Swastik Tv News Odisha

New Twist – ତପସ୍ୱିନୀ କାଲି ତୁମେ ନାଲି ଶାଢ଼ୀ ପିନ୍ଧି ଆସିବ ,ତୁମେ ଯାହା ଭାବିଲେ ବି ତୁମେ ଆମ ଘରର ସଦସ୍ୟ… ଦେଖନ୍ତୁ Video

0

ବର୍ତମାନ ଏବେ ଚାରିଆଡେ ଚହଳ ସୃଷ୍ଟି କରିଥିବା ତପସ୍ୱିନୀ ଓ ଡାକ୍ତର ସୁମିତ ଘଟଣା ର ଆଉ ଏକ ସୂଚନା ମିଳିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଏବେ ଏହିଠାରେ ଦୁହିଁଙ୍କର ମିଳନ ହେବାକୁ ଯାଉଛି ଯାହା ସୂଚନା ମିଳିଛି। ବର୍ତ୍ତମାନ ସମୟରେ କୋର୍ଟ ଏବେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ବହୁତ ଦିନ ପରେ ଦେଖା ହେବାପରେ ଏମିତି କିଛି ହୋଇଛି।

ପୁଣି ବହୁ ଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ ଙ୍କ ଭିଡ଼ିଓ ନଜର କୁ ଆସିଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ ଏକ ବିବାଦ ଦେଖା ଦେଇଥିଲା ଯାହା ପାଇଁ ଦୁହେଁ ବର୍ତମାନ ପର୍ଯ୍ୟନ୍ତ ଅଲଗା ଅଲଗା ରହୁଛନ୍ତି। ହେଲେ ଏବେ ସେ ଆଉ ଅଲଗା ରହିବେ ନାହିଁ ଯାହା ଏଠାରେ ସବୁ ସମାଧାନ ହେବାକୁ ଯାଉଛି। ଏହି ସମୟରେ କୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଣି କରିବାକୁ ଯାଉଛନ୍ତି ଯାହା ଏହିଠାରେ ଦେଖୁବାକୁ ମିଳିଛି।ଆଉ ଦୁହିଁଙ୍କର କିଛି ଦିନ ତଳେ ପ୍ରେମ ହେବା ପରେ ବାହାଘର ହୋଇଥିଲା ଯାହା ଆପଣ ମାନେ ଆଗରୁ ମଧ୍ୟ କିଛି ମାତ୍ରାରେ ଜାଣିଥିବେ।

ତେବେ କିଛି ଦିନ ତପସ୍ୱିନୀ ତାଙ୍କର ପ୍ରେମ କୁ ପାଇବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ର ସହଯୋଗ ମଧ୍ୟ ନେଇଥିଲେ ଏବଂ ପରେ ଶେଷରେ ସୁମିତ ଙ୍କ ଘର ସାମ୍ନାରେ ଧାରଣା ରେ ମଧ୍ୟ ବସି ଥିବାର ନଜରରେ ଆସିଥିଲେ ହେଲେ ସେ ସଫଳତା ମଧ୍ୟ ପାଇଁ ନଥିଲେ।ଆଉ ଶେଷରେ କୋର୍ଟ ର ସହାୟତା ଲୋଡି ଥିଲେ ଯାହା ତାଙ୍କର କହିବା ମୁତାବକ କିଛି ମାତ୍ରାରେ ନ୍ୟାୟ ମଧ୍ୟ ମିଳି ପାରିଛି। ଆଉ ଏବେ ତାଙ୍କର ସୁମିତ ସହ କୋର୍ଟ ରେ ସାମ୍ନା ସାମ୍ନି ଦେଖା ହେବା ପରେ ଦୁହିଁଙ୍କ ମଧ୍ୟରେ ପୂର୍ବ ଦିନ କଥା ସବୁ ମନେ ପଡି ଯାଇଛି। ଏହି ସମୟରେ ସୁମିତ ମଧ୍ୟ ପ୍ରେମ କୁ ପାଇବା ପାଇଁ ଖାସ କରି ତପସ୍ୱିନୀ ଙ୍କୁ ପାଇବା ପାଇଁ ପୁଣି ଥରେ ସେହି ସମୟ କଥା ମନେ ପକେଇ ନାଲି ରଙ୍ଗର ଶାଢୀ ରେ ପାଇବାକୁ ଚାହୁଁଛନ୍ତି ଯାହା ସୂଚନା ମିଳିଛି। ଆଉ ଏବେ ଦୁହିଁଙ୍କର ଦେଖା ହେବା ପରେ ପ୍ରେମ ସମ୍ପର୍କ ଟିକିଏ ବଢିଛି।

ଆଉ ଆସନ୍ତା ଦିନ ତାଙ୍କର ପୁରୁଣା ଦିନ ପରି ମିଶିବା ପାଇଁ ଯାଉଛନ୍ତି ଯାହା କୋର୍ଟ ଏବେ ନିଷ୍ପତ୍ତି ନେବେ। ଏହି ସମୟରେ ତପସ୍ୱିନୀ ଓ ଡକ୍ଟର ସୁମିତ ମଧ୍ୟ ଦୁହେଁ କୋର୍ଟ ନିର୍ଦେଶ ଅନୁସାରେ ସବୁ ସମୟରେ କୋର୍ଟ ରେ ଦ୍ବାରସ୍ଥ ହୋଇଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ର ଦେଖୁବାକୁ ମିଳିଥିଲା। ଏବେ ଦୁହିଁଙ୍କର ଏକାଠି ହେବାକୁ ଯାଉଛନ୍ତି ଯେପରି ସେହି ବୋହୁ ବେଶରେ ଆଗପରି ସୁମିତ ପାଖରେ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.