏକ ଦୃଶ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ। ଆଉ ଜାଣି ପାରିବେ ଯେ ଏହି ଦୃଶ୍ୟ କେତେ ଚମତ୍କାର। ସ୍ବାମୀ ସ୍ତ୍ରୀ ଏବଂ ମାଆ କୁ ନେଇ ପ୍ରସ୍ତୁତ ଏକ ଭାବ ବିହ୍ୱଳ ଦୃଶ୍ୟ, ମାଆ ପୁଅର ସ୍ନେହ ପ୍ରେମ ଭଲପାଇବାର ଏକ ସୁନ୍ଦର୍ ଦୃଶ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ।ଏକ ସୁନ୍ଦର୍ ବାର୍ତ୍ତା ପ୍ରଦାନ କରୁଥିବା ଏହି ସିନ ଦେଖିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.