Swastik Tv News Odisha

ଗାଧେଇବା ଭିଡିଓ ରେକର୍ଡ କରି, କାଲା ମୋ ସହ ୮ ମାସ ସମ୍ପର୍କ ରଖିଲା… ଯୁବତୀ ଙ୍କ ମୁହଁରୁ ଶୁଣନ୍ତୁ କଣ କହୁଛନ୍ତି… ଦେଖନ୍ତୁ Video

0

ଏମିତି ସମୟ ବେଳେ ବେଳେ ନଜରକୁ ଆସିଥାଏ ଯାହା କିଛି ସମୟରେ ଅନେକ ଦୁଃଖ ଦେଇଥାଏ। ଆଉ ମଣିଷ ଏବେ ହିଂସ୍ର ପରି ଆଚରଣ କରିଥାଏ ସବୁ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ। ତେବେ ଏହି ଠାରେ ଏକ ଘଟଣା ସମ୍ନାକୁ ଆସିଛି ଯାହା ଜଣେ ମହିଳା ସହିତ ଯୁବକ ପ୍ରତିଶ୍ରୁତି ଦେଇ ଏମିତି କିଛି କରି ଦେଲେ ଯାହା ପାଇଁ ସେ ଏମିତି କିଛି କରିଛନ୍ତି ତେବେ ଆସନ୍ତୁ ଜାଣିବା ସେ ବିଷୟରେ।

ଏହିଠାରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।ସେହି ଘଟଣା ଟି ଏକ ଭିନ୍ନ ଧରଣର ଯାହା ପ୍ରେମ ସମ୍ପର୍କ କୁ ନେଇ ଘଟି ଯାଇଛି। ଏମିତି ଘଟଣା ବେଳେ ବେଳେ ଆଗକୁ ଆସିଥାଏ ଯାହା ସମସ୍ତଙ୍କୁ ଚମକାଇ ଦେଇଥାଏ। ଏଠାରେ ସେହିପରି ଘଟଣା ଯାହାର ମୂଳର କାରଣ ହେଉଛି ପ୍ରେମ। ଏବେ ପ୍ରେମ ଅଧିକାଂଶ କରୁଛନ୍ତି ସୋସିଆଲ ମିଡ଼ିଆରେ ମାଧ୍ୟମରେ। ଏବେ ଏହି ଘଟଣା କୁ ନେଇ ସେହି ପୀଡିତ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯାହା ଏହିଠାରେ ସୂଚନା ଯୋଗ୍ୟ। ଆଉ ଏମିତି ପ୍ରେମ ପାଇଁ ଶେଷରେ ଯାହା ହୋଇଗଲା ତାହା ସେ କେବେ ଭାବି ନଥିଲା।

ଏହି ଘଟଣା ଟିରେ ଯାହା ଘଟିଛି ତାହା ଏକ ଦୁଃଖଦ ଘଟିଥିଲା ଏବଂ ପ୍ରେମ କରିବା ପରେ ଯାହା ସବୁ ତାଙ୍କ ଜୀବନ ସହ ଘଟିଗଲା ଯାହା ଏକାକୀ ଜୀବନ ପାଇଁ କଷ୍ଟ ହୋଇଗଲା। ଏଠାରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ତାର ପରିବାର ମଧ୍ୟରେ କେହି ନାହାଁନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଏହିଠାରେ ଜାଣିବାକୁ ମିଳିଛି ଯେ ଏହି ମହିଳା ଜଣଙ୍କ କିଛି ବର୍ଷ ତଳେ ବିବାହ କରିଥିଲେ ହେଲେ ପରବର୍ତ୍ତୀ ସମୟରେ ଯାହା ସହିତ ବିବାହ କରିଥିଲେ ସେହି ଯୁବକ ଜଣଙ୍କ ତାଙ୍କୁ ଛାଡି ଦେଇଥିଲେ କାରଣ ଦୁହିଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଦେଖା ଦେବାରୁ ଏମିତି ଘଟି ଥିବା ନେଇ ଶୁଣିବାକୁ ମିଳିଛି। ଆଉ ଶେଷରେ ସେହି ମହିଳା ଜଣଙ୍କ ଏକାକି ହେବା ପରେ କିଛି କରି ନ ପାରି କୌଣସି ଏକ ସ୍ଥାନରେ କାମ କରିବା ପାଇଁ ପଳେଇ ଥିଲେ ନିଜର ଭରଣ ପୋଷଣ କରିବା ଲାଗି।

ତା ପରେ ତାଙ୍କ ସହିତ ଏମିତି କିଛି ଘଟି ଗଲା ଯାହା ତାଙ୍କ ଜୀବନ ରେ ଏକ ବଡ଼ ଦୁଃଖ ରହିଗଲା ଏବଂ ଯାହା ପାଇଁ ସେ ଏବେ ବହୁତ କଷ୍ଟ ରେ ଅଛନ୍ତି। ଆଉ ସେ ଏକାକି ହେବା ପରେ ଫେସବୁକ ରେ ଜଣଙ୍କ ସହିତ କଥା ହେଲେ ଆଉ ପରେ ନମ୍ବର ରେ କଥା ହେବା ପରେ ଧୀରେ ଧୀରେ ସମ୍ପର୍କ ବଢ଼ିଲା।ଆଉ ସେହି ଯୁବକ ସହିତ ତାଙ୍କର ପ୍ରେମ ସମ୍ପର୍କ ବଢିବା ପରେ ସାହାରା ମିଳିଲା ବୋଲି ସେହି ମହିଳା ଭାବିଲେ ଏବଂ ପରେ ଗାଧେଇବା ସମୟରେ ଏକ ଭିଡ଼ିଓ କଲ କରିଥିଲେ ଯାହା ଦ୍ୱାରା ସେହି ଯୁବକ ଜଣଙ୍କ ଅନେକ ସମୟରେ ଭିଡ଼ିଓ କେନ୍ଦ୍ର କରି ଶାରୀରିକ ସମ୍ପର୍କ ରଖିଥିଲେ ତା ପରେ ଏମିତି ସବୁ ଘଟି ଗଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.